କଂଗ୍ରେସରୁ ଲଢ଼ିବେ ଶତୃଘ୍ନ ସିହ୍ନା!

ନୂଆଦିଲ୍ଲୀ: ବିଜେପିର ‘ଇନ୍‌ ହାଉସ୍‌’ ସମାଲୋଚକ ତଥା ଅଭିନେତା ଶତୃଘ୍ନ ସିହ୍ନା ଆସନ୍ତା ସାଧାରଣ ନିର୍ବାଚନ କଂଗ୍ରେସ ଟିକେଟ୍‌ରୁ ଲଢ଼ିବେ ବୋଲି ଜଣାପଡ଼ିଛି। ସେ ୨୦୧୪ରେ ବିଜେପି ଟିକେଟ୍‌ରୁ ବିହାରର ପାଟଣା ସାହିବରୁ ଜିତିଥିଲେ। କିନ୍ତୁ ସେ ସର୍ବଦା ଦଳରେ ରହି ବିଜେପିକୁ ସମାଲୋଚନା କରି ଆସୁଛନ୍ତି। ବିଶେଷ କରି ଶ୍ରୀ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି। ଏହାସତ୍ତ୍ୱେ ମଧ୍ୟ ତାଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ନେଉନାହିଁ କିମ୍ବା ଶତୃଘ୍ନ ମଧ୍ୟ ଦଳ […]

sa

sa

Hemant Lenka
  • Published: Wednesday, 20 March 2019
  • Updated: 20 March 2019, 04:24 PM IST

Sports

Latest News

ନୂଆଦିଲ୍ଲୀ: ବିଜେପିର ‘ଇନ୍‌ ହାଉସ୍‌’ ସମାଲୋଚକ ତଥା ଅଭିନେତା ଶତୃଘ୍ନ ସିହ୍ନା ଆସନ୍ତା ସାଧାରଣ ନିର୍ବାଚନ କଂଗ୍ରେସ ଟିକେଟ୍‌ରୁ ଲଢ଼ିବେ ବୋଲି ଜଣାପଡ଼ିଛି। ସେ ୨୦୧୪ରେ ବିଜେପି ଟିକେଟ୍‌ରୁ ବିହାରର ପାଟଣା ସାହିବରୁ ଜିତିଥିଲେ। କିନ୍ତୁ ସେ ସର୍ବଦା ଦଳରେ ରହି ବିଜେପିକୁ ସମାଲୋଚନା କରି ଆସୁଛନ୍ତି।

ବିଶେଷ କରି ଶ୍ରୀ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରୁଛନ୍ତି। ଏହାସତ୍ତ୍ୱେ ମଧ୍ୟ ତାଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ନେଉନାହିଁ କିମ୍ବା ଶତୃଘ୍ନ ମଧ୍ୟ ଦଳ ଛାଡ଼ୁନାହାନ୍ତି। ତେଣୁ ଏଥର ଦଳ ତାଙ୍କୁ ପାଟଣା ସାହିବରୁ ପ୍ରାର୍ଥୀ କରିବ ନାହିଁ ବୋଲି ଜଣାପଡ଼ିଛି।

ଶତୃଘ୍ନଙ୍କ ବଦଳରେ ଏହି ଆସନରେ ବିଜେପି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ପ୍ରାର୍ଥୀ କରିବ। ତଥାପି ଆଜି ଶତୃଘ୍ନ ଦଳ ବିରୋଧରେ ମତ ଦେବା ସହ ସେ ନିଶ୍ଚିତ ଭାବେ ୨୦୧୯ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି। ସେ କହିଛନ୍ତି, ମୁଁ ଆସନ୍ତା ନିର୍ବାଚନରେ ପାଟଣା ସାହିବରୁ ହିଁ ପ୍ରାର୍ଥୀ ହେବି। ଏଥିସହ ଏକାଧିକ ଟ୍ୱିଟ୍‌ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ତୀବ୍ର ସମାଲୋଚନା କରିଛନ୍ତି।

ଏହାପୂର୍ବରୁ ବିରୋଧୀଙ୍କ ପକ୍ଷରୁ ବିଜେପି ବିରୋଧରେ ହେଉଥିବା ଏକାଧିକ ରାଲିରେ ମଧ୍ୟ ଶତୃଘ୍ନ ଯୋଗଦେବାର ନଜିର ରହିଛି। ତେଣୁ ଏବେ ସେ କଂଗ୍ରେସରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ଆଉ କିଛି ରିପୋର୍ଟରେ ସେ ଆରଜେଡିରେ ମିଶିବେ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story