ପଦ୍ମ ପୁରସ୍କାର ଫେରାଇବାକୁ ଚାହିଁଥିଲେ ସୈଫ ଅଲୀ ଖାନ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ ଭାରତର ସରକାରଙ୍କ ପକ୍ଷରୁ ପାଇଥିବା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଚାହୁଁଥିଲେ। ତାଙ୍କୁ ୨୦୧୦ରେ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଥିଲା। ହେଲେ ତାଙ୍କ ବାପା ଦିବଂଗତ ମନସୁର ଅଲୀ ଖାନ୍‌ ପଟୌଦିଙ୍କ ଆପତ୍ତି ଯୋଗୁ ସେ ଏହାକୁ ଫେରାଇ ନଥିଲେ। ଅରବାଜ ଖାନଙ୍କୁ ଚାଟ୍ ଶୋ’ ପିଞ୍ଚ ସମୟରେ କିଛି ଟ୍ୱିଟର ବ୍ୟବହାର କରି ସୈଫଙ୍କ ସମ୍ପର୍କରେ ଅବାନ୍ତର କଥା କହିଥିଲେ। ଜଣେ […]

sa

sa

Hemant Lenka
  • Published: Wednesday, 15 May 2019
  • Updated: 15 May 2019, 05:03 PM IST

Sports

Latest News

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ ଭାରତର ସରକାରଙ୍କ ପକ୍ଷରୁ ପାଇଥିବା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ ଚାହୁଁଥିଲେ। ତାଙ୍କୁ ୨୦୧୦ରେ ସିନେମା ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ମିଳିଥିଲା। ହେଲେ ତାଙ୍କ ବାପା ଦିବଂଗତ ମନସୁର ଅଲୀ ଖାନ୍‌ ପଟୌଦିଙ୍କ ଆପତ୍ତି ଯୋଗୁ ସେ ଏହାକୁ ଫେରାଇ ନଥିଲେ।
ଅରବାଜ ଖାନଙ୍କୁ ଚାଟ୍ ଶୋ’ ପିଞ୍ଚ ସମୟରେ କିଛି ଟ୍ୱିଟର ବ୍ୟବହାର କରି ସୈଫଙ୍କ ସମ୍ପର୍କରେ ଅବାନ୍ତର କଥା କହିଥିଲେ। ଜଣେ ଟ୍ୱିଟର ବ୍ୟବହାରକାରୀ କହିଥିଲେ ଯେ “ଟଙ୍କା ଦେଇ ପଦ୍ମଶ୍ରୀ କିଣିଥିବା ସୈଫ୍‌ ତାଙ୍କ ପୁଅର ନାଁ ତୈମୁର ରଖିଛନ୍ତି। ଏପରି କି ସେ କିଛି ଲୋକଙ୍କ ରେଷ୍ଟୁରାଣ୍ଟରେ ମାଡ଼ ମାରିଥିଲେ। ଏପରି ସ୍ଥିତିରେ ସେ କେମିତି ସାକ୍ରେଡ୍‌ ଗେମ୍‌ସରେ ଅଭିନୟ କଲେ?”

ଏହା ଉପରେ ପ୍ରତିକ୍ରିୟା ଦେଇ ସୈଫ୍‌ କହିଛନ୍ତି, “ ମୁଁ କୌଣସି ପ୍ରକାରର ପଦ୍ମଶ୍ରୀ ପୁରସ୍କାର କିଣିନାହିଁ। ଟଙ୍କା ଦେଇ ପଦ୍ମ ପୁରସ୍କାର କିଣିବା ସମ୍ଭବ ନୁହେଁ। ଭାରତ ସରକାରଙ୍କୁ ଲାଞ୍ଚ ଦେବା ମୋ କ୍ଷମତା ବାହାରେ। ଏ ସମ୍ପର୍କରେ ଆପଣ ଅନ୍ୟ ବରିଷ୍ଠ ଲୋକଙ୍କୁ ପଚାରି ପାରିବେ। ମୁଁ ଭାବୁଛି ପଦ୍ମଶ୍ରୀ ଗ୍ରହଣ କରିବା ଠିକ୍‌ ନଥିଲା। ମୋ ଠାରୁ ଅନେକ ବରିଷ୍ଠ କଳାକାର ରହିଛନ୍ତି। ସେମାନେ ଆଜି ଯାଏ ପଦ୍ମ ପୁରସ୍କାର ପାଇନାହାନ୍ତି। ଏପରି ସ୍ଥଳରେ ମୋତେ ପଦ୍ମ ପୁରସ୍କାର ମିଳିବା ଲଜ୍ଜାଜନକ। ମୁଁ ଏପରି ସ୍ଥିତିରେ ପଦ୍ମ ପୁରସ୍କାର ଫେରାଇବାକୁ ଚାହିଁଥିଲି। କିନ୍ତୁ ମୋ ବାପା ହିଁ ମୋତେ ଏପରି କରିବାକୁ ମନା କରିଥିଲେ। ତେଣୁ ମୁଁ ଭାରତ ସରକାରଙ୍କୁ ଏହା ଫେରାଇ ନଥିଲି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story