କଂଗ୍ରେସ ଗଲେ ‘ଅଙ୍ଗୁରୀ’, ଲୋକେ କହିଲେ ‘ଭାବୀଜୀ ଗଲତ୍‌ ପକ୍‌ଡ଼େ ହୈଁ’

ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘ଭାବୀଜୀ ଘର୍ ପର୍ ହୈ’ରେ ‘ଅଙ୍ଗୁରୀ ଭାବୀ’ ଚରିତ୍ରରେ ଚିହ୍ନାମୁହଁ ପାଲଟିବା ପରେ ବିଗ୍‌ବସ୍‌-୧୧ ବିଜେତା ହୋଇଥିବା ଅଙ୍ଗୁରୀ ଭାବୀ ମଙ୍ଗଳବାର କଂଗ୍ରେସରେ ମିଶିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ସଞ୍ଜୟ ନିରୂପମଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିଛନ୍ତି। ୪୨ ବର୍ଷ ବୟସରେ ଉପନୀତ ହୋଇସାରିଥିବା ଶିଳ୍ପା ଯଦିଓ ୧୯୯୯ ମସିହାରୁ ଟିଭି କ୍ୟାରିଅର ଆରମ୍ଭ କରିଥିଲେ, ସେ ‘ଭାବୀଜୀ ଘର୍ ପର୍ ହୈ’ରେ ଲୋକପ୍ରିୟ ହୋଇଥିଲେ। କିନ୍ତୁ ୨୦୧୬ ମସସିହାରେ ପ୍ରଯୋଜକଙ୍କ ସହିତ […]

bhabiji

Subrat Kumar Nayak
  • Published: Wednesday, 06 February 2019
  • , Updated: 06 February 2019, 03:04 PM IST

ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘ଭାବୀଜୀ ଘର୍ ପର୍ ହୈ’ରେ ‘ଅଙ୍ଗୁରୀ ଭାବୀ’ ଚରିତ୍ରରେ ଚିହ୍ନାମୁହଁ ପାଲଟିବା ପରେ ବିଗ୍‌ବସ୍‌-୧୧ ବିଜେତା ହୋଇଥିବା ଅଙ୍ଗୁରୀ ଭାବୀ ମଙ୍ଗଳବାର କଂଗ୍ରେସରେ ମିଶିଛନ୍ତି। ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ସଞ୍ଜୟ ନିରୂପମଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିଛନ୍ତି।

୪୨ ବର୍ଷ ବୟସରେ ଉପନୀତ ହୋଇସାରିଥିବା ଶିଳ୍ପା ଯଦିଓ ୧୯୯୯ ମସିହାରୁ ଟିଭି କ୍ୟାରିଅର ଆରମ୍ଭ କରିଥିଲେ, ସେ ‘ଭାବୀଜୀ ଘର୍ ପର୍ ହୈ’ରେ ଲୋକପ୍ରିୟ ହୋଇଥିଲେ। କିନ୍ତୁ ୨୦୧୬ ମସସିହାରେ ପ୍ରଯୋଜକଙ୍କ ସହିତ କୌଣସି ମତାନ୍ତର କାରଣରୁ ସେ ଶୋ’ ଛାଡ଼ିଥିଲେ। ବର୍ତ୍ତମାନ ଶୁଭାଙ୍ଗୀ ଆଟ୍ରେ ଏହି ଭୂମିକା ନିଭାଉଛନ୍ତି। ୨୦୧୭ ମସସିହା ବିଗବ୍‌ସ୍‌ ସଂସ୍କରଣର ବିଜେତା ହୋଇଥିଲେ ଶିଳ୍ପା।

ତେବେ ସେ କଂଗ୍ରେସରେ ଯୋଗଦେବାକୁ ନେଇ ସୋଶାଲ ମିଡିଆରେ ଏବେ ଚର୍ଚ୍ଚା ଜୋର ଧରିଛି।

https://twitter.com/AntiquityBlue/status/1092772634927001600

https://twitter.com/ShilpaSJokeS/status/1092755161121017857
https://twitter.com/IMegLeo/status/1092764470487715840
https://twitter.com/RohitSometimes/status/1092746061704192001
https://twitter.com/lavanyasharma05/status/1092753776245645312

Related story