ସଞ୍ଜୀବ ପୁରୀ ନୂଆ ଆଇଟିସି ଅଧ୍ୟକ୍ଷ

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ସଞ୍ଜୀବ ପୁରୀ ଆଇଟିସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଆଇଟିସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ୱାଇସି ଦେବେଶ୍ୱରଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା। ଆଜି ଆଇଟିସି ଲିଃ ଡିରେକ୍ଟର୍ସଙ୍କ ବୈଠକ ହୋଇଥିଲା। ସର୍ବସମ୍ମତି କ୍ରମେ ଶ୍ରୀ ପୁରୀଙ୍କୁ ଆଇଟିସିର ଅଧ୍ୟକ୍ଷ କରାଯାଇଛି। ପୁରୀ ଆଇଟିସର ଏମ୍‌ଡି ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଆଜିଠାରୁ ତାଙ୍କୁ ତତ୍କାଳ ଭାବେ ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ଦିଆଯାଇଛି। ଏବେଠାରୁ ତାଙ୍କ ଡେଜିଗିନେସ୍‌ […]

sax

sax

Hemant Lenka
  • Published: Monday, 13 May 2019
  • Updated: 13 May 2019, 10:13 PM IST

Sports

Latest News

ନୂଆଦିଲ୍ଲୀ: ବିଶିଷ୍ଠ ଶିଳ୍ପପତି ସଞ୍ଜୀବ ପୁରୀ ଆଇଟିସିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଆଇଟିସିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ୱାଇସି ଦେବେଶ୍ୱରଙ୍କ ଦେହାନ୍ତ ପରେ ଏହି ପଦବୀ ଖାଲି ପଡ଼ିଥିଲା। ଆଜି ଆଇଟିସି ଲିଃ ଡିରେକ୍ଟର୍ସଙ୍କ ବୈଠକ ହୋଇଥିଲା। ସର୍ବସମ୍ମତି କ୍ରମେ ଶ୍ରୀ ପୁରୀଙ୍କୁ ଆଇଟିସିର ଅଧ୍ୟକ୍ଷ କରାଯାଇଛି। ପୁରୀ ଆଇଟିସର ଏମ୍‌ଡି ଭାବେ କାର୍ଯ୍ୟ କରୁଥିଲେ। କିନ୍ତୁ ଆଜିଠାରୁ ତାଙ୍କୁ ତତ୍କାଳ ଭାବେ ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ଦିଆଯାଇଛି। ଏବେଠାରୁ ତାଙ୍କ ଡେଜିଗିନେସ୍‌ ହେଉଛି ଅଧ୍ୟକ୍ଷ ଓ ଏମ୍‌ଡି। ପୁରୀ ୨୦୧୫ରେ କମ୍ପାନୀର ବୋର୍ଡ ଅଫ୍‌ ଡିରେକ୍ଟର ହୋଇଥିଲେ। ଏହାପରେ ୨୦୧୭ରେ ତାଙ୍କୁ ମୁଖ୍ୟ ଏକଜ୍ୟୁକେଟିଭ୍‌ ଅଫିସର ଭାବେ ଦାୟିତ୍ୱ ଦିଆଯାଇଥିଲା।

ମେ’ ୧୧ରେ ୭୨ ବର୍ଷୀୟ ଦେବେଶ୍ୱରଙ୍କ ଦେହାନ୍ତ ହୋଇଥିଲା। ଦେବେଶ୍ୱର ୧୯୬୮ ମସିହାରେ ଆଇଟିସିରେ ଯୋଗଦେଇଥିଲେ। ତାଙ୍କୁ ୧୯୮୪ ମସିହା ଏପ୍ରିଲ ୧୧ରେ ଆଇଟିସି ବୋର୍ଡର ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା। ଏହାପରେ ସେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ୧୯୯୬ ଜାନୁଆରୀ ୧ରେ ଏହାର ଅଧ୍ୟକ୍ଷ ହୋଇଥିଲେ। ଆଇଟିସି ପ୍ରଥମେ ସିଗାରେଟ୍‌ ତିଆରି କରୁଥିଲା। କିନ୍ତୁ ସେ ଅଧ୍ୟକ୍ଷ ହେବା ପରେ ଆଇଟିସି ବିଭିନ୍ନ କ୍ଷେତ୍ରରେ ନିବେଶ କରି ନିଜର ବ୍ୟବସାୟ ବୃଦ୍ଧି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story