ଭାବା ଆଣବିକ କେନ୍ଦ୍ରର ଭିଡିଓ ଇକବାଲ୍‌କୁ ଦେଇଛି: ହେଡଲି

ନୂଆଦିଲ୍ଲୀ: ଲଶ୍କର-ଏ-ତୋଇବାର ଟାର୍ଗେଟରେ ଥିଲା ମୁମ୍ବାଇର ଶିବସେନା ଭବନ । ଏହାସହ ବାଲ୍ ଠାକରେଙ୍କୁ ମଧ୍ୟ ହତ୍ୟା କରିବାକୁ ଏହି ଆତଙ୍କବାଦୀ ସଂଗଠନ ଯୋଜନା କରିଥିଲା ବୋଲି ୨୬/୧୧ ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଡାଭିଡ୍ ହେଡଲି କହିଛି। ଆମେରିକାରୁ ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଥିବା ତା’ର ସାକ୍ଷ୍ୟ ଗ୍ରହଣ ବେଳେ ସେ ଏହି ତଥ୍ୟ ମୁମ୍ୱାଇ କୋର୍ଟଙ୍କୁ ଦେଇଛି। ସେ ଆହୁରି କହିଛି ଯେ, ସିଦ୍ଧି ବିନାୟକ ମନ୍ଦିରରେ ଆକ୍ରମଣ ପାଇଁ ଆତଙ୍କବାଦୀ ହିନ୍ଦୁ ବେଶରେ […]

headley

headley

Rakesh Mallick
  • Published: Friday, 12 February 2016
  • Updated: 12 February 2016, 10:05 AM IST

Sports

Latest News

ନୂଆଦିଲ୍ଲୀ: ଲଶ୍କର-ଏ-ତୋଇବାର ଟାର୍ଗେଟରେ ଥିଲା ମୁମ୍ବାଇର ଶିବସେନା ଭବନ । ଏହାସହ ବାଲ୍ ଠାକରେଙ୍କୁ ମଧ୍ୟ ହତ୍ୟା କରିବାକୁ ଏହି ଆତଙ୍କବାଦୀ ସଂଗଠନ ଯୋଜନା କରିଥିଲା ବୋଲି ୨୬/୧୧ ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଡାଭିଡ୍ ହେଡଲି କହିଛି। ଆମେରିକାରୁ ଭିଡିଓ କନଫରେନ୍ସିଂ ଜରିଆରେ ଚାଲିଥିବା ତା’ର ସାକ୍ଷ୍ୟ ଗ୍ରହଣ ବେଳେ ସେ ଏହି ତଥ୍ୟ ମୁମ୍ୱାଇ କୋର୍ଟଙ୍କୁ ଦେଇଛି।

ସେ ଆହୁରି କହିଛି ଯେ, ସିଦ୍ଧି ବିନାୟକ ମନ୍ଦିରରେ ଆକ୍ରମଣ ପାଇଁ ଆତଙ୍କବାଦୀ ହିନ୍ଦୁ ବେଶରେ ମନ୍ଦିର ଭିତରେ ପ୍ରବେଶ କରାଇବାକୁ ଯୋଜନା ହୋଇଥିଲା। ଏପରି କି ଆତଙ୍କବାଦୀଙ୍କୁ ମନ୍ଦିର ପ୍ରବେଶ ଲାଗି ସିନ୍ଧି ବିନାୟକଙ୍କ ଡୋର କିଣିଥିଲା ବୋଲି ସେ କହିଛି।

ମେଜର ଇକବାଲ୍‌ଙ୍କ ନିର୍ଦ୍ଦେଶରେ ଭାବା ଆଣିବିକ ଗବେଷଣା କେନ୍ଦ୍ରର ଭିଡିଓ ତିଆରି କରି ପଠାଇଥିବା ସେ କହିଛି। ଏହାସହ ଆଣବିକ କେନ୍ଦ୍ରରେ ଜଣେ ଏଜେଣ୍ଟକୁ ନିଯୁକ୍ତି କରାଇବାକୁ ଇକବାଲ୍ କହିଥିଲା ବୋଲି ହେଡଲି କହିଛି।

ଅନ୍ୟପକ୍ଷେ ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ କରାଯାଉଥିବା ଯୋଜନାରୁ ମୁମ୍ୱାଇ ବିମାନ ବନ୍ଦରକୁ ବାଦ ଦିଆଯିବା ଘଟଣାକୁ ଇକବାଲ୍ ପ୍ରତିବାଦ କରିଥିଲା। ସେ ଚାହିଁଥିଲା ଏହି ଯୋଜନାରେ ମୁମ୍ୱାଇ ବିମାନ ବନ୍ଦରକୁ ବି ସାମିଲ କରାଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story