୨୦୨୨ ସୁଦ୍ଧା ସବୁ ଗାଁକୁ ବ୍ରଡ଼ବ୍ୟାଣ୍ଡ ସଂଯୋଗ କରିବେ ମୋଦି ସରକାର

ନୂଆଦିଲ୍ଲୀ: ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (ଏନବିଏମ)ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସଞ୍ଚାର, ଆଇନ ଓ ନ୍ୟାୟ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ। ଏହି ଏନବିଏମ ଯୋଜନା ଜନସାଧାରଣଙ୍କ ସମସ୍ତ ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ଦେଶରେ ଡିଜିଟାଲ ସଞ୍ଚାର ଭିତିଭୂମିରେ ଦ୍ରୁତ ପ୍ରଗତି ଆଣିବ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି। ଏହି ଅବସରରେ ଏନବିଏମର ଲୋଗୋ ଏବଂ ଏକ ବୁକଲେଟ ଉନ୍ମୋଚନ କରିଛନ୍ତି ସୂଚନା ଓ ପ୍ରଯୁକ୍ତି […]

Ravi_Shankar_Prasad

Ravi_Shankar_Prasad

Subhransu Sekhar
  • Published: Wednesday, 18 December 2019
  • Updated: 18 December 2019, 04:02 PM IST

Sports

Latest News

ନୂଆଦିଲ୍ଲୀ: ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (ଏନବିଏମ)ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସଞ୍ଚାର, ଆଇନ ଓ ନ୍ୟାୟ ଏବଂ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ। ଏହି ଏନବିଏମ ଯୋଜନା ଜନସାଧାରଣଙ୍କ ସମସ୍ତ ଆଶା ଆକାଂକ୍ଷାକୁ ପୂରଣ କରିବା ସହିତ ଦେଶରେ ଡିଜିଟାଲ ସଞ୍ଚାର ଭିତିଭୂମିରେ ଦ୍ରୁତ ପ୍ରଗତି ଆଣିବ ବୋଲି ରବି ଶଙ୍କର ପ୍ରସାଦ କହିଛନ୍ତି। ଏହି ଅବସରରେ ଏନବିଏମର ଲୋଗୋ ଏବଂ ଏକ ବୁକଲେଟ ଉନ୍ମୋଚନ କରିଛନ୍ତି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ।

ଡିଜିଟାଲ ସଞ୍ଚାର ଭିତିଭୂମିରେ ଦ୍ରୁତ ଉନ୍ନତି ଆଣିବା, ଡିଜିଟାଲ ବିଭାଜନ ଦୂର କରିବା, ସମସ୍ତଙ୍କୁ ଡିଜିଟାଲ ସଶକ୍ତିକରଣ ଓ ଅନ୍ତର୍ଭୂକ୍ତିକରଣ ସୁବିଧା ସହିତ ଶସ୍ତା ଓ ସର୍ବବ୍ୟାପୀ ବ୍ରଡବ୍ୟାଣ୍ଡ ସେବା ଯୋଗାଇ ଦେବା ଏନବିଏମର ଲକ୍ଷ୍ୟ ବୋଲି ସେ କହିଛନ୍ତି। ସର୍ବବ୍ୟାପକତା, ସୁଲଭତା ଓ ଗୁଣବତା-ଏହି ତିନୋଟି ନୀତି ଉପରେ ଗୁରୁତ୍ୱାରୋପ କରାଯାଇ ଏହି ମିଶନ ଆରମ୍ଭ କରିଛନ୍ତି ସରକାର।

୨୦୨୨ ସୁଦ୍ଧା ସବୁ ଗାଁକୁ ବ୍ରଡବ୍ୟାଣ୍ଡ ସଂଯୋଗ କରିବା, ବିଶେଷ କରି ଗ୍ରାମୀଣ ଓ ଉପାନ୍ତ ଇଲାକାରେ ସମସ୍ତଙ୍କୁ ସର୍ବବ୍ୟାପୀ ଓ ସମାନ ବ୍ରଡବ୍ୟାଣ୍ଡ ସେବା ଯୋଗାଇବା ଲକ୍ଷ୍ୟ ରଖିଛନ୍ତି ସରକାର। ୨୦୨୪ ସୁଦ୍ଧା ୩୦ ଲକ୍ଷ କିମି ଅତିରିକ୍ତ ଅପ୍ଟିକାଲ ଫାଇବର କେବୁଲ ବିଛାଇବା ଓ ପ୍ରତି ୧ ହଜାର ଜନସଂଖ୍ୟା ପାଇଁ ଟାୱାର ଘନତ୍ୱକୁ ୦.୪୨ରୁ ୧.୦କୁ ବୃଦ୍ଧି କରିବା, ମୋବାଇଲ ଓ ଇଣ୍ଟରନେଟ ସେବାର ଗୁଣବତ୍ତା ବୃଦ୍ଧି କରିବା, ରାଇଟ୍ ଅଫ ୱେ (ଆରଓଡବ୍ଲୁ) ପାଇଁ ଅଭିନବ କାର୍ଯ୍ୟକାରୀ ମଡେଲ ବିକଶିତ କରିବା ଏବଂ ଅପ୍ଟିକାଲ ଫାଇବର କେବୁଲ ବିଛାଇବା ଲାଗି ଆବଶ୍ୟକ ପଡ଼ୁଥିବା ଆରଓଡବ୍ଲ୍ୟୁ ଅନୁମୋଦନ ସମେତ ଡିଜିଟାଲ ଭିତିଭୂମି ବୃଦ୍ଧି ପାଇଁ ନୀତି ପ୍ରଣୟନ କରିବା ନିମନ୍ତେ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟଗୁଡ଼ିକ ସହ ମିଳିତ ଭାବେ କାର୍ଯ୍ୟ କରିବେ।

ସେହିପରି ଡିଜିଟାଲ ସଞ୍ଚାର ଉପଲବ୍ଧତା ଆକଳନ କରିବା ଲାଗି ବ୍ରଡବ୍ୟାଣ୍ଡ ଉପଲବ୍ଧତା ସୂଚକାଙ୍କ (ବିଆରଆଇ) ଏବଂ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ମଧ୍ୟରେ ଅନୁକୂଳ ନୀତି ପରିସଂସ୍ଥାନ ବିକଶିତ କରିବା, ଦେଶବ୍ୟାପୀ ଅପ୍ଟିକାଲ ଫାଇବର କେବୁଲ ଓ ଟାୱାର ସମେତ ଡିଜିଟାଲ ସଞ୍ଚାର ନେଟୱର୍କ ଓ ଭିତିଭୂମିର ଏକ ଡିଜିଟାଲ ଫାଇବର ମ୍ୟାପ ସୃଷ୍ଟି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

ସାର୍ବଜନୀନ ସେବା ଉତରଦାୟିତ୍ୱ ପାଣ୍ଠିରୁ ୭୦ ହଜାର କୋଟି ଟଙ୍କା ସମେତ ଅଂଶୀଦାରଙ୍କ ଠାରୁ ୭ ଲକ୍ଷ କୋଟି ଟଙ୍କାର ନିବେଶ, ଡିଜିଟାଲ ଭିତିଭୂମି ଓ ସେବା ସୃଷ୍ଟି ଏବଂ ସମ୍ପ୍ରସାରଣ ଲାଗି ଆବଶ୍ୟକ ନୀତିଗତ ଓ ନିୟାମକ ପରିବର୍ତନ ନିମନ୍ତେ ସମ୍ପୃକ୍ତ ମନ୍ତ୍ରଣାଳୟ, ବିଭାଗ, ସଂସ୍ଥା ଓ ଅର୍ଥ ମନ୍ତ୍ରଣାଳୟ ସମେତ ସମସ୍ତ ଅଂଶୀଦାରଙ୍କ ସହିତ କାର୍ଯ୍ୟ କରିବା, ଯାହା ମିଶନରେ ନିବେଶ ପାଇଁ ସହାୟକ ହେବ।

ସୂଚନାଯୋଗ୍ୟ ଯେ ୨୦୧୪ ତୁଳନାରେ ୨୦୧୯ରେ ଦେଶରେ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ୩୦%, ଇଂଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ୧୬୫%, ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ସଂଖ୍ୟା ୫୩୦%, ଟେଲି ଘନତ୍ୱ ୨୦%, ଗ୍ରାମୀଣ ଟେଲି ଘନତ୍ୱ ୩୧%, ଡାଟା ଉପଯୋଗ ୧୧୨୦% ବୃଦ୍ଧି ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story