ଭାସିଗଲେ ବୈଜ୍ଞାନିକ; ଦେଖନ୍ତୁ ଭିଡ଼ିଓ

ବେଙ୍ଗାଲୁରୁ: କାବେରୀ ନଦୀର ପାଣି ସୁଅରେ ଭାସିଯାଇଛନ୍ତି ବୈଜ୍ଞାନିକ ସୋମଶେଖର। ଘଟଣା ଘଟିଛି କର୍ଣ୍ଣାଟକ ମହୀଶୂର ଅଞ୍ଚଳରେ। ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲଜିକାଲ ରିସର୍ଚ୍ଚ ଇଷ୍ଟିଚ୍ୟୁଟର ବରିଷ୍ଠ ବୈଜ୍ଞାନିକ ସୋମଶେଖର ନିଜର ସପରିବାର ସହ ମହୀଶୂର ଅଞ୍ଚଳର ଚୁଂଚୁକାଟେ ଜଳପ୍ରପାତ ଦେଖିବାକୁ ଆସିଥିଲେ। ଏଥିରେ ପାଣି ନ ଥିବା ବେଳେ ସେ ମଝିଭାଗକୁ ବୁଲିବାକୁ ଯାଇଥିଲେ। ସୋମଶେଖର ବୁଲୁଥିବା ବେଳେ ହଠାତ୍‌ ପାଣିର ସୁଅ ବଢିବାରେ ଲାଗିଥିଲା। ଉପରମୁଣ୍ଡରେ ଥିବା ଏକ ଡ୍ୟାମରୁ ପାଣି ଛଡ଼ାଯିବା ଫଳରେ ପାଣି […]

rivwr

rivwr

Rakesh Mallick
  • Published: Monday, 04 June 2018
  • Updated: 04 June 2018, 12:47 PM IST

Sports

Latest News

ବେଙ୍ଗାଲୁରୁ: କାବେରୀ ନଦୀର ପାଣି ସୁଅରେ ଭାସିଯାଇଛନ୍ତି ବୈଜ୍ଞାନିକ ସୋମଶେଖର। ଘଟଣା ଘଟିଛି କର୍ଣ୍ଣାଟକ ମହୀଶୂର ଅଞ୍ଚଳରେ।

ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲଜିକାଲ ରିସର୍ଚ୍ଚ ଇଷ୍ଟିଚ୍ୟୁଟର ବରିଷ୍ଠ ବୈଜ୍ଞାନିକ ସୋମଶେଖର ନିଜର ସପରିବାର ସହ ମହୀଶୂର ଅଞ୍ଚଳର ଚୁଂଚୁକାଟେ ଜଳପ୍ରପାତ ଦେଖିବାକୁ ଆସିଥିଲେ। ଏଥିରେ ପାଣି ନ ଥିବା ବେଳେ ସେ ମଝିଭାଗକୁ ବୁଲିବାକୁ ଯାଇଥିଲେ। ସୋମଶେଖର ବୁଲୁଥିବା ବେଳେ ହଠାତ୍‌ ପାଣିର ସୁଅ ବଢିବାରେ ଲାଗିଥିଲା। ଉପରମୁଣ୍ଡରେ ଥିବା ଏକ ଡ୍ୟାମରୁ ପାଣି ଛଡ଼ାଯିବା ଫଳରେ ପାଣି ବଢିବାରୁ ଅନେକ ଲୋକ କୂଳକୁ ଆସିପାରି ନ ଥିଲେ। ଫସି ରହିଥିବା କିଛି ପର୍ଯ୍ୟଟକଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରିଥିଲେ। ହେଲେ ସୋମଶେଖରଙ୍କୁ ଉଦ୍ଧାର କରାଯାଇପାରି ନ ଥିଲା। ସେ ପାଣି ସୁଅରେ ଭାସି ଯାଇଥିଲେ।

ସୋମଶେଖରଙ୍କୁ ଖୋଜିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉପରମୁଣ୍ଡରେ ଥିବା ଡ୍ୟାମରୁ ପାଣି ଛଡ଼ାଯିବା ପୂର୍ବରୁ ଘୋଷଣା କରାଯିବା ସହ ସାଇରନ ବଜାଇବା ନିୟମ ରହିଛି।  ତେବେ ଏଥିପ୍ରତି ପର୍ଯ୍ୟଟକମାନେ ଧ୍ୟାନ ନ ଦେବାରୁ ଏଭଳି ଏକ ଦୁର୍ଘଟଣା ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story