ଏସ୍‌ବିଆଇର ଇକୋନୋମିକ୍ ରିସର୍ଚ୍ଚ ୱିଙ୍ଗ୍ ରିପୋର୍ଟ: ଜନ ଧନ ଯୋଜନାରେ ଗ୍ରାମାଞ୍ଚଳ ଲୋକେ ଅଧିକ ସଞ୍ଚୟ କରିଛନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା ଗ୍ରାମାଞ୍ଚଳ ଲୋକେ ଅଧିକ ସଞ୍ଚୟ କରିଛନ୍ତି। ତମାଖୁ ଜାତୀୟ ଦ୍ରବ୍ୟର ଖର୍ଚ୍ଚ କାଟ୍ କରି ବ୍ୟାଙ୍କରେ ସଞ୍ଚୟ କରିଛନ୍ତି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଇକୋନୋମିକ୍ ରିସର୍ଚ୍ଚ ୱିଙ୍ଗ୍ କରିଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହାଦ୍ୱାରା ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି କମିଥିବା ସୂଚନା ଦେଇଛି ଏସ୍‌ବିଆଇର ଇକୋନୋମିକ୍ ରିସର୍ଚ୍ଚ ୱିଙ୍ଗ୍। ୩୦ କୋଟିରୁ ଅଧିକ ଜନ ଧନ ଆକାଉଣ୍ଟରୁ ବିମୁଦ୍ରାକରଣ ପରେ […]

Rakesh Mallick
  • Published: Monday, 16 October 2017
  • Updated: 16 October 2017, 10:51 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧୀନରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା ଗ୍ରାମାଞ୍ଚଳ ଲୋକେ ଅଧିକ ସଞ୍ଚୟ କରିଛନ୍ତି। ତମାଖୁ ଜାତୀୟ ଦ୍ରବ୍ୟର ଖର୍ଚ୍ଚ କାଟ୍ କରି ବ୍ୟାଙ୍କରେ ସଞ୍ଚୟ କରିଛନ୍ତି। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଇକୋନୋମିକ୍ ରିସର୍ଚ୍ଚ ୱିଙ୍ଗ୍ କରିଥିବା ଏକ ଗବେଷଣାରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହାଦ୍ୱାରା ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି କମିଥିବା ସୂଚନା ଦେଇଛି ଏସ୍‌ବିଆଇର ଇକୋନୋମିକ୍ ରିସର୍ଚ୍ଚ ୱିଙ୍ଗ୍। ୩୦ କୋଟିରୁ ଅଧିକ ଜନ ଧନ ଆକାଉଣ୍ଟରୁ ବିମୁଦ୍ରାକରଣ ପରେ ଗତ ନଭେମ୍ବରରେ ଅନେକ ଆକାଉଣ୍ଟ ଖୋଲିଥିଲେ। ଉତ୍ତରପ୍ରଦେଶରେ ସର୍ବାଧିକ ୪

କୋଟି ୭୦ ଲକ୍ଷ ଜନ ଧନ ଆକାଉଣ୍ଟ ଖୋଲାଯାଇଥିବା ବେଳେ ତା ପଛକୁ ବିହାର ଏବଂ ତୃତୀୟରେ ପଶ୍ଚିମବଙ୍ଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos