ସୁନନ୍ଦା ପୁଷ୍କର ହତ୍ୟା ମାମଲାରେ ବଢ଼ିଲା ଶଶିଙ୍କ ଅଡୁଆ: ଅଭିଯୁକ୍ତ ଭାବେ ହାଜର ହେବାକୁ କୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ହାଇପ୍ରୋଫାଇଲ୍ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ବଢ଼ିଲା କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଡୁଆ। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ଜୁଲାଇ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଚାର୍ଜସିଟରେ ପୋଲିସ ଶଶି ଥରୁରଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇ ଥିବାରୁ କୋର୍ଟ ତାଙ୍କୁ ଅଭିଯୁକ୍ତ ଭାବେ ନୋଟିସ୍ ଦେଇଛନ୍ତି। ଶଶିଙ୍କୁ ଅଭିଯୁକ୍ତ ବୋଲି ଗ୍ରହଣ କରିବା ପାଇଁ ଯଥେଷ୍ଟ କାରଣ ଥିବା କହିଛନ୍ତି କୋର୍ଟ। […]

sunanda-644x362

sunanda-644x362

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 08:35 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ହାଇପ୍ରୋଫାଇଲ୍ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ବଢ଼ିଲା କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଡୁଆ। ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇ ଜୁଲାଇ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଚାର୍ଜସିଟରେ ପୋଲିସ ଶଶି ଥରୁରଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଇ ଥିବାରୁ କୋର୍ଟ ତାଙ୍କୁ ଅଭିଯୁକ୍ତ ଭାବେ ନୋଟିସ୍ ଦେଇଛନ୍ତି। ଶଶିଙ୍କୁ ଅଭିଯୁକ୍ତ ବୋଲି ଗ୍ରହଣ କରିବା ପାଇଁ ଯଥେଷ୍ଟ କାରଣ ଥିବା କହିଛନ୍ତି କୋର୍ଟ। ୨୦୧୪ ଜାନୁଆରି ୧୭ ତାରିଖରେ ଦିଲ୍ଲୀର ଲୀଳା ପ୍ୟାଲେସରେ ସନ୍ଦେହଜନକ ଅବସ୍ଥାରେ ସୁନନ୍ଦା ପୁଷ୍କରଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ସେହି ସମୟରେ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସାମିଲ ଥିଲେ ଶଶି। ସେପଟେ ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର।

ମୃତ୍ୟୁର ଦୁଇ ଦିନ ପୂର୍ବରୁ ସୁନନ୍ଦା ସୋସିଏଲ୍ ମିଡିଆରେ ଅଭିଯୋଗ କରିଥିଲେ ଯେ ପାକିସ୍ତାନର ସାମ୍ବାଦିକ ମେହେର ତରାରଙ୍କ ସହିତ ଶଶିଙ୍କ ଆଫେୟାର୍ସ ଅଛି। ଏଥିପାଇଁ ସେ ବଞ୍ଚିବାକୁ ଚାହୁଁନଥିବା ବି ଶଶିଙ୍କୁ ଇମେଲ୍ ଦ୍ୱାରା ଲେଖିଥିଲେ ସୁନନ୍ଦା। ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବହୁ ଝଗଡ଼ା ମଧ୍ୟ ହେଉଥିଲା। ୨୦୧୦ ରେ ସୁନନ୍ଦା ଓ ଶଶିଙ୍କ ବାହାଘର ହୋଇଥିଲା।

[caption id="attachment_242494" align="aligncenter" width="964"] ପ୍ରଥମେ ଦିଲ୍ଲୀ ପୋଲିସ ଏହାକୁ ଏକ ହତ୍ୟାକାଣ୍ଡ ଭାବେ ଧରି ନେଇଥିଲା। ବିଷ ଦେଇ ସୁନନ୍ଦାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଥିଲା। କିନ୍ତୁ ପ୍ରାୟ ୪ ବର୍ଷ ପରେ ଦାଖଲ କରିଥିବା ୩ ହଜାର ପୃଷ୍ଠାର ଚାର୍ଜସିଟରେ ଦିଲ୍ଲୀ ପୋଲିସ ସ୍ପଷ୍ଟ କରିଛି ଯେ, ସୁନନ୍ଦା ଆତ୍ମହତ୍ୟା କରିଛନ୍ତି। ମାନସିକ ଅବସାଦର ଶିକାର ଥିବା ସୁନନ୍ଦା ମାତ୍ରାଧିକ ଔଷଧ ଖାଇ ଆତ୍ମହତ୍ୟା କରିଥିବା ଚାର୍ଜସିଟରେ ଦିଲ୍ଲୀ ପୋଲିସ ଉଲ୍ଲେଖ କରିଛି। କିନ୍ତୁ ଏଥିପାଇଁ ଶଶି ଥରୁରଙ୍କୁ ଦାୟୀ କରାଯାଇଛି। ପତ୍ନୀଙ୍କୁ ଅବହେଳା କରିବାରୁ ଶେଷରେ ସୁନନ୍ଦା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ପୋଲିସ ଦର୍ଶାଇଛି। ତେଣୁ ଆତ୍ମହତ୍ୟା ପାଇଁ ଶଶି ଉସୁକାଇଥିବା ଚାର୍ଜସିଟରେ ଉଲ୍ଲେଖ କରିଛି ଦିଲ୍ଲୀ ପୋଲିସ।[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story