ଖ୍ରୀଷ୍ଟମାସ ପରେ ଭାରତକୁ ମିଳିବ କରୋନା ଟିକା

ନଆଦିଲ୍ଲୀ: ଅକ୍ସଫୋର୍ଡ ଓ ଆଷ୍ଟ୍ରେଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡ ଖୁବଶୀଘ୍ର ଭାରତକୁ ମିଳିବାକୁ ଯାଉଛି। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଭାରତରେ କୋଭିସିଲ୍ଡ ଟିକାର ମାନବ ପରୀକ୍ଷଣ କରାଯାଉଛି। ଆସନ୍ତା ଖ୍ରୀଷ୍ଟମାସ ପରେ ଭାରତ ସରକାର ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବେ ବୋଲି ଜଣାପଡ଼ିଛି। ସେହିପରି ବ୍ରିଟେନର ଡ୍ରଗ ରେଗୁଲେଟର ଏମଏଚଆରଏ ଅକ୍ସଫୋର୍ଡ ଟିକା ଉପରେ ତର୍ଜମା କରୁଛି। ଖ୍ରୀଷ୍ଟମାସ ପୂର୍ବରୁ ଏହି ଟିକାକୁ ବ୍ରିଟେନରେ ବ୍ୟବହାର ପାଇଁ […]

dsa

dsa

Hemant Lenka
  • Published: Friday, 11 December 2020
  • Updated: 11 December 2020, 12:35 PM IST

Sports

Latest News

ନଆଦିଲ୍ଲୀ: ଅକ୍ସଫୋର୍ଡ ଓ ଆଷ୍ଟ୍ରେଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡ ଖୁବଶୀଘ୍ର ଭାରତକୁ ମିଳିବାକୁ ଯାଉଛି। ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ଭାରତରେ କୋଭିସିଲ୍ଡ ଟିକାର ମାନବ ପରୀକ୍ଷଣ କରାଯାଉଛି। ଆସନ୍ତା ଖ୍ରୀଷ୍ଟମାସ ପରେ ଭାରତ ସରକାର ଏହାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେବେ ବୋଲି ଜଣାପଡ଼ିଛି।

ସେହିପରି ବ୍ରିଟେନର ଡ୍ରଗ ରେଗୁଲେଟର ଏମଏଚଆରଏ ଅକ୍ସଫୋର୍ଡ ଟିକା ଉପରେ ତର୍ଜମା କରୁଛି। ଖ୍ରୀଷ୍ଟମାସ ପୂର୍ବରୁ ଏହି ଟିକାକୁ ବ୍ରିଟେନରେ ବ୍ୟବହାର ପାଇଁ ଅନୁମତି ମିଳିବ ବୋଲି ଆଶା କରାଯାଉଛି। ବ୍ରିଟେନରେ ଅନୁମତି ମିଳିଲେ, ଭାରତ ସରକାର ମଧ୍ୟ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମୋଦନ ଦେବେ।

ସୂତ୍ର ଅନୁସାରେ, ଅକ୍ସଫୋର୍ଡ ଟିକାର କେତେ ପରିମାଣର ଡୋଜ୍ କରୋନାକୁ ମାତ ଦେବାକୁ ସକ୍ଷମ ହେଉଛି, ତା’ ଉପରେ ଏମଏଚଆରଏ ସମୀକ୍ଷା କରୁଛି। ଯାହା ଜଣାପଡ଼ିଛି ଖ୍ରୀଷ୍ଟମାସ ପୂର୍ବରୁ ବ୍ରିଟେନ ସରକାର ଟିକାର ବ୍ୟବହାର ପାଇଁ ଅନୁମତି ଦେବେ। ଉକ୍ତ ତଥ୍ୟ ଆଧାରରେ ଭାରତରେ ମଧ୍ୟ ସେରମକୁ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିବ।

ବହୁ ପୂର୍ବରୁ ସେରମ ଭାରତ ସରକାରଙ୍କ ପାଖରେ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମାଗି ସାରିଛି। କିନ୍ତୁ ଅନୁମୋଦନ ଦେବା ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ଗଠିତ ଟିକା ସମୀକ୍ଷା କିମିଟି ସେରମକୁ ଆଉ କିଛି ପରୀକ୍ଷା ରିପୋର୍ଟ ମାଗିଥିଲା। ଏବେ ବ୍ରିଟେନ ଅକ୍ସଫୋର୍ଡ ଟିକାକୁ କେବେ ଅନୁମତି ଦେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ବ୍ରିଟେନ ଅନୁମତି ଦେଲେ ଭାରତରେ ଏହି ଟିକାର ବ୍ୟବହାର ପାଇଁ ବାଟ ଫିଟିବ।

କାରଣ ବ୍ରିଟେନ ଓ ବ୍ରାଜିଲରେ ପ୍ରଥମେ ଅକ୍ସଫୋର୍ଡ ଟିକାର ଟ୍ରାଏଲ ଆରମ୍ଭ ହୋଇଥିଲେ। ସେଠାରେ ଏହାକୁ ସଫଳତା ମିଳିବାରୁ ସେରମ ଭାରତରେ ଏହାର ମାନବ ପରୀକ୍ଷଣ ଆରମ୍ଭ କରିଥିଲା। ତେଣୁ ବ୍ରିଟେନରେ ଟିକାକୁ ବ୍ୟବହାର ପାଇଁ ଅନୁମତି ମିଳିଲେ, ଭାରତ ସରକାର ସେରମକୁ ମଧ୍ୟ ଏଠାରେ ସମାନ ନିର୍ଦ୍ଦେଶ ଦେଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story