ଶ୍ରୀନଗରରେ ହିଂସା, ୫ ଗୁରୁତର, ୩ ବିଚ୍ଛିନ୍ନତାବାଦୀ ନେତା ନଜରବନ୍ଦୀ

ଜମ୍ମୁ: ଶ୍ରୀନଗରରେ ଶୁକ୍ରବାର ନମାଜ ପାଠ ପରେ ପାକିସ୍ତାନ ଓ  ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ର ପତାକା ଉଡାଯାଇଛି। ଏହାସହ ବିକ୍ଷୋଭକାରୀ ମାନେ ପଥରମାଡ ମଧ୍ୟ କରିଛନ୍ତି। ଇଦଗାହା ଅଞ୍ଚଳରେ ବିକ୍ଷୋଭକାରୀଙ୍କୁ କାବୁ କରିବା ପାଇଁ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛନ୍ତି। ଏପଟେ ଅନନ୍ତନାଗରେ ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଠେଲାପେଲା ହେବାରୁ ୫ ଜଣ ଆହତ ହେବା ସହ କିଛି ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଛନ୍ତି। ଏହି ହିଂସା ଘଟିବା ପରେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ […]

nationa

nationa

Rakesh Mallick
  • Published: Friday, 25 September 2015
  • Updated: 25 September 2015, 05:17 PM IST

Sports

Latest News

nationaଜମ୍ମୁ: ଶ୍ରୀନଗରରେ ଶୁକ୍ରବାର ନମାଜ ପାଠ ପରେ ପାକିସ୍ତାନ ଓ  ଇସଲାମିକ୍ ଷ୍ଟେଟ୍ (ଆଇଏସ୍)ର ପତାକା ଉଡାଯାଇଛି। ଏହାସହ ବିକ୍ଷୋଭକାରୀ ମାନେ ପଥରମାଡ ମଧ୍ୟ କରିଛନ୍ତି। ଇଦଗାହା ଅଞ୍ଚଳରେ ବିକ୍ଷୋଭକାରୀଙ୍କୁ କାବୁ କରିବା ପାଇଁ ସୁରକ୍ଷାକର୍ମୀ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଛନ୍ତି। ଏପଟେ ଅନନ୍ତନାଗରେ ବିକ୍ଷୋଭକାରୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଠେଲାପେଲା ହେବାରୁ ୫ ଜଣ ଆହତ ହେବା ସହ କିଛି ସୁରକ୍ଷାକର୍ମୀ ସାମାନ୍ୟ ଆହତ ହୋଇଛନ୍ତି। ଏହି ହିଂସା ଘଟିବା ପରେ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମାଲିକ୍, ମୀରା ୱାଇଜ୍ ଅମର ଫାରୁକ୍ ଏବଂ ଶୟେଦ ଅଲ୍ଲୀ ଶାହା ଗିଲାନୀଙ୍କୁ ନଜର ବନ୍ଦୀ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story