ସ୍ପା ସେଣ୍ଟରରେ ଦେହ ଡିଲ୍‌ : ଚଢାଉ ବେଳେ ବାହାରିଲେ ବିଦେଶିନୀ

ଇଣ୍ଡୋର: ସ୍ପା ସେଣ୍ଟର ନାମରେ ଦେହ ବେପାର। ମାଲିସ ନାମରେ ଚାଲିଛି ଆପତ୍ତିଜନକ କାମ। ଡିଲ ହେଉଛି ଲକ୍ଷାଧିକ ଟଙ୍କା। ସାମିଲ ହେଉଛନ୍ତି ବିଦେଶିନୀ।  ମଧ୍ୟପ୍ରଦେଶର ଇଣ୍ଡୋରରେ  ଏକ ବଡ଼ଧରଣର ଦେହ ବେପାର ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ଇଣ୍ଡୋରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସ୍ପା ସେଣ୍ଟର ନାମରେ ଏ ସବୁ କାରନାମା କରୁଥିବାପୋଲିସ ଚଢାଉ ବେଳେ ଜାଣିବାକୁ ପାଇଛି। ଚଢାଉ ବଳେ ଉକ୍ତ ସ୍ପା ସେଣ୍ଟରରେ ୮ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ […]

indore

indore

Rakesh Mallick
  • Published: Saturday, 28 October 2017
  • Updated: 28 October 2017, 07:35 PM IST

Sports

Latest News

ଇଣ୍ଡୋର: ସ୍ପା ସେଣ୍ଟର ନାମରେ ଦେହ ବେପାର। ମାଲିସ ନାମରେ ଚାଲିଛି ଆପତ୍ତିଜନକ କାମ। ଡିଲ ହେଉଛି ଲକ୍ଷାଧିକ ଟଙ୍କା। ସାମିଲ ହେଉଛନ୍ତି ବିଦେଶିନୀ।  ମଧ୍ୟପ୍ରଦେଶର ଇଣ୍ଡୋରରେ  ଏକ ବଡ଼ଧରଣର ଦେହ ବେପାର ରାକେଟର ପର୍ଦ୍ଦାଫାସ କରିଛି ପୋଲିସ। ଇଣ୍ଡୋରର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସ୍ପା ସେଣ୍ଟର ନାମରେ ଏ ସବୁ କାରନାମା କରୁଥିବାପୋଲିସ ଚଢାଉ ବେଳେ ଜାଣିବାକୁ ପାଇଛି।

ଚଢାଉ ବଳେ ଉକ୍ତ ସ୍ପା ସେଣ୍ଟରରେ ୮ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏହି ଘଟଣାରେ ପୋଲିସ ୪୪ ଜଣଙ୍କୁ ଗିରଫ କରିଛି। ତେବେ ଏହି ଯୁବତୀଙ୍କ ମଧ୍ୟରେ ବିଦେଶିନୀ ବି ଅଛନ୍ତି। ସ୍ପା ସେଣ୍ଟର ନିର୍ଦ୍ଦେଶକ ବିଜୟ ରାଠୋର ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।    ଉକ୍ତ ସ୍ପା ସେଣ୍ଟରରେ ଦେହ ବେପାର ଚାଲୁଥିବା ଅଭିଯୋଗ ପାଇ ପୋଲିସ ଗତ ସୋମବାର ରାତିରେ ଚଢାଉ କରିଥିଲା। ପ୍ରାୟ ୨୪ଟି ରୁମରେ ଏହି ଚଢାଉ କରାଯାଇଥିଲା। ପୋଲିସ ଏହି ଘଟଣାରେ ତଦନ୍ତ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story