ରାମ ମନ୍ଦିର ବିବାଦ: ଡିସେମ୍ବର ୫ସୁଦ୍ଧା ଉଭୟ ପକ୍ଷ କୋର୍ଟରେ ଦାଖଲ କରିବେ ସହମତି ପତ୍ର

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ବିବାଦର ସମାଧାନ ପାଇଁ ଆଗକୁ ଆସିଛନ୍ତି ସିଆ ୱାକଫ୍ ବୋର୍ଡ ଓ ମହନ୍ତ ଧର୍ମଦାସ ମହାରାଜ। ଉଭୟଙ୍କ ମଧ୍ୟରେ ଆଜି ଆଲୋଚନା ହୋଇଥିଲା। ଡିସେମ୍ବର ୫ ତାରିଖ ସୁଦ୍ଧା କୋର୍ଟଙ୍କ ନିକଟରେ ଉଭୟ ସହମତି ପତ୍ର ଦାଖଲ କରିବେ ବୋଲି ନିଷ୍ପତ୍ତି ହୋଇଛି। ଆଲୋଚନା ସକାରାତ୍ମକ ଥିବା କହିଛନ୍ତି ମହନ୍ତ ଧର୍ମଦାସା। ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ରାଜି ଥିବା ସଙ୍କେତ ବି ଦେଇଛନ୍ତି। ବ୍ରାବି […]

62679-gldbdpsvtm-1499614112

62679-gldbdpsvtm-1499614112

Rakesh Mallick
  • Published: Monday, 13 November 2017
  • Updated: 13 November 2017, 12:12 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ବିବାଦର ସମାଧାନ ପାଇଁ ଆଗକୁ ଆସିଛନ୍ତି ସିଆ ୱାକଫ୍ ବୋର୍ଡ ଓ ମହନ୍ତ ଧର୍ମଦାସ ମହାରାଜ। ଉଭୟଙ୍କ ମଧ୍ୟରେ ଆଜି ଆଲୋଚନା ହୋଇଥିଲା। ଡିସେମ୍ବର ୫ ତାରିଖ ସୁଦ୍ଧା କୋର୍ଟଙ୍କ ନିକଟରେ ଉଭୟ ସହମତି ପତ୍ର ଦାଖଲ କରିବେ ବୋଲି ନିଷ୍ପତ୍ତି ହୋଇଛି। ଆଲୋଚନା ସକାରାତ୍ମକ ଥିବା କହିଛନ୍ତି ମହନ୍ତ ଧର୍ମଦାସା। ବିବାଦର ସମାଧାନ ପାଇଁ ଉଭୟ ପକ୍ଷ ରାଜି ଥିବା ସଙ୍କେତ ବି ଦେଇଛନ୍ତି। ବ୍ରାବି ମସ୍ଜିଦ୍ ଏବଂ ରାମ ମନ୍ଦିର ନିର୍ମାଣକୁ ନେଇ ଲାଗିରହିଥିବା ବିବାଦକୁ କୋର୍ଟ ବାହାରେ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ସବୋର୍ଚ୍ଚ ଅଦାଲତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story