ବେଙ୍ଗଲ ଲଜ୍ଜା: ୧୦୦ ବର୍ଷର ବୃଦ୍ଧାଙ୍କୁ ୨୦ ବର୍ଷର ଯୁବକଙ୍କ ଦୁଷ୍କର୍ମ

କୋଲକାତା: ବେଙ୍ଗଲର ନଦିଆ ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୦୦ ବର୍ଷୀୟ ବୃଦ୍ଧାଙ୍କୁ ୨୦ ବର୍ଷର ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ସୋମବାର ବିଳମ୍ବିତ ରାତିରେ ଅରଘା ବିଶ୍ୱାସ ଓରଫ୍‌ ଅଭିଜିତ୍‌ ବୃଦ୍ଧା ଜଣଙ୍କ ସହ ଏଭଳି କାଣ୍ଡ ଘଟାଇଥିବା ବେଳେ ପରିବାର ଲୋକ ଏହାକୁ ଦେଖି ଦେଇଥିଲେ। ତେବେ ଗତକାଲି ରାତିରେ ହିଁ ପରିବାର ଲୋକ ଏନେଇ ପୁଲିସ୍‌ରେ ଅଭିଯୋଗ କରିବା ପରେ ଆଜି ଗଙ୍ଗାପ୍ରସାଦପୁରରେ ରହୁଥିବା ଅଭିଯୁକ୍ତ ଅଭିଜିତଙ୍କୁ […]

d

Hemant Lenka
  • Published: Wednesday, 24 October 2018
  • , Updated: 24 October 2018, 07:00 PM IST

କୋଲକାତା: ବେଙ୍ଗଲର ନଦିଆ ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୦୦ ବର୍ଷୀୟ ବୃଦ୍ଧାଙ୍କୁ ୨୦ ବର୍ଷର ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ସୋମବାର ବିଳମ୍ବିତ ରାତିରେ ଅରଘା ବିଶ୍ୱାସ ଓରଫ୍‌ ଅଭିଜିତ୍‌ ବୃଦ୍ଧା ଜଣଙ୍କ ସହ ଏଭଳି କାଣ୍ଡ ଘଟାଇଥିବା ବେଳେ ପରିବାର ଲୋକ ଏହାକୁ ଦେଖି ଦେଇଥିଲେ।

ତେବେ ଗତକାଲି ରାତିରେ ହିଁ ପରିବାର ଲୋକ ଏନେଇ ପୁଲିସ୍‌ରେ ଅଭିଯୋଗ କରିବା ପରେ ଆଜି ଗଙ୍ଗାପ୍ରସାଦପୁରରେ ରହୁଥିବା ଅଭିଯୁକ୍ତ ଅଭିଜିତଙ୍କୁ ଗିରଫ କରାଯାଇଛି। ବୃଦ୍ଧାଙ୍କ ମେଡିକାଲ୍‌ ଟେଷ୍ଟ କରିବା ପରେ ପୁଲିସ୍‌ ଅଧିକ ତଦନ୍ତ ଆରମ୍ଭ କରିଛି।

Related story