ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଦୁଇ ଯବାନଙ୍କ ସମେତ ପାଞ୍ଚ ଆହତ

ଜମ୍ମୁକଶ୍ମୀର: ଆଜି ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। କଶ୍ମୀର ସୀମାବର୍ତ୍ତୀ ଅର୍ଣ୍ଣିଆ, ଆର୍‌ଏସ୍‌ପୁରା ଓ ରାମଗଡ଼ ସେକ୍ଟରରେ ପ୍ରମୁଖ ୨୦ ଗାଁକୁ ଲକ୍ଷ୍ୟ କରି ପାକସେନାର ପକ୍ଷରୁ ଗୁଳିମାଡ଼ ହେବାରୁ ଦୁଇ ଜଣ ବିଏସ୍‌ଏଫ୍ ଯବାନଙ୍କ ସହ ୫ ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି। ଏହାର ଜବାବ ଭାରତ ଦେବା ସହିତ ଗାଁ ଗୁଡ଼ିକୁ ଖାଲି କରିଥିଲା। ଅର୍ଣ୍ଣିଆ ଓ ଆର୍‌ଏସ୍‌ପୁରା ଅଞ୍ଚଳରେ ପାଖାପାଖି ୨୦,୦୦୦ରୁ ଅଧିକ ଲୋକ ଗାଁ ଛାଡ଼ିଛନ୍ତି। କିଛି ଦିନ […]

india

india

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 10:17 PM IST

Sports

Latest News

ଜମ୍ମୁକଶ୍ମୀର: ଆଜି ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। କଶ୍ମୀର ସୀମାବର୍ତ୍ତୀ ଅର୍ଣ୍ଣିଆ, ଆର୍‌ଏସ୍‌ପୁରା ଓ ରାମଗଡ଼ ସେକ୍ଟରରେ ପ୍ରମୁଖ ୨୦ ଗାଁକୁ ଲକ୍ଷ୍ୟ କରି ପାକସେନାର ପକ୍ଷରୁ ଗୁଳିମାଡ଼ ହେବାରୁ ଦୁଇ ଜଣ ବିଏସ୍‌ଏଫ୍ ଯବାନଙ୍କ ସହ ୫ ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି। ଏହାର ଜବାବ ଭାରତ ଦେବା ସହିତ ଗାଁ ଗୁଡ଼ିକୁ ଖାଲି କରିଥିଲା। ଅର୍ଣ୍ଣିଆ ଓ ଆର୍‌ଏସ୍‌ପୁରା ଅଞ୍ଚଳରେ ପାଖାପାଖି ୨୦,୦୦୦ରୁ ଅଧିକ ଲୋକ ଗାଁ ଛାଡ଼ିଛନ୍ତି।

କିଛି ଦିନ ହେଲାଣି ସୀମାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରୁଛି। ଯେଉଁଥିପାଇଁ ଗତକାଲି ଡିଜିଏମ୍‌ଓ ସ୍ତରୀୟ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ ମଧ୍ୟ ସୀମାରେ ସାନ୍ତି ପ୍ରତିଷ୍ଠା ପାଇଁ ପାକିସ୍ତାନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story