ଜାଣିଛନ୍ତି କେଉଁ ଶିଳ୍ପପତି ପୁଅଙ୍କ ସହ ଡେଟିଂ କରୁଛନ୍ତି ସଚିନ ତେନ୍ଦୁଲକରଙ୍କ ଝିଅ ? ଫଟୋ ଭାଇରାଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କ୍ରିକେଟ୍ ଜଗତର ଭାଗବାନ ଭାବେ ଜଣାଶୁଣା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଓ ଭାରତର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କିଛିଦିନ ପୂର୍ବରୁ ଶୁଣିବାକୁ ମିଳୁଥିଲା ସାରା ଫିଲ୍ମ ଦୁନିଆରେ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ହେଲେ ଆଜିକାଲି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କ ସହ ସାରା ଦେଖିବାକୁ ମିଳୁଛନ୍ତି। ଅନେକଥର ଏହି ଦୁଇଜଣଙ୍କୁ ବିଭିନ୍ନ ପାର୍ଟିରେ ଏକାଠି ଦେଖିବାକୁ ମିଳୁଛି। ଶୁଣିବାକୁ ମିଳୁଛି ସାରା ସହ ଅନନ୍ତ ଡେଟିଂରେ ମଧ୍ୟ ଯାଉଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଚାଲିଛି। କେବଳ ଏତିକି ନୁହେଁ ଆଗାମୀ ଦିନରେ ଏହି ଦୁଇଜଣ ବିବାହ କରିବେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି। ଆପଣ ଜାଣିଥିବେ ଅମ୍ବାନୀ ପରିବାର ସହ ତେନ୍ଦୁଲକର ପରିବାରର ବନ୍ଧୁତ୍ୱ ବେଶ୍‌ ପୁରୁଣା ଓ ଘନିଷ୍ଠ। ତେଣୁ ଏହି ଖବର କେତେଦୂର ସତ ଏହାର ଖବର କାହାରି ପାଖରେ ନାହିଁ।

ଆହୁରି ପଢ଼ନ୍ତୁ

ଭାରତର ତାପମାତ୍ରା ୩ ଡିଗ୍ରୀ ବୃଦ୍ଧି ପାଇବ: ବିଶେଷଜ୍ଞ

ଆମେରିକାର ଖୋଲା ଚେତାବନୀ, ବେଜିଂକୁ ଦକ୍ଷିଣ ଚୀନ୍ ସାଗରରେ ମୁଣ୍ଡ ଟେକିବାକୁ ଦିଆଯିବନି

‘କଂଗ୍ରେସରେ ନିଷ୍ଠା ମାନେ ଗେହଲଟଙ୍କ ଗୁଲାମି’

ରାଜସ୍ଥାନର ରାଜନୀତିକ ସ୍ଥିତି ଦେଖି ମହାରାଷ୍ଟ୍ରର ଛାତି ଧଡ଼ ଧଡ଼

କରୋନା ମହାମାରୀ ଅତ୍ୟଧିକ ମାରାତ୍ମକ ହେଉଛି: WHO

ଫାର୍ମା କମ୍ପାନୀରେ ଅଗ୍ନିକାଣ୍ଡ, ୪ ଆହତ

‘ପ୍ରତି ୯ ଜଣରେ ଜଣେ ଭୋକିଲା ରହୁଛନ୍ତି’

୬୦୦ରୁ ୬୦୦ ମାର୍କ ରଖିଲେ ଦିବ୍ୟାଂଶୀ

ଭାରତରେ ତିଆରି ହୋଇଛି ନକଲି ଅଯୋଧ୍ୟା: କେପି ଓଲି

ବିଜେପିକୁ ଆସିବେନି କିନ୍ତୁ କଂଗ୍ରେସ ଛାଡ଼ିପାରନ୍ତି ପାଇଲଟ୍

ସ୍କୁଲରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସୋଶାଲ ମିଡିଆରୁ ଜାଣିଲା ପୁଲିସ

ମନ୍ତ୍ରୀଙ୍କ ପୁଅକୁ ଜବାବ ଦେଇ ଚାକିରି ଛାଡ଼ିବା ପରେ…