ମୋ କହିବା ଅନୁସାରେ ସ୍ତମ୍ଭ ଲେଖିଥିଲେ ଶୋଭା ଦେ': ପୂର୍ବତନ ପାକ୍‌ ରାଷ୍ଟ୍ରଦୂତ

ଇସ୍‌ଲାମାବାଦ୍‌: ବିବାଦୀୟ ସ୍ତମ୍ଭକାର ଶୋଭା ଦେ’ଙ୍କୁ ନେଇ ମୁଣ୍ଡ ଟେକିଛି ନୂଆ ବିବାଦ। ୨୦୧୬ ମସିହାରେ ଆତଙ୍କବାଦୀ ବୁରହାନ୍‌ ୱାନିର ମୃତ୍ୟୁ ପରେ ପୂର୍ବତନ ପାକିସ୍ତାନ ରାଷ୍ଟ୍ରଦୂତ ଅବଦୁଲ ବସିରଙ୍କ କହିବା ଅନୁସାରେ ସେ କଶ୍ମୀରକୁ ନେଇ ଏକ ଆର୍ଟିକଲ ଲେଖିଥିଲେ ବୋଲି ଏକ ସାକ୍ଷାତକାରରେ ନିଜେ ବସିର କହିଛନ୍ତି। ସୂଚନାଯୋଗ୍ୟ, ୨୦୧୬ ମସିହାରେ ନିଜ ସ୍ତମ୍ଭରେ ଶୋଭା ଏଭଳି କିଛି କଥା ଲେଖିଥିଲେ ଯାହା ପାକିସ୍ତାନକୁ ପର ମୂହୁର୍ତ୍ତରେ ଇନ୍ଧନ ଯୋଗାଇଥିଲା। ବୁରହାନ ୱାନି ଜଣେ […]

shobha-de

shobha-de

Subrat Kumar Nayak
  • Published: Monday, 12 August 2019
  • Updated: 12 August 2019, 10:48 PM IST

Sports

Latest News

ଇସ୍‌ଲାମାବାଦ୍‌: ବିବାଦୀୟ ସ୍ତମ୍ଭକାର ଶୋଭା ଦେ'ଙ୍କୁ ନେଇ ମୁଣ୍ଡ ଟେକିଛି ନୂଆ ବିବାଦ। ୨୦୧୬ ମସିହାରେ ଆତଙ୍କବାଦୀ ବୁରହାନ୍‌ ୱାନିର ମୃତ୍ୟୁ ପରେ ପୂର୍ବତନ ପାକିସ୍ତାନ ରାଷ୍ଟ୍ରଦୂତ ଅବଦୁଲ ବସିରଙ୍କ କହିବା ଅନୁସାରେ ସେ କଶ୍ମୀରକୁ ନେଇ ଏକ ଆର୍ଟିକଲ ଲେଖିଥିଲେ ବୋଲି ଏକ ସାକ୍ଷାତକାରରେ ନିଜେ ବସିର କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ନିଜ ସ୍ତମ୍ଭରେ ଶୋଭା ଏଭଳି କିଛି କଥା ଲେଖିଥିଲେ ଯାହା ପାକିସ୍ତାନକୁ ପର ମୂହୁର୍ତ୍ତରେ ଇନ୍ଧନ ଯୋଗାଇଥିଲା। ବୁରହାନ ୱାନି ଜଣେ ଆତଙ୍କବାଦୀ ହୋଇଥିଲେ ମଧ୍ୟ ୱାନିର ମୃତ୍ୟୁ ପରେ ଶୋଭା ଏଭଳି ଆର୍ଟିକଲ ଲେଖି ସେହି ପ୍ରସଙ୍ଗକୁ ଆହୁରି ବିବାଦୀୟ କରିଦେଇ ଥିଲେ।

ତେବେ ଅବଦୁଲ ବସିରଙ୍କ ଏହି ଦାବିକୁ ଖଣ୍ଡନ କରିଛନ୍ତି ଶୋଭା। ସେ କହିଛନ୍ତି, "ମୁଁ ଏହି ପ୍ରସଙ୍ଗରେ ମୁହଁ ଖୋଲିନଥାନ୍ତି, କିନ୍ତୁ ମିଛ ଉପରୁ ପରଦା ହଟାଇବାକୁ ହେବ। ବସିର ମିଛ କଥା କହି ମୋତେ ଏବଂ ଭାରତକୁ ବଦନାମ କରିବାକୁ ଚାହୁଁଛନ୍ତି। ମୁଁ ଚଳିତ ବର୍ଷ ଜୟପୁର ସାହିତ୍ୟ ଉତ୍ସବରେ ପ୍ରଥମ ଥର ପାଇଁ ତାଙ୍କୁ ଭେଟିଥିଲି। ସେଥର ମାତ୍ର ୩ ମିନିଟ୍‌ର କଥାବାର୍ତ୍ତାରେ ଆମେ ଚାଇନା ବାବଦରେ ହିଁ କଥା ହୋଇଥିଲୁ। ଅଥଚ୨୦୧୬ ମସିହାରେ ଲେଖିଥିବା ଲେଖା ବାବଦରେ ସେ କହୁଛନ୍ତି। ମୁଁ ଜଣେ ଦେଶପ୍ରେମୀ ଏବଂ ଗର୍ବିତ ଭାରତୀୟ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story