ନୂଆଦିଲ୍ଲୀ: ଏଣିକି ଆଉ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଏସ୍ବିଆଇ)ର ଏଟିଏମ୍ରୁ ଗୋଟିଏ ଦିନରେ ୪୦ ହଜାର ଟଙ୍କା ଉଠାଇ ହେବ ନାହିଁ।
ଏଟିଏମ୍ରୁ ଟଙ୍କା ଉଠାଣ ପରିମାଣକୁ ଏସ୍ବିଆଇ ହ୍ରାସ କରି ଦେଇଛି।
ଏଣିକି ଏସ୍ବିଆଇ ଏଟିଏମ୍ରୁ ଗୋଟିଏ ଦିନରେ କେବଳ ୨୦ ହଜାର ଟଙ୍କା ଉଠାଇ ହେବ।
ଏ ନୂଆ ନିୟମ ଅକ୍ଟୋବର ମାସ ୩୧ ତାରିଖରୁ ଲାଗୁ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମହାରାଷ୍ଟ୍ର ଲଢ଼େଇ: ୧୦୦ ଡେଇଁଲା ମହାୟୁତି, ୫୦ରେ ଅଟକିଛି MVA
ମହାରାଷ୍ଟ୍ରର ବର୍ଲି ଆସନରୁ ଶିବସେନା(ୟୁବିଟି)ର ଆଦିତ୍ୟ ଠାକରେ ଆଗୁଆ ଥିବା ବେଳେ ପଛରେ ଅଛନ୍ତି ଶିବସେନାର ମିଲିନ୍ଦ ଦେଓରା।
National
ଓ୍ୱାୟନାଡ଼ ଉପନିର୍ବାଚନ: ପ୍ରିୟଙ୍କା ଗାନ୍ଧି ଆଗୁଆ
ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ ଏହି ଆସନରୁ ପ୍ରିୟଙ୍କା ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
National
ମହାରାଷ୍ଟ୍ର-ଝାରଖଣ୍ଡରେ କାହାର ହେବ ସରକାର? ଆଜି ରେଜଲ୍ଟ
ମହାରାଷ୍ଟ୍ରର ୨୮୮ ଆସନ ଭୋଟ୍ ଗ୍ରହଣ ହୋଇଥିଲା। ସେହିପରି ଝାରଖଣ୍ଡର ୮୧ଟି ଆସନରେ ଦୁଇଟି ପର୍ଯ୍ୟାୟରେ ମତଦାନ ହୋଇଥିଲା।
National
ସାମାନ୍ୟ ସୁଧୁରିବା ପରେ ପୁଣି ସିଭିୟର ହେଲା ଦିଲ୍ଲୀର ପ୍ରଦୂଷଣ
୨୪ ଘଣ୍ଟା ମଧ୍ୟରେ ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୪୦୧ରେ ପହଞ୍ଚିଛି। ଏହାର ଅର୍ଥ ଦିଲ୍ଲୀରେ ପ୍ରଦୂଷଣ ପୁଣି ସାଂଘାତିକ ସ୍ତର ଛୁଇଁଛି।
National
ସ୍ଥିତି ସାଂଘାତିକ: ମଣିପୁର ଗଲେ ଆଉ ୧୦,୮୦୦ ସୁରକ୍ଷାକର୍ମୀ
୨୦୨୩ ମେ’ ମାସରୁ ମଣିପୁରରେ ଲାଗି ରହିଥିବା ହିଂସା ଯୋଗୁ ୨୫୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଏବେର ସ୍ଥିତିକୁ ଦୃଷ୍ଟିରେ ଆଉ ୯୦ କମ୍ପାନୀ ସୁରକ୍ଷାକର୍ମୀ ଏଠାକୁ ଆସୁଛନ୍ତି।