ସାରା ବିଶ୍ୱ ଆତଙ୍କବାଦ ବିରୋଧରେ ଏକାଠି ହେଉ: ମୋଦି

ଆଣ୍ଟାଲିଆ: ତୁର୍କିର ଆଣ୍ଟାଲିଆ ଜି-ଟ୍ୱେଣ୍ଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ପ୍ୟାରିସ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସାରା ବିଶ୍ୱ ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଏଥିସହ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୫ ପ୍ରତିଶତରୁ ବୃଦ୍ଧି ପାଇଛି। ଏହା ଆସନ୍ତାବର୍ଷ ୮ପ୍ରତିଶତରେ ପହଞ୍ଚିବ ବୋଲି ମୋଦି କହିଛନ୍ତି। ଏହାଛଡ଼ା ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ତୁର୍କିରେ […]

modi

modi

Rakesh Mallick
  • Published: Monday, 16 November 2015
  • Updated: 16 November 2015, 09:42 AM IST

Sports

Latest News

ଆଣ୍ଟାଲିଆ: ତୁର୍କିର ଆଣ୍ଟାଲିଆ ଜି-ଟ୍ୱେଣ୍ଟି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ପ୍ୟାରିସ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସାରା ବିଶ୍ୱ ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଏଥିସହ ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ନେଇ ମଧ୍ୟ ଆଲୋଚନା ହୋଇଛି। ଭାରତର ଅର୍ଥନୈତିକ ଅଭିବୃଦ୍ଧି ହାର ୭.୫ ପ୍ରତିଶତରୁ ବୃଦ୍ଧି ପାଇଛି। ଏହା ଆସନ୍ତାବର୍ଷ ୮ପ୍ରତିଶତରେ ପହଞ୍ଚିବ ବୋଲି ମୋଦି କହିଛନ୍ତି। ଏହାଛଡ଼ା ଜଳବାୟୁ ପରିବର୍ତ୍ତନକୁ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ତୁର୍କିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସେଠାକାର ରାଷ୍ଟ୍ରପତି ଭବ୍ୟ ସ୍ୱାଗତ କରିଥିଲେ। ପ୍ୟାରିସ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ଆଣ୍ଟାଲିଆରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story