ଜାଣିଛନ୍ତି କେଉଁ ଶିଳ୍ପପତି ପୁଅଙ୍କ ସହ ଡେଟିଂ କରୁଛନ୍ତି ସଚିନ ତେନ୍ଦୁଲକରଙ୍କ ଝିଅ ? ଫଟୋ ଭାଇରାଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟ୍ ଜଗତର ଭାଗବାନ ଭାବେ ଜଣାଶୁଣା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଓ ଭାରତର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିଛିଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ସାରା ଫିଲ୍ମ ଦୁନିଆରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ହେଲେ ଆଜିକାଲି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ସାରା ଦେଖିବାକୁ ମିଳୁଛନ୍ତି। ଅନେକଥର ଏହି ଦୁଇଜଣଙ୍କୁ ବିଭିନ୍ନ ପାର୍ଟିରେ ଏକାଠି […]

Sachin’s-daughter-Sara-Tendulkar-dating-Anant-Ambani

Sachin’s-daughter-Sara-Tendulkar-dating-Anant-Ambani

Rakesh Mallick
  • Published: Friday, 29 September 2017
  • Updated: 29 September 2017, 04:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟ୍ ଜଗତର ଭାଗବାନ ଭାବେ ଜଣାଶୁଣା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଓ ଭାରତର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିଛିଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ସାରା ଫିଲ୍ମ ଦୁନିଆରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ହେଲେ ଆଜିକାଲି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ସାରା ଦେଖିବାକୁ ମିଳୁଛନ୍ତି। ଅନେକଥର ଏହି ଦୁଇଜଣଙ୍କୁ ବିଭିନ୍ନ ପାର୍ଟିରେ ଏକାଠି ଦେଖିବାକୁ ମିଳୁଛି। ଶୁଣିବାକୁ ମିଳୁଛି ସାରା ସହ ଅନନ୍ତ ଡେଟିଂରେ ମଧ୍ୟ ଯାଉଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଚାଲିଛି। କେବଳ ଏତିକି ନୁହେଁ ଆଗାମୀ ଦିନରେ ଏହି ଦୁଇଜଣ ବିବାହ କରିବେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ଆପଣ ଜାଣିଥିବେ ଅମ୍ବାନୀ ପରିବାର ସହ ତେନ୍ଦୁଲକର ପରିବାରର ବନ୍ଧୁତ୍ୱ ବେଶ୍‌ ପୁରୁଣା ଓ ଘନିଷ୍ଠ। ତେଣୁ ଏହି ଖବର କେତେଦୂର ସତ ଏହାର ଖବର କାହାରି ପାଖରେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos