ମୁକୁଳିଲେ ସଞ୍ଜୟ ରାଉତ, କହିଲେ- ୧୦୩ ଦିନ ଜେଲ୍‌ରେ ରହିଲି, ୧୦୩ ବିଧାୟକ ଜିତାଇବି

ମୁମ୍ବାଇ: ଦୀର୍ଘ ୧୦୩ ଦିନ ଜେଲ୍‌ରେ ରହିବା ପରେ ଶେଷରେ ଗତକାଲି ରାତିରେ ଜେଲ୍‌ରୁ ମୁକୁଳିଛନ୍ତି ଉଦ୍ଧବ ଠାକରେଙ୍କ ଶିବସେନାର ହେଭିୱେଟ ନେତା ସଞ୍ଜୟ ରାଉତ । ଗତରାତିରେ ସେ ଜେଲ୍‌ରୁ ମୁକୁଳିବା ବେଳେ ଜେଲ୍‌ ସମ୍ମଖରେ ଶହ ଶହ ଶିବସେନା କର୍ମୀଙ୍କ ଭିଡ଼ ଲାଗିଥିବା ବେଳେ ସେମାନେ ତାଙ୍କୁ ପାଛୋଟି ନେଇଥିଲେ। ଏହି ଅବସରରେ ଭାଜପା ଉପରେ ବର୍ଷିଥିବା ସଞ୍ଜୟ ରାଉତ ମରିବି ପଛେ ଶିବ ସେନା ଛାଡ଼ିବି ନାହିଁ ବୋଲି କହିଛନ୍ତି । କେନ୍ଦ୍ର […]

sanjay-rout

sanjay-rout

Niharika Rout
  • Published: Thursday, 10 November 2022
  • Updated: 10 November 2022, 08:14 AM IST

Sports

Latest News

ମୁମ୍ବାଇ: ଦୀର୍ଘ ୧୦୩ ଦିନ ଜେଲ୍‌ରେ ରହିବା ପରେ ଶେଷରେ ଗତକାଲି ରାତିରେ ଜେଲ୍‌ରୁ ମୁକୁଳିଛନ୍ତି ଉଦ୍ଧବ ଠାକରେଙ୍କ ଶିବସେନାର ହେଭିୱେଟ ନେତା ସଞ୍ଜୟ ରାଉତ । ଗତରାତିରେ ସେ ଜେଲ୍‌ରୁ ମୁକୁଳିବା ବେଳେ ଜେଲ୍‌ ସମ୍ମଖରେ ଶହ ଶହ ଶିବସେନା କର୍ମୀଙ୍କ ଭିଡ଼ ଲାଗିଥିବା ବେଳେ ସେମାନେ ତାଙ୍କୁ ପାଛୋଟି ନେଇଥିଲେ। ଏହି ଅବସରରେ ଭାଜପା ଉପରେ ବର୍ଷିଥିବା ସଞ୍ଜୟ ରାଉତ ମରିବି ପଛେ ଶିବ ସେନା ଛାଡ଼ିବି ନାହିଁ ବୋଲି କହିଛନ୍ତି । କେନ୍ଦ୍ର ସରକାରଙ୍କ ଇଙ୍ଗିତରେ ତାଙ୍କୁ ଗିରଫ କରାଯାଇଥିଲା, ହେଲେ ଏବେ ସେ ମୁକୁଳିଯାଇଥିବାରୁ  ଯୁଦ୍ଧର ବେଳ ଆସି ଯାଇଛି ବୋଲି କହିଛନ୍ତି ଏହି ଶିବ ସୈନିକ। ଏଥିସହ ମୋତେ ୧୦୩ ଦିନ ଜେଲ୍‌ରେ ରଖିଥିବାରୁ ଏବେ ୧୦୩ ବିଧାୟକଙ୍କୁ ଜିତାଇ ମହାରାଷ୍ଟ୍ର ବିଧାନସଭାକୁ ପଠାଇବି ବୋଲି ବି ପଣ କରିଛନ୍ତି ।

ପାତ୍ରା ଚାୱାଲ ନବୀକରଣ ପ୍ରକଳ୍ପ ଦୁର୍ନୀତି ମାମଲାରେ ଗତ ଅଗଷ୍ଟ ୧୦ରେ ଇଡି ଦ୍ୱାରା ବନ୍ଧା ହୋଇଥିଲେ ସଞ୍ଜୟ ରାଉତ । ଦୀର୍ଘ ୩ ମାସ ମୁମ୍ବାଇର ଆର୍ଥର ଜେଲ୍‌ରେ ରହିବା ପରେ ମୁମ୍ବାଇର ସ୍ୱତନ୍ତ୍ର କୋର୍ଟ ଗତକାଲି ତାଙ୍କୁ ୨ ଲକ୍ଷର ଜମାନତରେ ଜାମିନ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି ଉପରେ ରୋକ ଲଗାଇବା ପାଇଁ ଇଡି ପକ୍ଷରୁ ସମୟ ମଗା ଯାଇଥିବା ବେଳେ କୋର୍ଟ ଏହାକୁ ପ୍ରତ୍ୟାଖାନ କରି ଦେଇଥିଲେ।

ସୂଚନାଯୋଗ୍ୟ,  ଅକ୍ଟୋବର ୨୧ରେ ସଞ୍ଜୟଙ୍କ ଜାମିନ ଆବେଦନ ଉପରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ସଂରକ୍ଷିତ ରଖିଥିଲେ। ଏହାପରେ ଗତକାଲି ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ ତାଙ୍କ ସମର୍ଥକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ଜେଲରୁ ବାହାରିବା ପରେ ସଞ୍ଜୟ ରାଉତଙ୍କୁ ଏକ ବିରାଟ ପଟୁଆରରେ ତାଙ୍କ ଘର ପର୍ଯ୍ୟନ୍ତ ନିଆଯାଇଥିଲା।

[caption id="attachment_780279" align="aligncenter" width="650"]sanjay-rout ସଞ୍ଜୟ ରାଉତଙ୍କୁ କର୍ମୀମାନେ ସ୍ୱାଗତ କରୁଛନ୍ତି।[/caption]

ସେଠାରେ ସଞ୍ଜୟ ରାଉତଙ୍କ ସ୍ୱାଗତ ନିମନ୍ତେ ଏକ ମଞ୍ଚ ପ୍ରସ୍ତୁତ ହୋଇଥିବା ବେଳେ ଏକ ବ୍ୟାନରରେ ସତ୍ୟମେବ ଜୟତେ ଲେଖାଯାଇଥିଲା । ଏହି ଅବସରରେ ସଞ୍ଜୟ ରାଉତ କହିଥିଲେ ଶହେ ଦିନ ପରେ ସମସ୍ତେ ମୋତେ ମନେ ପକାଇଲେ, ତେଣୁ ମୁଁ ସମସ୍ତଙ୍କ ନିକଟରେ କୃତଜ୍ଞ । ଏହି ଜାଗାରୁ ମୋତେ ଗିରଫ କରି ନେଇଥିଲେ। ସେତେବେଳେ ମରିବାକୁ ପସନ୍ଦ କରିବି, ହେଲେ ଶରଣ ପଶିବି ନାହିଁ ବୋଲି କହିଥିଲି।  ୩ ମାସ ମଧ୍ୟରେ ଶିବସେନାକୁ ଭାଙ୍ଗିବା ଏବଂ ଧ୍ୱଂସ କରିବାକୁ ବହୁ ଚେଷ୍ଟା କରାଯାଇଥିଲା, କିନ୍ତୁ ଶିବସେନା ଭାଙ୍ଗି ନାହିଁ। ଏହା ଆହୁରି ବଳିୟାନ ହୋଇ ଉଠିଛି। ମୋତେ ଗିରଫ କରି ସେମାନେ ସବୁଠୁ ବଡ ଭୁଲ କରିଛନ୍ତି, ବର୍ତ୍ତମାନ ସେମାନେ  ନିଜ ଭୁଲ୍‌ ବୁଝିପାରିବେ ବୋଲି କହିଛନ୍ତି ସଞ୍ଜୟ ରାଉତ ।

ମୋର ଗିରଫ ଆଦେଶ ଦିଲ୍ଲୀରୁ ଆସିଥିଲା । ମୋତେ ଜେଲ୍‌ ଭିତରେ ପୁରାଇ ଦେଲେ ତାଙ୍କ ସରକାର ଆସିଯିବ ବୋଲି କୁହାଯାଇଥିଲା।  ହେଲେ ମୋର ଗିରଫଦାରୀ ବେଆଇନ ବୋଲି କହିଛନ୍ତି କୋର୍ଟ ।  ମୋତେ ଯେତେଥର ଗିରଫ କଲେ ବି  ମୁଁ ଶିବସେନା ଛାଡିବି ନାହିଁ। ବାଲାସାହେବଙ୍କ ନାମ ନେବା ଅଧିକାର ଦେଶଦ୍ରୋହୀଙ୍କ ପାଖରେ ନାହିଁ । ମୁମ୍ବାଇକୁ କବଜା କରିବା ପାଇଁ ତଥା ଶିବସେନାକୁ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା। ମୋତେ ଗିରଫ କରାଯିବା ପରେ ସମସ୍ତେ କାନ୍ଦୁଥିଲେ, କିନ୍ତୁ ବର୍ତ୍ତମାନ କେହି କାନ୍ଦିବେ ନାହିଁ,  ଆମେ ଏବେ ଯୁଦ୍ଧ କରିବା । ମୋତେ ୧୦୩ ଦିନ ଜେଲରେ ରଖାଗଲା । ବର୍ତ୍ତମାନ ୧୦୩ ଜଣ ବିଧାୟକ ବିଧାନସଭାକୁ ନିର୍ବାଚିତ ହେବେ। ଏହା ମୋର ଗିରଫଦାରୀରୁ ଆରମ୍ଭ ହୋଇଥିଲା, ବର୍ତ୍ତମାନ ମୁଁ ମୁକ୍ତ ହୋଇଛି,  ଆଉ ଅପେକ୍ଷା କରିବାକୁ ପଡିବ ନାହିଁ ବୋଲି କହିଛନ୍ତି ସଞ୍ଜୟ ରାଉତ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story