ସଂସ୍କୃତରେ ଫେସବୁକ୍ ଓ ଟ୍ୱିଟର ପେଜ୍ ଖୋଲିଲା ଡିଡି ନ୍ୟୁଜ୍

ନୂଆଦିଲ୍ଲୀ: ‌ଆଜି ‘ସଂସ୍କୃତ ଦିବସ’। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ ଦୂରଦର୍ଶନ (ଡିଡି) ନ୍ୟୁଜ୍ ନୂଆ ଫେସବୁକ୍ ଓ ଟ୍ୱିଟର ପେଜ୍ ଖୋଲିଛି। ଏହି ପେଜର ନିଆରାପଣ ହେଉଛି ଯେ ଏହାକୁ ସଂସ୍କୃତ ଭାଷାରେ ପରିଚାଳନା କରାଯିବ। ଅର୍ଥାତ ଏହି ଦୁଇଟି ସୋସିଆଲ୍ ମିଡିଆ ଜରିଆରେ ଡିଡି ଯେଉଁ ସବୁ ସୂଚନା ଦେବ ତାହା ସଂସ୍କୃତ ଭାଷାରେ ଲେଖାଯିବ।

ddnews

Rakesh Mallick
  • Published: Sunday, 30 August 2015
  • , Updated: 30 August 2015, 08:45 AM IST

Related story