ଶୀନା ହତ୍ୟାକାଣ୍ଡ: ଇନ୍ଦ୍ରାଣୀ ଓ ପିଟରଙ୍କୁ ମୁହାଁମୁହିଁ  ବସାଇ ଜେରା

ମୁମ୍ବାଇ: ବହୁ ଚର୍ଚ୍ଚିତ ଶୀନା ବୋରା ହତ୍ୟାକାଣ୍ଡ ମାମଲାରେ ବୁଧବାର ମୁମ୍ବାଇ ପୋଲିସ୍ ଇନ୍ଦ୍ରାଣୀ ଓ ପିଟର ମୁଖାର୍ଜୀ ସାମ୍ନାସାମ୍ନି ବସାଇ ପଚରାଉଚରା କରିଛି। ମୁମ୍ବାଇର ଖାର ପୁଲିସ୍ ଥାନାକୁ ସେମାନଙ୍କୁ ଅଣାଯାଇଥିଲା। ଥାନାରେ ଦୁଇ ଜଣଙ୍କୁ ମୁହାଁମୁହିଁ ବସା ଯାଇ ଜେରା କରାଯାଇଥିଲା। ଜେରା ବେଳେ ଇନ୍ଦ୍ରାଣୀ କାନ୍ଦି ପକାଇ ଥିଲେ। ସୂଚନାଯୋଗ୍ୟ, ପିଟର ହେଉଛନ୍ତି ଇନ୍ଦ୍ରାଣୀଙ୍କ ତୃତୀୟ ସ୍ୱାମୀ। ଏ ମାମଲାରେ ତାଙ୍କୁ ଏଯାବତ ପୋଲିସ୍ ପଚରାଉଚରା କରି ନଥିଲା। ପିଟର ମୂଳରୁ କହି […]

indraneepetre

indraneepetre

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 10:29 AM IST

Sports

Latest News

ମୁମ୍ବାଇ: ବହୁ ଚର୍ଚ୍ଚିତ ଶୀନା ବୋରା ହତ୍ୟାକାଣ୍ଡ ମାମଲାରେ ବୁଧବାର ମୁମ୍ବାଇ ପୋଲିସ୍ ଇନ୍ଦ୍ରାଣୀ ଓ ପିଟର ମୁଖାର୍ଜୀ ସାମ୍ନାସାମ୍ନି ବସାଇ ପଚରାଉଚରା କରିଛି। ମୁମ୍ବାଇର ଖାର ପୁଲିସ୍ ଥାନାକୁ ସେମାନଙ୍କୁ ଅଣାଯାଇଥିଲା। ଥାନାରେ ଦୁଇ ଜଣଙ୍କୁ ମୁହାଁମୁହିଁ ବସା ଯାଇ ଜେରା କରାଯାଇଥିଲା। ଜେରା ବେଳେ ଇନ୍ଦ୍ରାଣୀ କାନ୍ଦି ପକାଇ ଥିଲେ।

ସୂଚନାଯୋଗ୍ୟ, ପିଟର ହେଉଛନ୍ତି ଇନ୍ଦ୍ରାଣୀଙ୍କ ତୃତୀୟ ସ୍ୱାମୀ। ଏ ମାମଲାରେ ତାଙ୍କୁ ଏଯାବତ ପୋଲିସ୍ ପଚରାଉଚରା କରି ନଥିଲା। ପିଟର ମୂଳରୁ କହି ଆସୁଛନ୍ତି ଯେ ସୀନା ଇନ୍ଦ୍ରାଣୀଙ୍କର ଝିଅ ବୋଲି ସେ ଜାଣି ନଥିଲେ। ସେ ଜାଣିଥିଲେ ଯେ ସୀନ ହେଉଛନ୍ତି ଇନ୍ଦ୍ରାଣୀଙ୍କୁ ସାନ ଭଉଣୀ।

ସୀନା ପିଟରଙ୍କ ପୁଅ ରାହୁଲ (ପିଟରଙ୍କ ପ୍ରଥମ ପତ୍ନୀ)ଙ୍କୁ ଭଲ ପାଉଥିଲେ ଓ ବିବାହ କରିବାକୁ ଚାହୁଁଥିଲେ। ଏପରିକି ଦୁହିଁଙ୍କ ମଧ୍ୟରେ ନିର୍ବନ୍ଧ ମଧ୍ୟ ସରି ଯାଇଥିଲା। ତେବେ ଇନ୍ଦ୍ରାଣୀ ଏ ସଂପର୍କକୁ ମାନିବାକୁ ରାଜି ନଥିଲେ। ତେଣୁ ସେ ଶୀନାଙ୍କୁ ହତ୍ୟା କରିଥିବା କୁହାଯାଉଛି। ତେବ ପୋଲିସ୍ ସଂପତ୍ତି ଭାଗବଣ୍ଟା ଆଦି ଦିଗ ପ୍ରତି ମଧ୍ୟ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story