ସର୍ବନିମ୍ନ ଜମାରାଶିକୁ ନେଇ ପୁଣି ନିୟମ ପରିବର୍ତ୍ତନ କରିବ ଏସ୍‌ବିଆଇ : ଜାଣନ୍ତୁ ଏଥର କେତେ ଆଉ କେମିତି କଟିବ  

ନୂଆଦିଲ୍ଲୀ: ସର୍ବନିମ୍ନ ଜମା ରାଶିକୁ ନେଇ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ଆକାଉଣ୍ଟରୁ ନିୟମିତି ଚାର୍ଜେସ କଟିବା ପରେ ଗ୍ରାହକଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା।  ଏହାକୁ ଦୃଷ୍ଟିରେ ପୂର୍ବ ନିୟମାବଳୀର କିଛି ସଂଶୋଧନ କରିବାକୁ ଯାଉଛି ଏସ୍‌ବିଆଇ। ପରିବର୍ତ୍ତିତ ନିୟମ ଅନୁଯାୟୀ, ଯେଉଁ ଗ୍ରାହକଙ୍କ ମନ୍ଥଲୀ  ଆଭେରେଜ୍‌  ଅଫ ବାଲାନ୍ସର (ଏମଏବି) ନରହିବ ସେମାନଙ୍କୁ  ୧୦୦ ଟଙ୍କା ସହ ଅତିରିକ୍ତ ଜିଏସଟି ଚାର୍ଜ ଦେବାକୁ ପଡ଼ିବ। ଗ୍ରାହକଙ୍କ ତିବ୍ର ପ୍ରତିକ୍ରିୟା ପରେ ଆମେ ବିଚାର ବିମର୍ଶ କରିଥିଲୁ […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 10:20 PM IST

Sports

Latest News

ନୂଆଦିଲ୍ଲୀ: ସର୍ବନିମ୍ନ ଜମା ରାଶିକୁ ନେଇ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ଆକାଉଣ୍ଟରୁ ନିୟମିତି ଚାର୍ଜେସ କଟିବା ପରେ ଗ୍ରାହକଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିଲା।  ଏହାକୁ ଦୃଷ୍ଟିରେ ପୂର୍ବ ନିୟମାବଳୀର କିଛି ସଂଶୋଧନ କରିବାକୁ ଯାଉଛି ଏସ୍‌ବିଆଇ। ପରିବର୍ତ୍ତିତ ନିୟମ ଅନୁଯାୟୀ, ଯେଉଁ ଗ୍ରାହକଙ୍କ ମନ୍ଥଲୀ  ଆଭେରେଜ୍‌  ଅଫ ବାଲାନ୍ସର (ଏମଏବି) ନରହିବ ସେମାନଙ୍କୁ  ୧୦୦ ଟଙ୍କା ସହ ଅତିରିକ୍ତ ଜିଏସଟି ଚାର୍ଜ ଦେବାକୁ ପଡ଼ିବ। ଗ୍ରାହକଙ୍କ ତିବ୍ର ପ୍ରତିକ୍ରିୟା ପରେ ଆମେ ବିଚାର ବିମର୍ଶ କରିଥିଲୁ ।  ପରେ ବ୍ୟାଙ୍କ ଏଭଳି କିଛି ଗ୍ରାହକଙ୍କ ଆକାଉଣ୍ଟ ଯାଞ୍ଚ କରୁଛି ।  ଏସବୁକୁ ଧ୍ୟାନରେ ରଖି ପଦେକ୍ଷପ ନିଆଯିବ ବୋଲି  ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ରଜ୍‌ନିସ କୁମାର କହିଛନ୍ତି।  ହେଲେ ବରିଷ୍ଟ ନାଗରିକ ଓ ଛାତ୍ରମାନଙ୍କ କ୍ଷେତ୍ରରେ ଏହି ନିୟମର ସାମୟିକ ପରିବର୍ତ୍ତନ କରାଯାଇପାରେ।

ସଂଶୋଧିତି ନିୟମ ଅନୁଯାୟୀ, ମେଟ୍ରୋପଲିଟାନ ସହରରେ ୧୦୦ ଟଙ୍କା ସହ ଅତିରିକ୍ତି ଜିଏସଟି ଲାଗୁ ହେବ। ଯଦି ବ୍ୟାଙ୍କ ଖାତାରେ ମନ୍ଥଲି ଆଭେରେଜ ଅଫ ବାଲାନ୍ସରୁ ୭୫ ପ୍ରିତିଶତ କମ୍‌ ଏବଂ ସର୍ବନିମ୍ନ ୫ ହଜାର ଟଙ୍କାରୁ କମ୍‌ ଥିବା ତେବେ ଉପରୋକ୍ତ ଚାର୍ଜେସ କଟିବ। ସେହିପରି ଯଦି ଏହି ରାଶିରୁ  ୫୦ ପ୍ରତିଶତ ତଳକୁ ଖସିବ ତାହେଲେ ୫୦ ଟଙ୍କା ସହ ଅତିରିକ୍ତ ଜିଏସଟିବି ଲାଗିବ ।  ସେହିପରି ଗ୍ରାମାଞ୍ଚଳ ବ୍ୟାଙ୍କରେ  ସର୍ବନିମ୍ନ ୧୦୦୦ ଟଙ୍କା ରହିବା ଦରକାର । ଯଦି ଏଥିରୁ କମ୍‌ ଜମା ରାଶି ରୁହେ ତା’ହେଲେ ୨୦ରୁ ୫୦ ଟଙ୍କା ସହିତ ଅତିରିକ୍ତ  ଜିଏସଟି ଚାର୍ଜ  ଲାଗିବ। ରଜ୍‌ନିସଙ୍କ କହିବା ଅନୁଯାୟୀ ଏସବିଆଇରେ ଏବେ ୪୦ କୋଟିରୁ ଅଧିକ ଆକାଉଣ୍ଟ ଅଛି।

 ସେଥିରୁ 13 କୋଟି ବେସିକ ସେଭିଂ ବ୍ୟାଙ୍କ ଡିପୋଜିଟ(ବି ଏସ ବି ଡି) ଏବଂ  ପ୍ରଧାନମନ୍ତ୍ରୀ ଜନଧନ ଯୋଜନା(ପିଏମଯେଡି ୱାଇ) ଆକାଉଣ୍ଟ ରହିଛି । ତେବେ ଏହି ଦୁଇଟି ଅକାଉଣ୍ଟଧାରୀଙ୍କୁ ଏହି ନିୟମରୁ ବାଦ ଦିଆଯାଇଛି। ଅର୍ଥାତ ଜନଧନ ଯୋଜନା ଏବଂ ବେସିକ ସେଭିଂ ବ୍ୟାଙ୍କ ଆକାଣ୍ଟଧାରୀଙ୍କ ଅକାଉଣ୍ଟରେ ଜିରୋ ବାଲାନ୍ସ ଥିଲେ ମଧ୍ୟ କୌଣସି ଚାର୍ଜେସ କଟିବ ନାହିଁ। ବାକି  ୨୭ କୋଟି  (ନର୍ମାଲ) ଆକାଉଣ୍ଟଧାରୀଙ୍କ ମଧ୍ୟରୁ ୧୫ରୁ ୨୦ ପ୍ରତିଶତ  ବ୍ୟାଙ୍କରେ  ହାରାହାରି ଅର୍ଥ ଜମା ରଖନ୍ତି ନାର୍ହି। ଏହାକୁ ଦୃଷ୍ଟିରେ ରଖି ଏସବିଆଇ ପକ୍ଷରୁ କଡ଼ାନିୟମ କରାଯାଥିଲା। ଏହି ନିୟମ ଅନୁଯାୟୀ  ବ୍ୟାଙ୍କ ଖାତା ମେଣ୍ଟେନ କରୁ ନଥିବା ଗ୍ରାହକଙ୍କୁ କିଛି ଚାର୍ଜେସ କଟିବା ପାଇଁ ନିୟମ ହୋଇଥିଳା । ଏଭଳି ଏକାଉଣ୍ଟଧାରୀଙ୍କ ପାଖରୁ ଅତିରିକ୍ତ ୨୩୫ କୋଟି ଜରିମାନା  ଆଦାୟ କରାଯାଇଥିବା କୁହାଯାଇଛି।

ଏପ୍ରିଲରେ କଣ ନିୟମ ହୋଇଥିଲା ଜାଣନ୍ତୁ।

ଗତ  ଏପ୍ରିଲ ୧ରୁ ଏସବିଆଇ(ଭାରତୀୟ ଷ୍ଟେଟ ବ୍ୟାଙ୍କ) ନୂଆ ନିୟମ ଲାଗୁ କରିଥିଲା । ଗ୍ରାହକଙ୍କ ଆକାଉଣ୍ଟରେ ସର୍ବ ନିମ୍ନ କେତେ ଟଙ୍କା ରହିବ? ଏଟିଏମ କାରବାରରେ କେତେ ଚାର୍ଜେସ କଟିବ ସେ ବିଷୟରେ ସୂଚନା ଜାରି ହୋଇଥିଲା।

-ମେଟ୍ରୋ ସିଟି ପାଇଁ ସର୍ବନିମ୍ନ ଜମା: ୫୦୦୦ ଟଙ୍କା

-ସହର (ଅର୍ବାନ)ପାଇଁ ସର୍ବନିମ୍ନ ଜମା:୩୦୦୦ଟଙ୍କା

-ଛୋଟ ସହର(ସେମି ଅର୍ବାନ) ସର୍ବନିମ୍ନ ଜମା: ୨୦୦୦ଟଙ୍କା

-ଗାଁ ପାଇଁ ସର୍ବନିମ୍ନ ଜମା: ୧୦୦୦ଟଙ୍କା

-ଅକାଉଣ୍ଟ ଥିବା ବ୍ରାଞ୍ଚରେ ମାସରେ ୩ଥରରୁ ଅଧିକ ଟଙ୍କା ଜମା କଲେ ୫୦ ଟଙ୍କା ଚାର୍ଜ କଟିବ

-ମାସରେ ଅନ୍ୟ ଏଟିଏମରୁ ୩ଥରରୁ ଅଧିକଥର ଟଙ୍କା ଉଠାଇଲେ ୨୦ ଟଙ୍କା କଟିବ

କେବଳ ଏସବିଆଇ ଏଟିଏମରୁ ମାସରେ ୫ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ୧୦ ଟଙ୍କା କଟିବ

-ଏସଏମଏସ ଆଲର୍ଟ ପାଇଁ  ମାସକୁ ୧୫ ଟଙ୍କା କଟିବ

-ୟୁପିଆଇ ମାଧ୍ୟମରେ ୧୦୦୦ଟଙ୍କା ପର୍ଯ୍ୟନ୍ତ ନେଣଦେଣ କଲେ କୌଣସି ଟଙ୍କା କଟିବ ନାହିଁ

-ଏସବିଆଇ ଅକାଉଣ୍ଟରେ ୨୫ ହଜାରରୁ ଅଧିକ ଟଙ୍କା ଥିଲେ ସେହି ଏଟିଏମରେ ଟଙ୍କା ଉଠାଇଲେ କୌଣସି ଟଙ୍କା କଟିବ ନାହିଁ ଯାହା ଅନ୍ୟ ବ୍ୟାଙ୍କରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ରହିଛି

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story