୧୨୦୦ରୁ ଅଧିକ ଶାଖାର ନାଁ ଓ ଆଇଏଫ୍‌ଏସ୍‌ସି କୋଡ୍‌ ପରିବର୍ତ୍ତନ କଲା ଏସ୍‌ବିଆଇ

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ତାର ୧୨୦୦ରୁ ଅଧିକ ଶାଖାର ନାଁ ଓ ଆଇଏଫ୍‌ଏସ୍‌ସି(IFSC) କୋଡ୍‌ ପରିବର୍ତ୍ତନ କରିଛି। ଯେଉଁ ଶାଖା ଗୁଡ଼ିକର ନାଁ ଓ ଆଇଏଫ୍‌ଏସ୍‌ସି କୋଡ୍‌  ପରିବର୍ତ୍ତନ ହୋଇଛି, ସେଗୁଡ଼ିକ ସମ୍ପର୍କରେ ବ୍ୟାଙ୍କର ୱେବସାଇଟ୍‌ରେ ସୂଚନା ଦିଆଯାଇଛି। ଆରଟିଜିଏସ୍‌ (RTGS) ଓ ଏନ୍‌ଇଏଫ୍‌ଟି(NEFT) ଟ୍ରାନ୍ସଫର୍‌ କରୁଥିବା ଗ୍ରାହକ ଏହି ନୂତନ କୋଡ୍‌ ଜାଣିବା ନିହାତି ଜରୁରୀ। ଏପରିକି ଅନ୍‌ଲାଇନ୍‌ ଟ୍ରାଞ୍ଜକ୍‌ସନ୍‌ରେ IFSC କୋଡ୍‌ ଦରକାର ପଡ଼ିଥାଏ। ଇଣ୍ଡିଆନ୍‌ ଫାଇନାନ୍‌ସିଆଲ ସିଷ୍ଟମ କୋଡ୍‌କୁ […]

sbi

sbi

Rakesh Mallick
  • Published: Saturday, 09 December 2017
  • Updated: 09 December 2017, 12:35 PM IST

Sports

Latest News

ନୂଆଦିଲ୍ଲୀ: ଷ୍ଟେଟ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍‌ବିଆଇ) ତାର ୧୨୦୦ରୁ ଅଧିକ ଶାଖାର ନାଁ ଓ ଆଇଏଫ୍‌ଏସ୍‌ସି(IFSC) କୋଡ୍‌ ପରିବର୍ତ୍ତନ କରିଛି। ଯେଉଁ ଶାଖା ଗୁଡ଼ିକର ନାଁ ଓ ଆଇଏଫ୍‌ଏସ୍‌ସି କୋଡ୍‌  ପରିବର୍ତ୍ତନ ହୋଇଛି, ସେଗୁଡ଼ିକ ସମ୍ପର୍କରେ ବ୍ୟାଙ୍କର ୱେବସାଇଟ୍‌ରେ ସୂଚନା ଦିଆଯାଇଛି।

ଆରଟିଜିଏସ୍‌ (RTGS) ଓ ଏନ୍‌ଇଏଫ୍‌ଟି(NEFT) ଟ୍ରାନ୍ସଫର୍‌ କରୁଥିବା ଗ୍ରାହକ ଏହି ନୂତନ କୋଡ୍‌ ଜାଣିବା ନିହାତି ଜରୁରୀ। ଏପରିକି ଅନ୍‌ଲାଇନ୍‌ ଟ୍ରାଞ୍ଜକ୍‌ସନ୍‌ରେ IFSC କୋଡ୍‌ ଦରକାର ପଡ଼ିଥାଏ। ଇଣ୍ଡିଆନ୍‌ ଫାଇନାନ୍‌ସିଆଲ ସିଷ୍ଟମ କୋଡ୍‌କୁ ସର୍ଟରେ IFSC କୁହାଯାଏ। ଏଥିରେ ୧୧ଟି ଡିଜିଟାଲ କ୍ୟାରେକ୍ଟର ଥାଏ। ଆପଣଙ୍କ ପାସ୍‌ବୁକ୍‌ ଓ ଚେକ୍‌ ବୁକ୍‌ରେ ଏହି କୋଡ୍‌ ଉଲ୍ଲେଖ ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story