ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବି

ନୂଆଦିଲ୍ଲୀ: ଲଳିତ ମୋଦି ଓ ବ୍ୟାପମ୍ ଦୁର୍ନୀତି ପ୍ରସଙ୍ଗକୁ ନେଇ ଆଜି ଚତୁର୍ଥ ଦିନରେ ମଧ୍ୟ ସଂସଦ ଚାଲିପାରିନାହିଁ। ବିରୋଧୀ କଳାପଟି ପିନ୍ଧି ଗୃହକୁ ଆସିଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁମିତ୍ରା ମହାଜନ ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବି କରିଛନ୍ତି। ସେହିପରି ରାଜ୍ୟସଭାରେ ହୋହାଲ୍ଲା ଦେଖିବାକୁ ମିଳିଥିଲା। ଫଳରେ ଗୃହକୁ ସାଢେ ୨ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି । ଆଜି ସକାଳୁ ବିଜେପି ସମେତ ଏନଡିଏର ସବୁ ଦଳ ସଂସଦ ଭବନ ପରିସରରେ ଥିବା ଗାନ୍ଧି […]

loksabha

loksabha

Rakesh Mallick
  • Published: Friday, 24 July 2015
  • Updated: 24 July 2015, 09:13 AM IST

ନୂଆଦିଲ୍ଲୀ: ଲଳିତ ମୋଦି ଓ ବ୍ୟାପମ୍ ଦୁର୍ନୀତି ପ୍ରସଙ୍ଗକୁ ନେଇ ଆଜି ଚତୁର୍ଥ ଦିନରେ ମଧ୍ୟ ସଂସଦ ଚାଲିପାରିନାହିଁ। ବିରୋଧୀ କଳାପଟି ପିନ୍ଧି ଗୃହକୁ ଆସିଥିଲେ। ପ୍ରବଳ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁମିତ୍ରା ମହାଜନ ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବି କରିଛନ୍ତି। ସେହିପରି ରାଜ୍ୟସଭାରେ ହୋହାଲ୍ଲା ଦେଖିବାକୁ ମିଳିଥିଲା। ଫଳରେ ଗୃହକୁ ସାଢେ ୨ଟା ପର୍ଯ୍ୟନ୍ତ ମୁଲତବି କରାଯାଇଛି । ଆଜି ସକାଳୁ ବିଜେପି ସମେତ ଏନଡିଏର ସବୁ ଦଳ ସଂସଦ ଭବନ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ସାମ୍ନାରେ ଧାରଣା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos