ସାଇବାବାଙ୍କୁ ପୂଜା କରାଯାଉଥିବାରୁ ମହାରାଷ୍ଟ୍ରରେ ମରୁଡ଼ି ହେଉଛି: ଶଙ୍କରାଚାର୍ଯ୍ୟ

ମୁମ୍ବାଇ: ସୁବୁବେଳେ ବିବାଦ ଘେରରେ  ରହୁଥିବା  ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଷ୍ଟ୍ରକୁ ନେଇ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ର ଓ ଅନ୍ୟ ଜାଗାରେ ବର୍ଷା ନ ହୋଇ ଶୁଖିଲା ପଡ଼ିବାର କାରଣ ହେଉଛି,ଏଠାରେ ଲୋକମାନେ ସାଇବାବାଙ୍କୁ ପୂଜା କରନ୍ତି। ଯଦି ମହାରାଷ୍ଟ୍ରରେ ବର୍ଷା ହେବା ପାଇଁ ଲୋକମାନେ ଚାହୁଁଛନ୍ତି, ତାହାହେଲେ ସାଇବାବାଙ୍କୁ ପୂଜା ବନ୍ଦ କରିବା ଦରକାର। ମହାରାଷ୍ଟ୍ରର ଆରଧ୍ୟ ଦେବତା ହେଉଛନ୍ତି ଗଣେଶ ଭଗବାନ। ସେଥିପାଇଁ ଗଣେଶଙ୍କୁ ପୂଜା କରିବା […]

swaroopanand-

swaroopanand-

Rakesh Mallick
  • Published: Monday, 11 April 2016
  • Updated: 11 April 2016, 09:07 AM IST

Sports

Latest News

ମୁମ୍ବାଇ: ସୁବୁବେଳେ ବିବାଦ ଘେରରେ  ରହୁଥିବା  ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ ମହାରାଷ୍ଟ୍ରକୁ ନେଇ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ମହାରାଷ୍ଟ୍ର ଓ ଅନ୍ୟ ଜାଗାରେ ବର୍ଷା ନ ହୋଇ ଶୁଖିଲା ପଡ଼ିବାର କାରଣ ହେଉଛି,ଏଠାରେ ଲୋକମାନେ ସାଇବାବାଙ୍କୁ ପୂଜା କରନ୍ତି। ଯଦି ମହାରାଷ୍ଟ୍ରରେ ବର୍ଷା ହେବା ପାଇଁ ଲୋକମାନେ ଚାହୁଁଛନ୍ତି, ତାହାହେଲେ ସାଇବାବାଙ୍କୁ ପୂଜା ବନ୍ଦ କରିବା ଦରକାର। ମହାରାଷ୍ଟ୍ରର ଆରଧ୍ୟ ଦେବତା ହେଉଛନ୍ତି ଗଣେଶ ଭଗବାନ। ସେଥିପାଇଁ ଗଣେଶଙ୍କୁ ପୂଜା କରିବା ଦରକାର।

ସେ ଆହୁରି ମଧ୍ୟ କହିଛନ୍ତି, ମହାରାଷ୍ଟ୍ରରେ ଗଣେଶ ଭଗବାନ ବାସ କରନ୍ତି। କିନ୍ତୁ ଏଠାରେ ସାଇବାବାଙ୍କୁ ପୂଜା କରାଯାଉଛି। ଯେଉଁ ଭଗବାନଙ୍କୁ ଏଠାରେ ପୂଜା କରିବା କଥା ତାହା କରାଯାଉନାହିଁ।

ମହାରାଷ୍ଟ୍ରରେ ଥିବା ଶନି ସିଙ୍ଗନାପୁର ମନ୍ଦିରରେ  ମହିଳାମାନଙ୍କ ପ୍ରବେଶକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି, ମହାରାଷ୍ଟ୍ରରେ ମହିଳାମାନଙ୍କ ଉପରେ ଅତ୍ୟାଚାର ହେଉଛି। ଯେ ପର୍ଯ୍ୟନ୍ତ ଏଠାକାର ମହିଳାମାନେ ଶନି ଦେବତାଙ୍କୁ ପୂଜା କରିବା ବନ୍ଦ ନ କରନ୍ତି ସେତେବେଳେ ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ମହିଳାମାନଙ୍କ ଉପରେ ଅତ୍ୟାଚାର ବନ୍ଦ ହେବ ନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, ଶନି ହେଉଛନ୍ତି ଗ୍ରହ। ଗ୍ରହକୁ ଶାନ୍ତି ପାଇଁ ପୂଜା କରିବା କିଛି ଦରକାର ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story