ୟେମନ: ହାଇତି ବିଦ୍ରୋହୀଙ୍କ ଉପରେ ବିମାନ ଆକ୍ରମଣ,୨୦ ମୃତ

ସାନ୍ନା: ୟେମନର ରାଜଧାନୀରେ ଥିବା ଏକ ବହୁତଳ କୋଠା ଉପରେ ସାଉଦୀ ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି। ଏଥିରେ ୨୦ଜଣ ହାଇତି ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଗୁରୁତର ହୋଇଛନ୍ତି। ସାଉଦି ପକ୍ଷରୁ ଏହି ଆକ୍ରମଣ ରବିବାର ବିଳମ୍ବିତ ରାତିରେ କରାଯାଇଥିଲା। ଆକ୍ରମଣରେ ନିକଟରେ ଥିବା ସ୍କୁଲ, ରେଷ୍ଟୁରାଣ୍ଟ ଓ ଦୂତାବାସ କାର୍ଯ୍ୟାଳୟର ବହୁ ଅଂଶ କ୍ଷତିଗ୍ରସ୍ତ ହୋଇଛି। ବିମାନମାଡ ଯୋଗୁଁ ସୋମବାର ସକାଳୁ ଏହି ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଘଟଣାସ୍ଥଳରେ ସେନା କର୍ମଚାରୀ […]

Saudi-led coalition forces kill 20 at a wake in Yemen

Saudi-led coalition forces kill 20 at a wake in Yemen

Rakesh Mallick
  • Published: Monday, 07 September 2015
  • Updated: 04 May 2017, 03:45 PM IST

Sports

Latest News

Smoke billows from the site of Saudi-led air strikes on al-Dailami air base in Sanaaସାନ୍ନା: ୟେମନର ରାଜଧାନୀରେ ଥିବା ଏକ ବହୁତଳ କୋଠା ଉପରେ ସାଉଦୀ ପକ୍ଷରୁ ବିମାନ ଆକ୍ରମଣ କରାଯାଇଛି। ଏଥିରେ ୨୦ଜଣ ହାଇତି ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଗୁରୁତର ହୋଇଛନ୍ତି। ସାଉଦି ପକ୍ଷରୁ ଏହି ଆକ୍ରମଣ ରବିବାର ବିଳମ୍ବିତ ରାତିରେ କରାଯାଇଥିଲା। ଆକ୍ରମଣରେ ନିକଟରେ ଥିବା ସ୍କୁଲ, ରେଷ୍ଟୁରାଣ୍ଟ ଓ ଦୂତାବାସ କାର୍ଯ୍ୟାଳୟର ବହୁ ଅଂଶ କ୍ଷତିଗ୍ରସ୍ତ ହୋଇଛି। ବିମାନମାଡ ଯୋଗୁଁ ସୋମବାର ସକାଳୁ ଏହି ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଘଟଣାସ୍ଥଳରେ ସେନା କର୍ମଚାରୀ ପହଞ୍ଚି ଗୁରୁତରମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos