ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସାଡାର ହେବେ ସଲମାନ୍

ମୁମ୍ବାଇ: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ କେବଳ ନିଜ ଫିଲ୍ମ ପାଇଁ ନୁହନ୍ତି, ଲୋକମାନଙ୍କୁ ସାହାଯ୍ୟ କରିବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ନୂଆ ନୂଆ ଚେହେରାକୁ ବଲିଉଡରେ ସୁଯୋଗ ଦେବା ପାଇଁ ସେ ସବୁ ବେଳେ ପ୍ରୟାସ କରୁଥିବା ବେଳେ ତାଙ୍କ ପ୍ରୟାସ ପାଇଁ କିଛି କଳାକାର ଆଜି ସୁପରଷ୍ଟାର ପାଲଟିଛନ୍ତି।  ଏହା ବ୍ୟତୀତ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ଜରିଆରେ  ଲୋକମାନଙ୍କର ମାଗଣା ଚିକିତ୍ସା, ଗ୍ରାମାଞ୍ଚଳର ପିଲାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଘର, ଖାଦ୍ୟ ଓ […]

salman

salman

Chinmayee Roy
  • Published: Saturday, 09 March 2019
  • Updated: 09 March 2019, 01:34 PM IST

Sports

Latest News

ମୁମ୍ବାଇ: ବଲିଉଡ ଦବଙ୍ଗ ଷ୍ଟାର ସଲମାନ ଖାନ୍‌ କେବଳ ନିଜ ଫିଲ୍ମ ପାଇଁ ନୁହନ୍ତି, ଲୋକମାନଙ୍କୁ ସାହାଯ୍ୟ କରିବାକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ନୂଆ ନୂଆ ଚେହେରାକୁ ବଲିଉଡରେ ସୁଯୋଗ ଦେବା ପାଇଁ ସେ ସବୁ ବେଳେ ପ୍ରୟାସ କରୁଥିବା ବେଳେ ତାଙ୍କ ପ୍ରୟାସ ପାଇଁ କିଛି କଳାକାର ଆଜି ସୁପରଷ୍ଟାର ପାଲଟିଛନ୍ତି।  ଏହା ବ୍ୟତୀତ ବିଙ୍ଗ ହ୍ୟୁମାନ୍‌ ଫାଉଣ୍ଡେସନ୍‌ ଜରିଆରେ  ଲୋକମାନଙ୍କର ମାଗଣା ଚିକିତ୍ସା, ଗ୍ରାମାଞ୍ଚଳର ପିଲାମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଘର, ଖାଦ୍ୟ ଓ ବସ୍ତ୍ର ଦାନ କରିବା ପାଇଁ ମଧ୍ୟ ସେ ପରିଚିତ। ଏତେ ସବୁ ମଧ୍ୟରେ ଏବେ ସଲମାନ ମଧ୍ୟପ୍ରଦେଶର ବ୍ରାଣ୍ଡ ଆମ୍ବାସାଡ଼ାର ହେବାକୁ ଯାଉଥିବା ଜଣା ପଡ଼ିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ। ସେ କହିଛନ୍ତି, ‘ମୁଁ ଏହି ବିଷୟରେ ସଲମାନଙ୍କ ସହ ଫୋନ ଯୋଗେ କଥା ହୋଇଛି। ସଲମାନ ମୋର ପ୍ରସ୍ତାବରେ ରାଜି ମଧ୍ୟ ଅଛନ୍ତି।’ ଏହି ଖବର ଶୁଣି ସଲମାନଙ୍କ ପ୍ରଶଂସକମାନେ ବେଶ୍ ଖୁସି ଥିବା ଜଣାପଡ଼ିଛି। ଏପରି ହେବା ଦ୍ୱାରା ମଧ୍ୟପ୍ରଦେଶର ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକ ଦେଶବିଦେଶରେ ଆହୁରି ପରିଚିତ ହୋଇ ପାରିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ କମଲନାଥ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story