ଶିବସେନା ନେତାଙ୍କ କାର ଧକ୍କାରେ ପ୍ରାଣ ହରାଇଲେ ତିନିଜଣ ସ୍କୁଲ ଛାତ୍ରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଯାଉଥିବା ବେଳେ ମାଡିଗଲା କାର ଏଥିରେ ୨ଜଣ ଛାତ୍ରୀ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଆଉ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ମହାରାଷ୍ଟ୍ରର ବାରମତିରେ ଶିବସେନାର ଜଣେ ନେତାଙ୍କ କାର ତିନିଜଣ ସ୍କୁଲ ଛାତ୍ରୀଙ୍କ ଉପରେ ମାଡିଯାଇଥିଲା। କାର ଏତେ ଦ୍ରୁତ ଗତିରେ ଯାଉଥିଲା ଯେ, ଘଟଣାସ୍ଥଳରେ ହିଁ ୨ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ଏହାପରେ ରାସ୍ତା ତଳକୁ ଖସିଯାଇ କାରଟି ଜଳିଯାଇଥିଲା। ପୋଲିସ ସମ୍ପୃକ୍ତ ଶିବସେନା ନେତାଙ୍କୁ ଅଟକ […]

Rakesh Mallick
  • Published: Thursday, 12 October 2017
  • Updated: 12 October 2017, 04:29 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍କୁଲ ଯାଉଥିବା ବେଳେ ମାଡିଗଲା କାର ଏଥିରେ ୨ଜଣ ଛାତ୍ରୀ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି। ଆଉ ଜଣେ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆଜି ମହାରାଷ୍ଟ୍ରର ବାରମତିରେ ଶିବସେନାର ଜଣେ ନେତାଙ୍କ କାର ତିନିଜଣ ସ୍କୁଲ ଛାତ୍ରୀଙ୍କ ଉପରେ ମାଡିଯାଇଥିଲା। କାର ଏତେ ଦ୍ରୁତ ଗତିରେ ଯାଉଥିଲା ଯେ, ଘଟଣାସ୍ଥଳରେ ହିଁ ୨ଜଣ ଛାତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ଏହାପରେ ରାସ୍ତା ତଳକୁ ଖସିଯାଇ କାରଟି ଜଳିଯାଇଥିଲା। ପୋଲିସ ସମ୍ପୃକ୍ତ ଶିବସେନା ନେତାଙ୍କୁ ଅଟକ ରଖିଛି। ତେବେ ରାସ୍ତାରେ ଏକ ବଡ଼ ଗାତ ଥିବାରୁ କାରଟି ଭାରସାମ୍ୟ ହରାଇ ଛାତ୍ରୀଙ୍କ ଉପରେ ମାଡିଯାଇଥିବା ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story