ଓଡ଼ିଶାରେ ହରିୟାଣା ଛାତ୍ର ହତ୍ୟାର ତାତି: ସିସିଟିଭି ବଳୟରେ ରହିବ ସ୍କୁଲ, ଲାଗିବ ଜିପିଆରଏସ

ନୂଆଦିଲ୍ଲୀ/ଭୁବନେଶ୍ୱର: ହରିୟାଣାର ରିୟାନ୍ ସ୍କୁଲର ୭ ବର୍ଷର ପ୍ରଦ୍ୟୁମ୍ନଙ୍କୁ ହତ୍ୟା  ପରେ ଏବେ ସାରା ଦେଶରେ ସ୍କୁଲ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତା।  ଏଭଳି ସ୍ଥିତିରେ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି।  ସ୍କୁଲ କ୍ୟାମ୍ପସ୍ ପ୍ରବେଶ ପାଇଁ ସମସ୍ତଙ୍କ ଲାଗି ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଥିବା ବେଳେ ସ୍କୁଲ ଆଓ୍ୱାରରେ ଛାତ୍ରଛାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।  ବିଶେଷ କରି […]

Rakesh Mallick
  • Published: Thursday, 14 September 2017
  • Updated: 14 September 2017, 10:47 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର: ହରିୟାଣାର ରିୟାନ୍ ସ୍କୁଲର ୭ ବର୍ଷର ପ୍ରଦ୍ୟୁମ୍ନଙ୍କୁ ହତ୍ୟା  ପରେ ଏବେ ସାରା ଦେଶରେ ସ୍କୁଲ ପିଲାଙ୍କ ସୁରକ୍ଷାକୁ ନେଇ ଚିନ୍ତା।  ଏଭଳି ସ୍ଥିତିରେ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ନେଇ ଆଜି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି।  ସ୍କୁଲ କ୍ୟାମ୍ପସ୍ ପ୍ରବେଶ ପାଇଁ ସମସ୍ତଙ୍କ ଲାଗି ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଥିବା ବେଳେ ସ୍କୁଲ ଆଓ୍ୱାରରେ ଛାତ୍ରଛାତ୍ରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି।  ବିଶେଷ କରି ଓ୍ୱାସ୍‌ରୁମ୍, ଲଂଚ୍ ଏରିଆ ଭଳି ସ୍ଥାନକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏମିତି ଘଟଣା ଯେ କୌଣସି ସ୍କୁଲରେ ଘଟିପାରେ ଆଉ କୌଣସି ପିଲା ବି ହୋଇ ପାରନ୍ତି କାହାରି ଘୃଣ୍ୟ ମାନସିକତାର ଶିକାର ରାଜ୍ୟରେ ଏଭଳି ଘଟଣାକୁ ଏଡ଼ାଇବା ପାଇଁ ଅଗଣଶିକ୍ଷା ବିଭାଗର ଗାଇଡ୍‌ଲାଇନ ପ୍ରସ୍ତୁତ କରାଯାଇଛି। ନଜରପକାନ୍ତୁ କଣ ସବୁ ପଦକ୍ଷେପ ନିଆଯାଛି।

୧-ସ୍କୁଲ କ୍ୟାମ୍ପସ୍ ପ୍ରବେଶ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ

୨- ବାପା ମା’, ଅଭିଭାବକ, ଡ୍ରାଇଭର କିମ୍ବା ଘରୋଇ ସହାୟକଙ୍କୁ ମଧ୍ୟ ବିନା ପରିଚୟପତ୍ରରେ ସ୍କୁଲ କ୍ୟାଂପସ୍ ମନା

୩-ପିଲାମାନେ ଯେଭଳି ସବୁ ସମୟରେ ଶିକ୍ଷକଙ୍କ ନଜରରେ ରହିବେ ତାହାକୁ ନିଶ୍ଚିତ କରାଯିବ

୪-ସ୍କୁଲର ଆଡମିନିଷ୍ଟ୍ରେଟିଭ୍ ଷ୍ଟାଫଙ୍କ ଦ୍ୱାରା

ଓ୍ୱାସ୍‌ ରୁମ, ଲଂଚ୍ ଏରିଆ, କ୍ଲାସ୍‌ ରୁ ମ୍ ଭଳି ସ୍ଥାନକୁ ନିୟମିତ ସମୟ ବ୍ୟବଧାନରେ ଯାଞ୍ଚ କରାଯିବା।

୫-ଓ୍ୱାସ୍‌ ରୁମ୍‌କୁ ଯିବା ସମୟରେ ପିଲାଙ୍କ ସହ ମହିଳା କେୟାର ଟେକର୍ ରହିବେ।

୬- ସ୍କୁଲର ସମ୍ବେଦନଶୀଳ ସ୍ଥାନରେ ସିସିଟିଭି ଲଗାଯିବା ଏବଂ ଦିନ ସାରା ଏହାକୁ ମନିଟର୍ କରାଯିବ

୭-ପିଲାଙ୍କ ପ୍ରବେଶ ପ୍ରସ୍ଥାନ ସମୟରେ ଉପସ୍ଥାନ ଯାଞ୍ଚ  କରାଯିବ

୮-ସ୍କୁଲ ବସ୍‌ରେ ଛାତ୍ରଛାତ୍ରୀଙ୍କ ନିରାପତ୍ତା ପାଇଁ ସିସିଟିଭି ଓ ଜିପିଆରଏସ୍‌ ବ୍ୟବସ୍ଥା କରାଯିବ

୯-ସ୍କୁଲ୍ ବସ୍‌ରେ ମହିଳା ଆଟେଣ୍ଡାଣ୍ଟ ରହିବେ।  ବସ୍‌ ଡ୍ରାଇଭର, କ୍ଲିନର ଓ ହେଲ୍ପରଙ୍କୁ ବିନା ପୋଲିସ୍  ଯାଞ୍ଚରେ ନିଯୁକ୍ତି ମିଳିବନି।

୧୦-ବାହାରେ ଖାଦ୍ୟ ବିକୁଥିବା ଭେଣ୍ଡରଙ୍କୁ କ୍ୟାମ୍ପସ୍ ଭିତରକୁ ଛଡ଼ାଯିବିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story