ତଲୱାର ଦମ୍ପତିଙ୍କ ଅଡ଼ୁଆ ବଢ଼ିଲା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆରୁଷୀ-ହେମରାଜ ହତ୍ୟାକାଣ୍ଡରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବାପା ରାଜେଶ ତଲୱାର ଓ ମା’ ନୂପୁରଙ୍କୁ ଆଜି ବଡ଼ଧରଣ ଝଟ୍‌କା ଲାଗିଛି। ଏହି ଖଲାସ୍‌ ଆଦେଶ ଦେଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ସର୍ବୋଚ୍ଚ ଅଦାଲତ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ଗତବର୍ଷ ଅକ୍ଟୋବର ମାସରେ ଆହ୍ଲାବାଦ୍‌ ହାଇକୋର୍ଟ ୨୦୦୮ର ଏହି ଚର୍ଚ୍ଚିତ ହତ୍ୟାକାଣ୍ଡରେ ଅଭିଯୁକ୍ତ ଡାକ୍ତର ରାଜେଶ ଓ ନୂପୁରଙ୍କୁ ନିର୍ଦ୍ଦୋଷରେ ଖଲାସ […]

51566626-RajeshNupurTalwar_6

51566626-RajeshNupurTalwar_6

Ordigital Desk
  • Published: Friday, 10 August 2018
  • Updated: 10 August 2018, 04:04 PM IST

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଆରୁଷୀ-ହେମରାଜ ହତ୍ୟାକାଣ୍ଡରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବାପା ରାଜେଶ ତଲୱାର ଓ ମା’ ନୂପୁରଙ୍କୁ ଆଜି ବଡ଼ଧରଣ ଝଟ୍‌କା ଲାଗିଛି।

ଏହି ଖଲାସ୍‌ ଆଦେଶ ଦେଇଥିବା ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଆଜି ସର୍ବୋଚ୍ଚ ଅଦାଲତ ଏହାକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି।

ଗତବର୍ଷ ଅକ୍ଟୋବର ମାସରେ ଆହ୍ଲାବାଦ୍‌ ହାଇକୋର୍ଟ ୨୦୦୮ର ଏହି ଚର୍ଚ୍ଚିତ ହତ୍ୟାକାଣ୍ଡରେ ଅଭିଯୁକ୍ତ ଡାକ୍ତର ରାଜେଶ ଓ ନୂପୁରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ।

ତେବେ ମାର୍ଚ୍ଚ ମାସରେ ଘଟଣାର ତଦନ୍ତ କରୁଥିବା ସିବିଆଇ ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲା। ଗାଜିଆବାଦ ଟ୍ରାଏଲ କୋର୍ଟ ସମସ୍ତ ତଥ୍ୟର ତର୍ଜମା କରିବା ପରେ ଡାକ୍ତର ଦମ୍ପତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

କିନ୍ତୁ ଆହ୍ଲାବାଦ୍‌ ହାଇକୋର୍ଟ ଏହାକୁ ଭୁଲ୍‌ ବୋଲି କହି ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ବୋଲି ସିବିଆଇ ଆବେଦନରେ ଦର୍ଶାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story