ଦେଶରେ ବେକାରଙ୍କ ସହ ରାସ୍ତାରେ କାଉଡ଼ିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି: ଶରଦ ଯାଦବ

ନୂଆଦିଲ୍ଲୀ: ଜେଡିୟୁ ନେତା ଶରତ ଯାଦବ ଆଜି ମୋଦି ସରକାରଙ୍କୁ ଟାଗେର୍ଟ କରିଛନ୍ତି। ସେ କହିଛନ୍ତି, “ଦେଶରେ ବେରୋଜଗାରଙ୍କ ସଂଖ୍ୟା ବଢ଼ିବା ସହ ରାସ୍ତାରେ କାଉଡିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ବେରୋଜଗାରର ଏକ ଉଦାହରଣ।” ଶରଦ କହିଛନ୍ତି, “ଦେଶରେ ଯଦି ଲୋକମାନେ ରୋଜଗାରକ୍ଷମ ଥାଆନ୍ତେ ତାହାହେଲେ ରାସ୍ତାରେ ଏତେ ସଂଖ୍ୟକ କାଉଡିଆଙ୍କୁ ଦେଖିବାକୁ ମିଳନ୍ତା ନାହିଁ। ଲୋକମାନଙ୍କୁ ରୋଜଗାର  ଦେବାକୁ କହି ମୋଦି କେନ୍ଦ୍ରରେ ଶାସନରେ ଆସିଥିଲେ। କିନ୍ତୁ ସେ  ତାଙ୍କ କଥା ପୁରା କରିପାରିଲେ […]

sharad-yadav

sharad-yadav

Rakesh Mallick
  • Published: Saturday, 06 August 2016
  • Updated: 06 August 2016, 04:14 PM IST

Sports

Latest News

ନୂଆଦିଲ୍ଲୀ: ଜେଡିୟୁ ନେତା ଶରତ ଯାଦବ ଆଜି ମୋଦି ସରକାରଙ୍କୁ ଟାଗେର୍ଟ କରିଛନ୍ତି। ସେ କହିଛନ୍ତି, “ଦେଶରେ ବେରୋଜଗାରଙ୍କ ସଂଖ୍ୟା ବଢ଼ିବା ସହ ରାସ୍ତାରେ କାଉଡିଆଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ବେରୋଜଗାରର ଏକ ଉଦାହରଣ।”

ଶରଦ କହିଛନ୍ତି, “ଦେଶରେ ଯଦି ଲୋକମାନେ ରୋଜଗାରକ୍ଷମ ଥାଆନ୍ତେ ତାହାହେଲେ ରାସ୍ତାରେ ଏତେ ସଂଖ୍ୟକ କାଉଡିଆଙ୍କୁ ଦେଖିବାକୁ ମିଳନ୍ତା ନାହିଁ। ଲୋକମାନଙ୍କୁ ରୋଜଗାର  ଦେବାକୁ କହି ମୋଦି କେନ୍ଦ୍ରରେ ଶାସନରେ ଆସିଥିଲେ। କିନ୍ତୁ ସେ  ତାଙ୍କ କଥା ପୁରା କରିପାରିଲେ ନାହିଁ। ଏହାର ଉଦାହରଣ ହେଉଛି ରାସ୍ତାରେ ଦେଖାଯାଉଥିବା  କାଉଡିଆମାନେ।”

ଶ୍ରାବଣ ମାସରେ ପାଣି ଭାର ନେଇ ଯାଉଥିବା କାଉଡିଆଙ୍କୁ  ଶରଦ ଯାଦବ ବେରୋଜଗାର ଲୋକଙ୍କ ସହିତ ତୁଳନା କରି ଯାଦବ ଦେଇଥିବା ଏହି ବିବାଦୀୟ ମନ୍ତବ୍ୟକୁ  ଶିବ ଭକ୍ତ ଓ ଧର୍ମଗୁରୁମାନେ ବିରୋଧ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story