ଶୀନା ହତ୍ୟାକାଣ୍ଡ ମାମଲା: ଡିଏନ୍ଏ ଟେଷ୍ଟରୁ ପ୍ରମାଣିତ ହେଲା ରାଇଗଡ଼ ଜଙ୍ଗଲରୁ ମିଳିଥିବା ଦେହାବଶେଷ ଶୀନାଙ୍କର

ମୁମ୍ବାଇ: ହାଇପ୍ରୋଫାଇଲ ଶୀନା ବୋରା ମର୍ଡର ମାମଲାରେ ପୋଲିସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପ୍ରମାଣ। ମହାରାଷ୍ଟ୍ରର ରାଇଗଡ ଜଙ୍ଗଲରୁ ମିଳିଥିବା ଯୁବତୀଙ୍କ ଦେହାବଶେଷ ଶୀନାଙ୍କ ବୋଲି ଫରେନସିକ୍ ଆନାଲିସସ୍ ରିପୋର୍ଟରେ ସ୍ପଷ୍ଟ ହୋଇଛି ।  କାଲିନାସ୍ଥିତ ଫରେନସିକ୍ ସାଇନ୍ସ ଲାବୋରାଟୋରୀ  ଶୀନାଙ୍କ ମା’ ତଥା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ଯୁବତୀଙ୍କ ଦେହାବଶେଷର ଡିଏନଏ ନମୂନାର ବିଶ୍ଲେଷଣ କରିଥିଲା । ଆଉ ଏଥିରେ ଦେହାବଶେଷ ଶୀନାଙ୍କ ବୋଲି ସ୍ପଷ୍ଟ ହୋଇଥିଲା। ସେପଟେ ମୁମ୍ୱାଇର ଏକ ଅଦାଲତ […]

sheena

sheena

Rakesh Mallick
  • Published: Monday, 07 September 2015
  • Updated: 07 September 2015, 04:08 PM IST

Sports

Latest News

sheenaମୁମ୍ବାଇ: ହାଇପ୍ରୋଫାଇଲ ଶୀନା ବୋରା ମର୍ଡର ମାମଲାରେ ପୋଲିସକୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ପ୍ରମାଣ। ମହାରାଷ୍ଟ୍ରର ରାଇଗଡ ଜଙ୍ଗଲରୁ ମିଳିଥିବା ଯୁବତୀଙ୍କ ଦେହାବଶେଷ ଶୀନାଙ୍କ ବୋଲି ଫରେନସିକ୍ ଆନାଲିସସ୍ ରିପୋର୍ଟରେ ସ୍ପଷ୍ଟ ହୋଇଛି ।  କାଲିନାସ୍ଥିତ ଫରେନସିକ୍ ସାଇନ୍ସ ଲାବୋରାଟୋରୀ  ଶୀନାଙ୍କ ମା’ ତଥା ମାମଲାର ମୁଖ୍ୟ ଅଭିଯୁକ୍ତ ଇନ୍ଦ୍ରାଣୀ ମୁଖାର୍ଜୀ ଏବଂ ଯୁବତୀଙ୍କ ଦେହାବଶେଷର ଡିଏନଏ ନମୂନାର ବିଶ୍ଲେଷଣ କରିଥିଲା । ଆଉ ଏଥିରେ ଦେହାବଶେଷ ଶୀନାଙ୍କ ବୋଲି ସ୍ପଷ୍ଟ ହୋଇଥିଲା। ସେପଟେ ମୁମ୍ୱାଇର ଏକ ଅଦାଲତ ଇନ୍ଦ୍ରାଣୀ ଏବଂ ତାଙ୍କ ଡ୍ରାଇଭର ଶ୍ୟାମବର୍ ରାଇଙ୍କୁ ୧୪ ଦିନ ପାଇଁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ତେବେ ତୃତୀୟ ଅଭିଯୁକ୍ତ ଇନ୍ଦ୍ରାଣୀଙ୍କ ପୂର୍ବତନ ସ୍ୱାମୀ ସଞ୍ଜୀବ ଖାନ୍ନାଙ୍କୁ  ଅଧିକ ଜେରା ଲାଗି କୋଲକତାକୁ ନିଆଯାଇଛି । ମିଡିଆ ଟାଇକୁନ୍ ପିଟର ମୁଖାର୍ଜୀଙ୍କ ପତ୍ନୀ ଇନ୍ଦ୍ରାଣୀ, ସଞ୍ଜୀବ ଓ ଶ୍ୟାମବରଙ୍କ ସହାୟତାରେ ୨୦୧୨ରେ ଶୀନାଙ୍କୁ ହତ୍ୟା କରି ରାଇଗଡର ଏକ ଜଙ୍ଗଲରେ ମୃତଦେହ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story