୫ ଦିନିଆ ପାରୋଲରେ ଗଲେ ଶଶିକଳା

ଚେନ୍ନାଇ: ଏଆଇଏଡିଏମ୍‌କେର ପୂର୍ବତନ ମହାସଚିବ ଶଶିକଳା ପାରୋଲରେ ଜେଲ୍‌ରୁ ବାହାରିଛନ୍ତି। ସ୍ୱାମୀ ନଟରାଜନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ କୋର୍ଟରେ ସେ ପାରୋଲ ପାଇଁ ଆବେଦନ କରିଥିଲେ। ନଟରାଜନ୍‌ଙ୍କର କିଛିଦିନ ତଳେ କିଡନୀ ଅସ୍ତ୍ରୋପଚାର ହୋଇଥିଲା। ଶଶିକଳାଙ୍କ ଆବଦେନର ଶୁଣାଣି କରି କୋର୍ଟ ତାଙ୍କୁ ୫ ଦିନ ପାରୋଲରେ ଯିବାକୁ ଅନୁମତି ଦେଇଛନ୍ତି। ଆୟରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଶଶିକଳା ବେଙ୍ଗାଲୁରୁ ସେଣ୍ଟାଲ ଜେଲ୍‌ରେ ଅଛନ୍ତି। ଶଶିକଳା ପାରୋଳରେ ଯିବା ପୂର୍ବରୁ […]

sasikala

sasikala

Rakesh Mallick
  • Published: Friday, 06 October 2017
  • Updated: 06 October 2017, 06:54 PM IST

Sports

Latest News

ଚେନ୍ନାଇ: ଏଆଇଏଡିଏମ୍‌କେର ପୂର୍ବତନ ମହାସଚିବ ଶଶିକଳା ପାରୋଲରେ ଜେଲ୍‌ରୁ ବାହାରିଛନ୍ତି। ସ୍ୱାମୀ ନଟରାଜନ୍‌ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବା ଦର୍ଶାଇ କୋର୍ଟରେ ସେ ପାରୋଲ ପାଇଁ ଆବେଦନ କରିଥିଲେ। ନଟରାଜନ୍‌ଙ୍କର କିଛିଦିନ ତଳେ କିଡନୀ ଅସ୍ତ୍ରୋପଚାର ହୋଇଥିଲା। ଶଶିକଳାଙ୍କ ଆବଦେନର ଶୁଣାଣି କରି କୋର୍ଟ ତାଙ୍କୁ ୫ ଦିନ ପାରୋଲରେ ଯିବାକୁ ଅନୁମତି ଦେଇଛନ୍ତି।

ଆୟରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଶଶିକଳା ବେଙ୍ଗାଲୁରୁ ସେଣ୍ଟାଲ ଜେଲ୍‌ରେ ଅଛନ୍ତି। ଶଶିକଳା ପାରୋଳରେ ଯିବା ପୂର୍ବରୁ ତାଙ୍କ ପୁତୁରା ଟିଟିଭି ଦିନକରଣ ଓ ସମର୍ଥକଙ୍କ ଭିଡ଼ ଜମିଥିଲା ଜେଲ ଆଗରେ।

ଶଶିକଳାଙ୍କୁ ଜେଲରେ ଅତ୍ୟାଧୁନିକ ସୁବିଧା ସୁଯୋଗ ମିଳୁଥିବା ନେଇ ପୂର୍ବରୁ ଅଭିଯୋଗ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story