ଗୁରୁବାର ଜେଲରୁ ମୁକୁଳିବେ ସଞ୍ଜୟ ଦତ୍ତ

ମୁମ୍ବାଇ: ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପୁନେର ୟେରୱାଡା ଜେଲରେ ସଜା କାଟୁଥିବା ବଲିଉଡ୍ ଅଭିନେତା ସଂଜୟ ଦତ୍ତ ଫେବ୍ରୁଆରୀ୨୫ ତାରିଖରେ ଜେଲରୁ ମୁକୁଳିବେ। ଜେଲ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ସଞ୍ଜୟ ଦତ୍ତ ସେହି ଦିନ ସକାଳ ପ୍ରାୟ ୯ଟା ବେଳେ ଜେଲ୍‌ରୁ ମୁକ୍ତ ହେବେ। ତାଙ୍କ ପତ୍ନୀ ମାନ୍ୟତା, ପୁଅଝିଅ ଓ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ସ୍ୱାଗତ କରିବେ। ତେବେ ଜେଲ୍‌ ବାହାରେ ସଞ୍ଜୟଙ୍କୁ ସ୍ୱାଗତ କରିବା ପାଇଁ […]

sanjaydutt

sanjaydutt

Rakesh Mallick
  • Published: Tuesday, 23 February 2016
  • Updated: 23 February 2016, 08:33 AM IST

Sports

Latest News

ମୁମ୍ବାଇ: ୧୯୯୩ ମୁମ୍ବାଇ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ପୁନେର ୟେରୱାଡା ଜେଲରେ ସଜା କାଟୁଥିବା ବଲିଉଡ୍ ଅଭିନେତା ସଂଜୟ ଦତ୍ତ ଫେବ୍ରୁଆରୀ୨୫ ତାରିଖରେ ଜେଲରୁ ମୁକୁଳିବେ। ଜେଲ୍‌ର ଜଣେ ଅଧିକାରୀ କହିଛନ୍ତି ଯେ ସଞ୍ଜୟ ଦତ୍ତ ସେହି ଦିନ ସକାଳ ପ୍ରାୟ ୯ଟା ବେଳେ ଜେଲ୍‌ରୁ ମୁକ୍ତ ହେବେ। ତାଙ୍କ ପତ୍ନୀ ମାନ୍ୟତା, ପୁଅଝିଅ ଓ ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ସ୍ୱାଗତ କରିବେ। ତେବେ ଜେଲ୍‌ ବାହାରେ ସଞ୍ଜୟଙ୍କୁ ସ୍ୱାଗତ କରିବା ପାଇଁ ତାଙ୍କ ପରିବାର ପକ୍ଷରୁ ଏକ ଛୋଟ କାର୍ଯ୍ୟକ୍ରମର ଆୟୋଜନ କରିବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ସୁରକ୍ଷା ଦୃଷ୍ଟି କୋଣରୁ ଜିଲ୍ଲା ପ୍ରଶାସନ ଅଗ୍ରାହ୍ୟ କରି ଦେଇଛି।

ଅନ୍ୟପକ୍ଷରେ ଗୁରୁବାର ସଞ୍ଜୟ ଦତ୍ତ ଜେଲ୍‌ରୁ ମୁକୁଳୁଥିବା ଖବର ପାଇ ଖୁସି ଅଛନ୍ତି ତାଙ୍କ ଫ୍ୟାନ୍‌। ଏକ ହୋଟେଲ୍ ପକ୍ଷରୁ କୁହାଯାଇଛି ଯେ ଯେଉଁ ଦିନ ସଞ୍ଜୟ ଦତ୍ତ ଖଲାସ ହେବେ ସେହି ଦିନ ଲୋକଙ୍କୁ ମାଗଣାରେ ଚିକେନ୍ ଦିଆଯିବ। ଚିକେନ୍‌ରେ ପ୍ରସ୍ତୁତ ଏହି ଆଇଟମ୍‌ର ନାଁ ‘ଚିକେନ୍ ସଞ୍ଜୁ ବାବା’ ରଖାଯିବ।

୨୦୧୩ ମାର୍ଚ୍ଚରେ ସୁପ୍ରିମକୋର୍ଟ ସଂଜୟ ଦତ୍ତଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇ ଥିଲେ। ପୂର୍ବରୁ ସେ ୧୮ ମାସ ସଜା କାଟି ସାରିଥିଲେ।

ସୂଚନାଯୋଗ୍ୟ, ୧୯୯୩ ବୋମା ବସ୍ଫୋରଣ ମାମଲାରେ ଅସ୍ତ୍ରଶସ୍ତ୍ର ନିରୋଧ ଆଇନରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story