ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀ ଆକ୍ରମଣ, ୩ ଆତଙ୍କୀ ମୃତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ହଣ୍ଡୱାଡା ସ୍ଥିତ ସେନା କ୍ୟାମ୍ପ୍‌ ଉପରେ ଆଜି ସକାଳେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହାପରେ ଭାରତୀୟ ସେନାର ପାଲଟା ଆକ୍ରମଣରେ ୩ ଆଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ସେନାର ଜଣେ ଅଧିକାରୀ କହିଛନ୍ତି,“ଆତଙ୍କବାଦୀମାନେ ସକାଳ ପ୍ରାୟ ୫ଟାରେ କୁପୱାଡା  ଜିଲ୍ଲାର ଲଙ୍ଗାଟେରେ ଥିବା ସେନା ଶିବିର ଉପରକୁ ଗୁଳି କରିଥିଲେ। ଏହାର ଜବାବରେ ସେନା ପାଲଟା ଆକ୍ରମଣ କରିଥିଲା। ଉଭୟ ପକ୍ଷରୁ ୧୫ରୁ ୨୦ ମିନିଟ୍‌ ଧରି ଗୁଳିବିନିମୟ ହୋଇଥିଲା। ଏହି ଆକ୍ରମଣରେ କୌଣସି ଭାରତୀୟ ସେନା ଆହତ ହୋଇଥିବା ସୂଚନା ନାହିଁ। ଯବାନମାନେ ସତର୍କ ଥିବାରୁ ଆତଙ୍କବାଦୀ ଆକ୍ରମଣ ବିଫଳ ହୋଇଛି।”

ସେ କହିଛନ୍ତି,“ ସେନାର ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ସକାଳ ପ୍ରାୟ ୬ଟା ୩୦ ମିନିଟ୍‌ରେ ପୁଣି ଥରେ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅରପରେସନ୍‌ ଚାଲିଛି।”

ଆହୁରି ପଢ଼ନ୍ତୁ

ଗୋଟିଏ ପରିବାରର ୧୧ ଜଣଙ୍କ ମୃତ ଦେହ ଉଦ୍ଧାର

‘ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି’

ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ଏଲଏସି ସୀମାରେ ଚୀନର ହରକତ ଜାରି, ଚିନୁକ୍ ଉଡ଼ାଇ ଜବାବ ଦେଲା ଭାରତ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍

ସୁଶାନ୍ତ ସିଂହ ଓ ତାଙ୍କ ବାପାଙ୍କ ସହ ସମ୍ପର୍କ ଠିକ୍ ନଥିଲା: ଶିବସେନା

ଶାହଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ସ୍ପଷ୍ଟୀ କରଣ ରଖିଲା ଗୃହ ମନ୍ତ୍ରାଳୟ

୮.୫ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୧୭ ହଜାର କୋଟିର ଉପହାର

ରିୟାଙ୍କୁ ପୁଣି ଡାକିଲା ଇଡି

ଅଯୋଧ୍ୟା ଭଳି ନେପାଳରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଓଲିଙ୍କ ନିର୍ଦ୍ଦେଶ

ଏଣିକି ରାଡାର, ଏୟାରକ୍ରାଫ୍ଟ, ରାଇଫଲ୍ ଭଳି ଯୁଦ୍ଧ ସାମଗ୍ରୀ ଆମଦାନୀ ହେବ ନାହିଁ

ଆଇଏଏସ୍ ପାଇଥିବା ଐଶ୍ୱର୍ଯ୍ୟାଙ୍କ ନାଁରେ ୧୬ଟି ଫେକ୍ ଆକାଉଣ୍ଟ, ମାମଲା ରୁଜୁ