ଓଏନ୍‌ଜିସି ବୋର୍ଡରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ:  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କୁ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ ଲିମିଟେଡ୍‌ (ONGC) ବୋର୍ଡର ନନ୍‌-ଅଫିସିଆଲ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି  ସମ୍ୱିତଙ୍କୁ ୩ ବର୍ଷ ପାଇଁ ଏହି  ନିଯୁକ୍ତି ଦେଇଛନ୍ତି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ପୂର୍ବରୁ ଆହୁରି ଅନେକ ବିଜେପି ନେତାଙ୍କୁ ବିଭିନ୍ନ ବୋର୍ଡରେ ନିଯୁକ୍ତି ଦିଆଯାଇଛି। ସଇଦ ଜଫର ଇସ୍‌ଲାମଙ୍କୁ ଗତ ମେ’ ମାସରେ ଏୟାର ଇଣ୍ଡିଆରେ […]

sambit patra

sambit patra

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 06:39 AM IST

Sports

Latest News

ନୂଆଦିଲ୍ଲୀ:  ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ୱିତ ପାତ୍ରଙ୍କୁ ତୈଳ ଓ ପ୍ରାକୃତିକ ଗ୍ୟାସ ନିଗମ ଲିମିଟେଡ୍‌ (ONGC) ବୋର୍ଡର ନନ୍‌-ଅଫିସିଆଲ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି  ସମ୍ୱିତଙ୍କୁ ୩ ବର୍ଷ ପାଇଁ ଏହି  ନିଯୁକ୍ତି ଦେଇଛନ୍ତି। କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏହା ପୂର୍ବରୁ ଆହୁରି ଅନେକ ବିଜେପି ନେତାଙ୍କୁ ବିଭିନ୍ନ ବୋର୍ଡରେ ନିଯୁକ୍ତି ଦିଆଯାଇଛି। ସଇଦ ଜଫର ଇସ୍‌ଲାମଙ୍କୁ ଗତ ମେ’ ମାସରେ ଏୟାର ଇଣ୍ଡିଆରେ ନନ୍‌-ଅଫିସିଆଲ୍ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ୨୦୧୪ ଏପ୍ରିଲ ୫ ତାରିଖରେ ସେ ବିଜେପିରେ ସାମିଲ ହୋଇଥିଲେ।

ଆମ୍ ଆମ୍‌ ପାର୍ଟିର ପୂର୍ବତନ ନେତା ଶାଜିୟା ଇଲ୍‌ମୀଙ୍କୁ ଗତ ଜାନୁଆରୀରେ ଇଞ୍ଜିନିୟର୍ସ ଇଣ୍ଡିଆ ଲିମିଟେଡ୍‌ରେ ଜଣେ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ଏବେ ସେ ଦିଲ୍ଲୀ ବିଜେପିର ଉପାଧ୍ୟକ୍ଷ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story