କଶ୍ମୀର ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପକୁ ସମର୍ଥନ କରି ଥରୁର ସମାଲୋଚିତ

ନୂଆଦିଲ୍ଲୀ: କଂଗ୍ରେସ ପ୍ରତିଟି ଘଟଣାର ରାଜନୀତିକରଣ କରିବା ପାଇଁ ଗୋଟିଏ ବି ସୁଯୋଗ ଛାଡ଼େନାହିଁ ବୋଲି ଅଭିଯୋଗ ଆଣିଛି ବିଜେପି। ଜମ୍ମୁ-କଶ୍ମୀରରେ କଟକଣା ନଆଇ ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସରେ ସଂକଳ୍ପ ଆସିବାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ମନ୍ତବ୍ୟକୁ ନେଇ ବିଜେପି ଏଭଳି ପ୍ରତିକ୍ରିୟା ରଖିଛି। ଏହି ପ୍ରସଙ୍ଗରେ ବିଜେପିର ଶୋଭା କାରାଣ୍ଡାଲଜେ ଟ୍ୱିଟ୍‌ କରି କହିଛନ୍ତି, “ଭାରତର ଅନ୍ତରୀଣ ମାମଲାରେ ଆମେରିକାର ହସ୍ତକ୍ଷେପକୁ ସମର୍ଥନ ଜଣାଇବା ଲଜ୍ଜାଜନକ। ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ […]

shashi-tharoor-file-pti

shashi-tharoor-file-pti

Subrat Kumar Nayak
  • Published: Sunday, 08 December 2019
  • Updated: 08 December 2019, 05:53 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ପ୍ରତିଟି ଘଟଣାର ରାଜନୀତିକରଣ କରିବା ପାଇଁ ଗୋଟିଏ ବି ସୁଯୋଗ ଛାଡ଼େନାହିଁ ବୋଲି ଅଭିଯୋଗ ଆଣିଛି ବିଜେପି। ଜମ୍ମୁ-କଶ୍ମୀରରେ କଟକଣା ନଆଇ ଆମେରିକାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସରେ ସଂକଳ୍ପ ଆସିବାକୁ ନେଇ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ମନ୍ତବ୍ୟକୁ ନେଇ ବିଜେପି ଏଭଳି ପ୍ରତିକ୍ରିୟା ରଖିଛି।

ଏହି ପ୍ରସଙ୍ଗରେ ବିଜେପିର ଶୋଭା କାରାଣ୍ଡାଲଜେ ଟ୍ୱିଟ୍‌ କରି କହିଛନ୍ତି, “ଭାରତର ଅନ୍ତରୀଣ ମାମଲାରେ ଆମେରିକାର ହସ୍ତକ୍ଷେପକୁ ସମର୍ଥନ ଜଣାଇବା ଲଜ୍ଜାଜନକ। ପ୍ରଥମ ଥର ପାଇଁ ଜମ୍ମୁ-କଶ୍ମୀରରେ ବହୁତ କମ୍‌ ଆତଙ୍କୀ କାର୍ଯ୍ୟକଳାପ ହେଉଛି। ଲୋକେ ନିଜକୁ ସୁରକ୍ଷିତ ଅନୁଭବ କରୁଛନ୍ତି। କିନ୍ତୁ ଭାରତର ଘରୋଇ ପ୍ରସଙ୍ଗକୁ ନେଇ ରାଜନୀତି କରିବାରେ ଏବଂ ଦେଶକୁ ଅପମାନିତ କରିବାର କୌଣସି ସୁଯୋଗ ଛାଡ଼େନାହିଁ।”

ସେହିଭଳି ବେଙ୍ଗାଲୁରୁ ସାଂସଦ ତେଜସ୍ୱୀ ସୂର୍ଯ୍ୟ ମଧ୍ୟ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଭାରତର ଜାତୀୟ ସ୍ୱାର୍ଥକୁ ବିଭିନ୍ନ ସମୟରେ ଦେଶ ବାହାରେ ସମର୍ଥନ ଜଣାଇଛନ୍ତି। କିନ୍ତୁ ସେ ଭାରତର ଅନ୍ତରୀଣ ପ୍ରସଙ୍ଗରେ ଆମେରିକାକୁ ସମର୍ଥନ ଜଣାଇବା କଷ୍ଟ ଦେଇଛି। ଆମେରିକାରେ କଶ୍ମୀର ପ୍ରସଙ୍ଗ ଆଲୋଚନା ହେବାନେଇ ଥରୁର ଖୁସି ବ୍ୟକ୍ତ କରିବା ସହ କହିଥିଲେ ଏହା ପ୍ରଶଂସନୀୟ। ଅନ୍ୟପକ୍ଷରେ ଭାରତର ସଂସଦରେ କାହିଁକି ଏହି ପ୍ରସଙ୍ଗରେ ଆଲୋଚନା ହେଉନାହିଁ ସେ ପ୍ରଶ୍ନ ଉଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story