ସଫେଇ କର୍ମଚାରୀଙ୍କ ଆନ୍ଦୋଳନରୁ ନିଜକୁ ଦୂରେଇ ରଖିବାକୁ କେଜ୍ରିୱାଲଙ୍କ ପ୍ରୟାସ

ନୂଆଦିଲ୍ଲୀ: ପୂର୍ବଦିଲ୍ଲୀରେ ୭ଦିନ ହେବ ସଫେଇ କର୍ମଚାରୀଙ୍କ ଚାଲିଥିବା ଅନ୍ଦୋଳନ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ଏକ ଚିଠି ମାଧ୍ୟମରେ ଜନସାଧାରଣଙ୍କ ପାଖରେ ନିଜର ପକ୍ଷ ରଖିଛନ୍ତି। ଏଥିରେ ସେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନରୁ ଦଳକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି।ଏଥିରେ କେଜ୍ରିୱାଲ ସଫେଇ କର୍ମଚାରୀଙ୍କ ଦରମା ମିଳିବାରେ ବିଳମ୍ବ ପାଇଁ ତାଙ୍କ ଉପରେ ଲଦା ଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହାସହ ୩ଟି ନିଗମର […]

k

k

Rakesh Mallick
  • Published: Friday, 30 October 2015
  • Updated: 30 October 2015, 09:22 AM IST

ନୂଆଦିଲ୍ଲୀ: ପୂର୍ବଦିଲ୍ଲୀରେ ୭ଦିନ ହେବ ସଫେଇ କର୍ମଚାରୀଙ୍କ ଚାଲିଥିବା ଅନ୍ଦୋଳନ ନେଇ ରାଜନୈତିକ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗିରହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ଏକ ଚିଠି ମାଧ୍ୟମରେ ଜନସାଧାରଣଙ୍କ ପାଖରେ ନିଜର ପକ୍ଷ ରଖିଛନ୍ତି। ଏଥିରେ ସେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନରୁ ଦଳକୁ ଦୂରେଇ ରଖିବାକୁ ଚେଷ୍ଟା କରିଛନ୍ତି।ଏଥିରେ କେଜ୍ରିୱାଲ ସଫେଇ କର୍ମଚାରୀଙ୍କ ଦରମା ମିଳିବାରେ ବିଳମ୍ବ ପାଇଁ ତାଙ୍କ ଉପରେ ଲଦା ଯାଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏହାସହ ୩ଟି ନିଗମର ମେୟରଙ୍କୁ ସଫେଇ କର୍ମଚାରୀଙ୍କ ଦାବି ଶୀଘ୍ର ପୂରଣ କରିବାକୁ କହିଛନ୍ତି । ବକେୟା ଦରମା ପ୍ରଦାନ ସହ ୧୭ଟି ଦାବି ନେଇ ସଫେଇ କର୍ମଚାରୀମାନେ ୭ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି । ସଫେଇ କର୍ମଚାରୀମାନେ ଆନ୍ଦୋଳନରେ ବସିଥିବାରୁ ଦିଲ୍ଲୀ ସହରରେ କୁଢ କୁଢ ଆବର୍ଜନା ସଫା  ହୋଇ ନ ପାରି ପଡିରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos