ତିନି କୃଷି ଆଇନ୍‌କୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ତିନି କୃଷି ଆଇନ୍ ଉପରେ ରୋକ୍ ଲଗାଇଛନ୍ତି। ପ୍ରଧାନ ବିଚାରପତି ଏସ ଏ ବୋବଡେ କହିଛନ୍ତି ଯେ କୃଷି ଆଇନ ଲାଗୁ କରିବା ନେଇ ସାମୟିକ ସମୟ ପାଇଁ ରୋକ୍ ଲଗାଇଛୁ। ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନୁହେଁ। ଆମର ଲକ୍ଷ୍ୟ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା। କୃଷି ଆଇନକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି କରିବାବେଳେ ପ୍ରଧାନ ବିଚାରପତି ଏହା କହିଛନ୍ତି। ଶୁଣାଣି ଆରମ୍ଭ ବେଳେ ଅନ୍ୟତମ ଆବେଦନକାରୀ ତଥା […]

SupremeCourt

SupremeCourt

Subhransu Sekhar
  • Published: Tuesday, 12 January 2021
  • Updated: 12 January 2021, 03:11 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ତିନି କୃଷି ଆଇନ୍ ଉପରେ ରୋକ୍ ଲଗାଇଛନ୍ତି। ପ୍ରଧାନ ବିଚାରପତି ଏସ ଏ ବୋବଡେ କହିଛନ୍ତି ଯେ କୃଷି ଆଇନ ଲାଗୁ କରିବା ନେଇ ସାମୟିକ ସମୟ ପାଇଁ ରୋକ୍ ଲଗାଇଛୁ। ହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନୁହେଁ। ଆମର ଲକ୍ଷ୍ୟ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା। କୃଷି ଆଇନକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି କରିବାବେଳେ ପ୍ରଧାନ ବିଚାରପତି ଏହା କହିଛନ୍ତି। ଶୁଣାଣି ଆରମ୍ଭ ବେଳେ ଅନ୍ୟତମ ଆବେଦନକାରୀ ତଥା ଆଇନଜୀବୀ ଏମଏଲ ଶର୍ମା କହିଥିଲେ ଯେ ଚାଷୀମାନେ କମିଟି ଆଗକୁ ଆସିବେନି। ତିନି କୃଷି ଆଇନକୁ ରଦ୍ଦ କରାଯିବା ଦରକାର। ଏହା ଚାଷୀଙ୍କ ଦାବି। ଜବାବରେ ପ୍ରଧାନ ବିଚାରପତି କହିଛନ୍ତି ଏଭଳି ନକାରାତ୍ମକ ମନୋଭାବ୍ ଠିକ୍ ନୁହେଁ।

ଚାରି ଜଣିଆ କମିଟି କରିବେ ସମାଧାନ

ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଚାରି ଜଣିଆ କମିଟି ଗଠନ କରିଥିବା ସୂଚନା ରହିଛି। ଏହି କମିଟିରେ ଅର୍ଥବିଶାରଦ ଅଶୋକ ଗୁଲାଟି, ଭାରତୀୟ କିଷାନ ୟୁନିଅନର ହରସିମରତ ମାନ, ପ୍ରମୋଦ ଯୋଶୀ ଏବଂ ଅନୀଲ ଧନଓ୍ୱନ ରହିଛନ୍ତି। ସିଜେଆଇ କହିଛନ୍ତି ଯଦି ଆପଣମାନେ ସମାଧାନ ଚାହୁଁଛନ୍ତି, ତେବେ ଆପଣ କହିପାରିବେ ନାହିଁ ଯେ ଆପଣ କମିଟି ଆଗକୁ ଆସିବେନି।

ଗଣତନ୍ତ୍ର ଦିବସକୁ ଭଣ୍ଡୁର ଉଦ୍ୟମ

ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ଯୋଜନା ହେଉଥିବା ଶୁଣିବାକୁ ମିଳୁଛି। ଲୋକମାନେ ସମାଧାନ ଚାହୁଁଛନ୍ତି ନା ସମସ୍ୟାକୁ ବଜାୟ ରଖିବାକୁ ଚାହୁଁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଏ ପ୍ରସଙ୍ଗରେ ସୋମବାର ଶୁଣାଣି କରିବେ ବୋଲି ସିଜେଆଇ କହିଛନ୍ତି। ସୂଚନାଯୋଗ୍ୟ, ଗଣତନ୍ତ୍ର ଦିବସରେ ଆନ୍ଦୋଳନରତ ଚାଷୀ ରାଜଧାନୀ ଦିଲ୍ଲୀରେ ଟ୍ରାକ୍ଟର ରାଲି କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଜାତୀୟ ରାଜପଥରେ ମଧ୍ୟ ଅଭ୍ୟାସ କରିଛନ୍ତି ଆନ୍ଦୋଳନରତ ଚାଷୀ।

ପ୍ରଧାନମନ୍ତ୍ରୀ କାହିଁକି ବୈଠକକୁ ଆସୁ ନାହାନ୍ତି?

ଆବେଦନକାରୀ କହିଥିଲେ ଯେ ଚାଷୀଙ୍କ ଦାବି ବୈଠକକୁ ସମସ୍ତେ ଆସୁଛନ୍ତି ପ୍ରଧାନମନ୍ତ୍ରୀ କାହିଁକି ନୁହେଁ। ଜବାବରେ ସିଜେଆଇ କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବୈଠକକୁ ଆସିବାକୁ କହି ପାରିବୁ ନାହିଁ। ସଲିସିଟର ଜେନେରାଲ କହିଥିଲେ ବୈଠକରେ କୃଷି ମନ୍ତ୍ରୀ ରହୁଛନ୍ତି। ଏହି ବିଭାଗ ତାଙ୍କ ଅଧୀନରେ ଆସୁଛି।

ଆବେଦନକାରୀ କହିଥିଲେ କୋର୍ଟ ଆମ ସମସ୍ତଙ୍କର ଶେଷ ଆଶା। ଏହା ଉପରେ ସିଜେଆଇ କହିଛନ୍ତି ଯେ ଯେଉଁମାନେ ଓକିଲ ଅଛନ୍ତି ସେମାନେ ନ୍ୟାୟିକ ପ୍ରକ୍ରିୟାକୁ ସମ୍ମାନ ଦେବା ଦରକାର। ଆମର ଆଇନର ବୈଧତା ଉପରେ ପ୍ରଶ୍ନ ଅଛି। ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିବା ଆମ ହାତରେ। ଲୋକମାନେ ବାକି ପ୍ରସଙ୍ଗଗୁଡିକ କମିଟି ସମ୍ମୁଖରେ ଉଠାଇ ପାରିବେ।

ସୋମବାର କ'ଣ କହିଥିଲେ ସୁପ୍ରିମକୋର୍ଟ?

ଗତକାଲି ଏହି ପ୍ରସଙ୍ଗରେ ଶୁଣାଣି କରିବା ବେଳେ ଏହି ତିନି କୃଷି ଆଇନକୁ ସରକାର ରୋକ୍ ଲଗାଇବେ ନା କୋର୍ଟ ତାଙ୍କ ଆଡୁ ରୋକ୍ ଲଗାଇବେ ବୋଲି ସରକାରଙ୍କୁ ପଚାରିଥିଲେ। ହେଲେ ସରକାର କୌଣସି ଜବାବ ନରଖିବାରୁ କୋର୍ଟ ଆଇନ୍ ଉପରେ ସାମୟିକ ସମୟ ପାଇଁ ରୋକ୍ ଲଗାଇଛନ୍ତି। ସେହିପରି ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିବେ ବୋଲି କହିଥିଲେ। ହେଲେ ଏହି କମିଟି ଆଗକୁ ଆସିବେନି ବୋଲି ଚାଷୀ ନେତା କହିଥିଲେ।

୪୯ ଦିନରେ ଚାଷୀ ଆନ୍ଦୋଳନ

ଦିଲ୍ଲୀ ସୀମାରେ ତିନି କୃଷି ଆଇନକୁ ବିରୋଧ କରି ୪୯ ଦିନ ଧରି ଚାଷୀ ଆନ୍ଦୋଳନରେ ବସିଛନ୍ତି। ଚାଷୀ ଆନ୍ଦୋଳନ ଏବଂ କୃଷି ଆଇନ ସହ ଜଡିତ ସମସ୍ତ ମାମଲାରେ ସୁପ୍ରିମକୋର୍ଟରେ ଶୁଣାଣି କରିଥିଲେ। ଜାନୁଆରୀ ୭ରେ କେନ୍ଦ୍ର ଏବଂ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ରାଉଣ୍ଡ ଆଲୋଚନା ବିଫଳ ହୋଇଥିଲା। ଏହାପରେ ପରବର୍ତ୍ତୀ ବୈଠକ ଜାନୁଆରୀ ୧୫ରେ ବସିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story