ସେନା କ୍ୟାମ୍ପ୍‌ ଉପରେ ଆତଙ୍କବାଦୀ ଆକ୍ରମଣ, ୩ ଆତଙ୍କୀ ମୃତ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ହଣ୍ଡୱାଡା ସ୍ଥିତ ସେନା କ୍ୟାମ୍ପ୍‌ ଉପରେ ଆଜି ସକାଳେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହାପରେ ଭାରତୀୟ ସେନାର ପାଲଟା ଆକ୍ରମଣରେ ୩ ଆଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେନାର ଜଣେ ଅଧିକାରୀ କହିଛନ୍ତି,“ଆତଙ୍କବାଦୀମାନେ ସକାଳ ପ୍ରାୟ ୫ଟାରେ କୁପୱାଡା  ଜିଲ୍ଲାର ଲଙ୍ଗାଟେରେ ଥିବା ସେନା ଶିବିର ଉପରକୁ ଗୁଳି କରିଥିଲେ। ଏହାର ଜବାବରେ ସେନା ପାଲଟା ଆକ୍ରମଣ କରିଥିଲା। ଉଭୟ ପକ୍ଷରୁ ୧୫ରୁ ୨୦ ମିନିଟ୍‌ ଧରି ଗୁଳିବିନିମୟ ହୋଇଥିଲା। ଏହି ଆକ୍ରମଣରେ […]

jamu

jamu

Rakesh Mallick
  • Published: Thursday, 06 October 2016
  • Updated: 06 October 2016, 11:25 AM IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର କୁପୱାଡା ଜିଲ୍ଲାର ହଣ୍ଡୱାଡା ସ୍ଥିତ ସେନା କ୍ୟାମ୍ପ୍‌ ଉପରେ ଆଜି ସକାଳେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏହାପରେ ଭାରତୀୟ ସେନାର ପାଲଟା ଆକ୍ରମଣରେ ୩ ଆଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ସେନାର ଜଣେ ଅଧିକାରୀ କହିଛନ୍ତି,“ଆତଙ୍କବାଦୀମାନେ ସକାଳ ପ୍ରାୟ ୫ଟାରେ କୁପୱାଡା  ଜିଲ୍ଲାର ଲଙ୍ଗାଟେରେ ଥିବା ସେନା ଶିବିର ଉପରକୁ ଗୁଳି କରିଥିଲେ। ଏହାର ଜବାବରେ ସେନା ପାଲଟା ଆକ୍ରମଣ କରିଥିଲା। ଉଭୟ ପକ୍ଷରୁ ୧୫ରୁ ୨୦ ମିନିଟ୍‌ ଧରି ଗୁଳିବିନିମୟ ହୋଇଥିଲା। ଏହି ଆକ୍ରମଣରେ କୌଣସି ଭାରତୀୟ ସେନା ଆହତ ହୋଇଥିବା ସୂଚନା ନାହିଁ। ଯବାନମାନେ ସତର୍କ ଥିବାରୁ ଆତଙ୍କବାଦୀ ଆକ୍ରମଣ ବିଫଳ ହୋଇଛି।”

ସେ କହିଛନ୍ତି,“ ସେନାର ସର୍ଚ୍ଚ ଅପରେସନ୍‌ ଚାଲିଥିବା ବେଳେ ସକାଳ ପ୍ରାୟ ୬ଟା ୩୦ ମିନିଟ୍‌ରେ ପୁଣି ଥରେ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅରପରେସନ୍‌ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story