ସଙ୍ଗୀତକାର ଆଦେଶ ଶ୍ରୀବାସ୍ତବଙ୍କ ପରଲୋକ

ମୁମ୍ୱାଇ: ସଙ୍ଗୀତକାର ଆଦେଶ ଶ୍ରୀବାସ୍ତବଙ୍କ ଗତକାଲି ବିଳମ୍ୱିତ ରାତିରେ ମୃତ୍ୟୁ ଘଟିଛି। ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କୁ ୫୧ ବର୍ଷ ହୋଇଥିଲା। ମୁମ୍ୱାଇର କୋକିଲାବେନ୍ ହସପିଟାଲରେ ଗତ୪୦ ଦିନ ହେବ ସେ ଚିକିତ୍ସିତ ହେଉଥିଲେ। ଗତକାଲି ରାତି ୧୨ଟାରେ ତାଙ୍କ ମୃତ୍ୟୁ ଘଟିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରାମ ନାରାୟଣ ସୂଚନା ଦେଇଛନ୍ତି। ମୁମ୍ୱାଇରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଚଲତେ ଚଲତେ, ବାବୁଲ, ବାଗବାନ୍,କଭୀ ଖୁସି […]

sirbasta

sirbasta

Rakesh Mallick
  • Published: Saturday, 05 September 2015
  • Updated: 05 September 2015, 05:20 AM IST

Sports

Latest News

ମୁମ୍ୱାଇ: ସଙ୍ଗୀତକାର ଆଦେଶ ଶ୍ରୀବାସ୍ତବଙ୍କ ଗତକାଲି ବିଳମ୍ୱିତ ରାତିରେ ମୃତ୍ୟୁ ଘଟିଛି। ସେ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କୁ ୫୧ ବର୍ଷ ହୋଇଥିଲା। ମୁମ୍ୱାଇର କୋକିଲାବେନ୍ ହସପିଟାଲରେ ଗତ୪୦ ଦିନ ହେବ ସେ ଚିକିତ୍ସିତ ହେଉଥିଲେ।

ଗତକାଲି ରାତି ୧୨ଟାରେ ତାଙ୍କ ମୃତ୍ୟୁ ଘଟିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ରାମ ନାରାୟଣ ସୂଚନା ଦେଇଛନ୍ତି। ମୁମ୍ୱାଇରେ ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଚଲତେ ଚଲତେ, ବାବୁଲ, ବାଗବାନ୍,କଭୀ ଖୁସି କଭି ଗମ୍ ଓ ରାଜନୀତି ପରି ଅନେକ ସୁପରହିଟ୍ ଫିଲ୍ମରେ ସେ ସଙ୍ଗୀତ ସଂଯୋଜନା କରିଛନ୍ତି।

ତାଙ୍କ ମୃତ୍ୟୁରେ  ଅଭିନେତ୍ରୀ ସୁଶ୍ମିତା ସେନ୍ ଓ ରିତେଶ୍ ଦେଶମୁଖ୍  ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story