ଶ୍ରମିକ ସଂଗଠନର ବନ୍ଦ ଡାକରା, ସାରାଦେଶରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ

ନୂଆଦିଲ୍ଲୀ: ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବା, ବେକାର ଲୋକଙ୍କୁ ନିଯୁକ୍ତି ଦେବା ଓ ଶ୍ରମିକମାନଙ୍କ ସର୍ବନିମ୍ନ ମାସିକ ମଜୁରୀ ୧୫ ହଜାର ଟଙ୍କାକୁ ବୃଦ୍ଧି କରିବା ସହିତ ୧୨ ଦଫା ଦାବିରେ ଆଜି ଦେଶର ୧୦ରୁ ଅଧିକ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏଥିରେ ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀମାନେ ସାମିଲ ହୋଇଛନ୍ତି। ସାରା ଦେଶରେ ୧୫ କୋଟିରୁ ଅଧିକ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ […]

strike

strike

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 08:59 AM IST

Sports

Latest News

ନୂଆଦିଲ୍ଲୀ: ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟ ହ୍ରାସ କରିବା, ବେକାର ଲୋକଙ୍କୁ ନିଯୁକ୍ତି ଦେବା ଓ ଶ୍ରମିକମାନଙ୍କ ସର୍ବନିମ୍ନ ମାସିକ ମଜୁରୀ ୧୫ ହଜାର ଟଙ୍କାକୁ ବୃଦ୍ଧି କରିବା ସହିତ ୧୨ ଦଫା ଦାବିରେ ଆଜି ଦେଶର ୧୦ରୁ ଅଧିକ ଶ୍ରମିକ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଏଥିରେ ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀମାନେ ସାମିଲ ହୋଇଛନ୍ତି। ସାରା ଦେଶରେ ୧୫ କୋଟିରୁ ଅଧିକ କର୍ମଚାରୀ ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି।

ଦିଲ୍ଲୀ ଓ ଏନସିଆରରେ ବନ୍ଦ ପ୍ରଭାବ ସକାଳୁ ସକାଳୁ ଆରମ୍ଭ ହୋଇଯାଇଥିଲା। ବନ୍ଦ ଯୋଗୁ ଆଜି ଏଠାରେ ଗାଡ଼ିମୋଟର ଚଳାଚଳ ବନ୍ଦ ରହିଥିବା ବେଳେ ୯୦ ହଜାର ଅଟୋ ରାସ୍ତାକୁ ଓହ୍ଲାଇ ନଥିଲେ। ତେବେ ବନ୍ଦ ବେଳେ କାଁ ଭାଁ ଗାଡ଼ି ଚଳାଚଳକୁ ନେଇ ଗଣ୍ଡଗୋଳ ହୋଇଥିଲା। ଜଣେ ଅଟୋ ଡ୍ରାଇଭରଙ୍କୁ ଆନ୍ଦୋଳନକାରୀ ମାଡ଼ ମାରି ଥିଲେ।

ସେହିପରି ତେଲେଙ୍ଗାନା, ଆନ୍ଧ୍ର ପ୍ରେଦଶ, ଓଡ଼ିଶା, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ମଧ୍ୟ ଶ୍ରମିକ ସଂଗଠନଗୁଡ଼ିକ ବନ୍ଦ ପାଳନ କରିଛନ୍ତି।

ଆଜି ବନ୍ଦ ପାଳନ ବେଳେ ପଶ୍ଚିମ ବଙ୍ଗ ଓ କେରଳରେ ହିଂସା ଦେଖାଯାଇଥିଲା। ପଶ୍ଚିମ ବଙ୍ଗର ଉତ୍ତର ପ୍ରଗଣା ଜିଲ୍ଲାରେ ଆନ୍ଦୋଳନକାରୀ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଫଳରେ ପୋଲିସ୍ ଲାଠି ଚାର୍ଜ କରିଥିଲା। କେରଳରେ ମଧ୍ୟ ବନ୍ଦ ବେଳେ ହିଂସା ହୋଇଥିବା ଖବର ମିଳିଛି।

ବନ୍ଦ ଯୋଗୁ ସାରା ଦେଶରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଏହା ସହିତ ବିଭିନ୍ନ ସ୍ଥାନରେ ବସ୍ ଚଳାଚଳ ସହିତ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ଫଳରେ ଲୋକେ ଯିବାଆସିବା କରିବାରେ ବଡ଼ ଅସୁବିଧାରେ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story