ନୱାଜ ସରିଫ୍‌ଙ୍କ ଭାଇ ହେବେ ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ଲାହୋର: ଶାହାବାଜ ସରିଫ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ଶାହାବାଜ ଏବେ ପାକିସ୍ତାନ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି। ପାନାମା ପେପର ମାମଲାରେ ଆଜି ସୁପ୍ରିମକୋର୍ଟ ନୱାଜଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ ଘୋଷିତ କରିବା ପରେ ନୱାଜ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରେ ତାଙ୍କ ପାର୍ଟି ‘ପାକିସ୍ତାନ ମୁସଲିମ୍‌ ଲିଗ୍‌ ନୱାଜ’ର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ସାନଭାଇ ଶାହାବାଜଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତି ନିଆଯାଇଛି। କିନ୍ତୁ […]

shahbaz

shahbaz

Rakesh Mallick
  • Published: Friday, 28 July 2017
  • Updated: 28 July 2017, 07:48 PM IST

Sports

Latest News

ଲାହୋର: ଶାହାବାଜ ସରିଫ ହେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ ଶାହାବାଜ ଏବେ ପାକିସ୍ତାନ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଅଛନ୍ତି। ପାନାମା ପେପର ମାମଲାରେ ଆଜି ସୁପ୍ରିମକୋର୍ଟ ନୱାଜଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଅଯୋଗ୍ୟ ଘୋଷିତ କରିବା ପରେ ନୱାଜ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରେ ତାଙ୍କ ପାର୍ଟି ‘ପାକିସ୍ତାନ ମୁସଲିମ୍‌ ଲିଗ୍‌ ନୱାଜ’ର ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏହି ବୈଠକରେ ସାନଭାଇ ଶାହାବାଜଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତି ନିଆଯାଇଛି। କିନ୍ତୁ ଶାହାବାଜ ଏବେ ସଂସଦର ସଦସ୍ୟ ନାହାନ୍ତି। ତେଣୁ ପାର୍ଟିର ଅନ୍ୟ କୌଣସି ନେତା ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି।

ଏନେଇ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିଲେ ମଧ୍ୟ ଶାହାବାଜ ପଦ ଗ୍ରହଣ କରିବା ପର୍ଯ୍ୟନ୍ତ ରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିପାରନ୍ତି। ଆଜି ସୁପ୍ରିମକୋର୍ଟର ୫ଜଣିଆ ଖଣ୍ଡପୀଠ ପାନାମା ପେପର ମାମଲାରେ ନୱାଜ ଓ ତାଙ୍କ ପରିବାରକୁ ଦୋଷୀ ସାବ୍ୟସ୍ତ କରି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କହିଥିଲେ। ପୂର୍ବରୁ ମଧ୍ୟ ନୱାଜ ପ୍ରଧାନମନ୍ତ୍ରୀ ଥିବା ବେଳେ ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଦରୁ ଇସ୍ତଫା ଦେଇଥିବାର ନଜିର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story