ମହଙ୍ଗାରୁ ଶସ୍ତା ହେଲା ସାମସଙ୍ଗ ସ୍ମାର୍ଟ ଫୋନ୍‌: ରହିଛି ଆକର୍ଷଣୀୟ ସୁବିଧା

ନୂଆଦିଲ୍ଲୀ: ନିକଟ ଅତୀତତରେ  କେତେକ ମୋବାଇଲ କମ୍ପାନି ସେମାନଙ୍କର ନୂଆ ଭର୍ସନ ସ୍ମାର୍ଟ ଫୋନ୍‌ ଲଞ୍ଚ  କରିଛନ୍ତି।  ତେବେ ଏହି ନୂଆ ସେଟରେ ଆରମ୍ଭରୁ ଯେଉଁ ଦର ନିର୍ଦ୍ଧାରଣ କରାଯାଇଥିଲା ସେଥିରେ ଏବେ କିଛି ହ୍ରାସ କରାଯାଇଛି। ଏବେ ପୂଜା ବଜାର ଥିବାରୁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏହି ସେଟ ଗୁଡ଼ିକୁ ଶସ୍ତା କରାଯାଇଛି। ତେବେ ଆସନ୍ତୁ ଜାଣିବା ଏବେ କେଉଁ ସ୍ମାର୍ଟଫୋନ୍‌ ଗୁଡ଼ିକର ମୂଲ୍ୟ ହ୍ରାସ କରାଯାଇଛି। ପ୍ରଥମେ ଆସିବା ଦକ୍ଷିଣ କୋରିଆର ନାମୀ […]

Untitled-4

Untitled-4

Rakesh Mallick
  • Published: Monday, 02 October 2017
  • Updated: 02 October 2017, 04:49 PM IST

Sports

Latest News

ନୂଆଦିଲ୍ଲୀ: ନିକଟ ଅତୀତତରେ  କେତେକ ମୋବାଇଲ କମ୍ପାନି ସେମାନଙ୍କର ନୂଆ ଭର୍ସନ ସ୍ମାର୍ଟ ଫୋନ୍‌ ଲଞ୍ଚ  କରିଛନ୍ତି।  ତେବେ ଏହି ନୂଆ ସେଟରେ ଆରମ୍ଭରୁ ଯେଉଁ ଦର ନିର୍ଦ୍ଧାରଣ କରାଯାଇଥିଲା ସେଥିରେ ଏବେ କିଛି ହ୍ରାସ କରାଯାଇଛି। ଏବେ ପୂଜା ବଜାର ଥିବାରୁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଏହି ସେଟ ଗୁଡ଼ିକୁ ଶସ୍ତା କରାଯାଇଛି। ତେବେ ଆସନ୍ତୁ ଜାଣିବା ଏବେ କେଉଁ ସ୍ମାର୍ଟଫୋନ୍‌ ଗୁଡ଼ିକର ମୂଲ୍ୟ ହ୍ରାସ କରାଯାଇଛି।

ପ୍ରଥମେ ଆସିବା ଦକ୍ଷିଣ କୋରିଆର ନାମୀ କମ୍ପାନୀ ସାମସଙ୍ଗ ମୋବାଇଲକୁ । ଗତ ବର୍ଷ ସେପ୍ଟେମ୍ବର ମାସରେ ସାମସଙ୍ଗ ପକ୍ଷରୁ  Galaxy J7 Prime  ଏବଂ Galaxy J5 Prime ଲଞ୍ଚ କରାଯାଇଥିଲା।  ଲଞ୍ଚ ବେଳେ Samsung Galaxy J7 Primeର ମୂଲ୍ୟ ଥିଲା 18,790 ଟଙ୍କା। ଏବେ ଏହି ସେଟ 14,900 ଟଙ୍କାରେ  ଉପଲବ୍ଧ ହେଉଛି।  ପ୍ରାୟ ୪ ହଜାର ଟଙ୍କା କମାଇଦିଆଯାଇଛି।  ସେହିପରି Galaxy J5 Primeର ପୂର୍ବ ମୂଲ୍ୟ ଉପରେ 1,800 ଟଙ୍କା ଛାଡ଼ କରାଯାଇଛି। ଏବେ ଏହି ମୋବାଇଲର ମୂଲ୍ୟ ରହିଛି 12,990। ଉଭୟ ଗୋଲଡ୍‌ ଏବଂ ବ୍ଲାକ କଲରରେ Samsung Galaxy J7 Prime ଉପଲବ୍ଧ ହେଉଚି।  ୫.୫ ଇଞ୍ଚ ବିଶିଷ୍ଟ ଏହି ଫୋନ୍‌ର ଡିସପ୍ଲେ କ୍ୱାଲିଟି  ଏଚ୍‌ଡି ରହିଛି। ଏହାର କ୍ୟାମେରା  ରିଜଲ୍ୟୁସନ 1080x1920 pixel  ରହିଛି। ୩ଜିବି ରାମ ଏବଂ 1.6GHz octa-core ପ୍ରସେସର ରହିଛି। ସେହିପରି 16GB ଇଣ୍ଟରନାଲ ଷ୍ଟୋରେଜ ରହିଛି। Android 6.0 ଭର୍ସନର ଏହି ଫୋନ୍‌ର ଅନେକ କିଛି ସୁବିଧା ରହିଛି।  ରିଅର କ୍ୟାମେରା ୧୩ ଏମପି ଏବଂ ରିଅର ୮ ଏମପି ରହିଛି।  ବ୍ୟାଟେରୀ 3300mAh  ରହିଛି।

ସେହିପରି  Samsung Galaxy J5 Primeରେ ମଧ୍ୟ ଅନେକ କିଛି ସୁବିଧା ରହିଛି। ୫.୫ ଇଞ୍ଚ ବିଶିଷ୍ଟ ଏହି ଫୋନ୍‌ରେ 2GB RAM ରହିଛି। ସେହିପରି  16GB ଇନ୍‌ବିଲ୍ଟ storage ସିଷ୍ଟମ ରହିଛି। ୨୫୬ ଜିବି ପର୍ଯ୍ୟନ୍ତ ସପୋର୍ଟ କରୁଥିବା ଏହି ଫୋନ୍‌ର 2400mAh ବ୍ୟାଟେରୀ କ୍ଷମତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story