ନୂଆ ଦାୟିତ୍ୱ ଗ୍ରହଣ କଲେନି ସିଦ୍ଧୁ, ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ବିରୋଧରେ ଓଗାଳିବେ ବିଷ!

ଅମୃତସର: ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ନୂଆ ବିଭାଗରେ ଯୋଗ ଦେଇ ନାହାନ୍ତି ପଞ୍ଜାବ ସରକାରର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ। ଗତକାଲି ସିଦ୍ଧୁ ତାଙ୍କୁ ଦିଆଯାଇଥିବା ବିଭାଗର ଅଫିସରେ ଯୋଗ ଦେବାର ଥିଲା କିନ୍ତୁ ସେ କାର୍ଯ୍ୟରେ ଯୋଗ ଦେବା ପରିବର୍ତ୍ତେ ଦିଲ୍ଲୀ ଯାଇ ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟୁଥିବା ଜଣାପଡ଼ିଛି। ଗୁରୁବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ କରିଥିଲେ। ସିଦ୍ଧୁଙ୍କ ଠାରୁ ଲୋକାଲ ଗଭର୍ଣ୍ଣମେଣ୍ଟ ଓ ପର୍ଯ୍ୟଟନ ବିଭାଗ […]

navjot singh sidhu

navjot singh sidhu

Subhransu Sekhar
  • Published: Saturday, 08 June 2019
  • Updated: 08 June 2019, 04:02 PM IST

ଅମୃତସର: ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ନୂଆ ବିଭାଗରେ ଯୋଗ ଦେଇ ନାହାନ୍ତି ପଞ୍ଜାବ ସରକାରର କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ। ଗତକାଲି ସିଦ୍ଧୁ ତାଙ୍କୁ ଦିଆଯାଇଥିବା ବିଭାଗର ଅଫିସରେ ଯୋଗ ଦେବାର ଥିଲା କିନ୍ତୁ ସେ କାର୍ଯ୍ୟରେ ଯୋଗ ଦେବା ପରିବର୍ତ୍ତେ ଦିଲ୍ଲୀ ଯାଇ ବରିଷ୍ଠ କଂଗ୍ରେସ ନେତାଙ୍କୁ ଭେଟୁଥିବା ଜଣାପଡ଼ିଛି।

ଗୁରୁବାର ଦିନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମନ୍ତ୍ରିମଣ୍ଡଳରେ ଅଦଳ ବଦଳ କରିଥିଲେ। ସିଦ୍ଧୁଙ୍କ ଠାରୁ ଲୋକାଲ ଗଭର୍ଣ୍ଣମେଣ୍ଟ ଓ ପର୍ଯ୍ୟଟନ ବିଭାଗ ପ୍ରତ୍ୟାହାର କରି ତାଙ୍କୁ ଶକ୍ତି ଓ ନବୀକରଣ ଯୋଗ୍ୟ ଶକ୍ତି ବିଭାଗର ଦାୟିତ୍ୱ ଦିଆଯାଇଛି।

ସାଧାରଣ ନିର୍ବାଚନରେ ପଞ୍ଜାବରେ ୫ ଲୋକସଭା ଆସନ କଂଗ୍ରେସ ହାରିବାର କାରଣ ସମ୍ପର୍କରେ ଆଲୋଚନା କଲା ବେଳେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଖୋଲାଖୋଲି ଭାବେ ସିଦ୍ଧୁଙ୍କୁ ଦାୟୀ କରିଥିଲେ। ସିଦ୍ଧୁ ଲୋକାଲ ଗଭର୍ଣ୍ଣମେଣ୍ଟ ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିଲେ। ଏହି ବିଭାଗ ସହରାଞ୍ଚଳର ଲୋକଙ୍କ ସମସ୍ୟା ବିଷୟରେ ବୁଝିବା କଥା। ହେଲେ ସିଦ୍ଧୁ ଠିକ୍‌ ଭାବେ ନିଜର କାର୍ଯ୍ୟ ନ କରିବାରୁ ଏହା କଂଗ୍ରେସକୁ ମହଙ୍ଗା ପଡ଼ିଥିବା ଅମରିନ୍ଦର କହିଥିଲେ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ତାଙ୍କ ସଂସଦୀୟ କ୍ଷେତ୍ର କେରଳର ଓ୍ୱାଇନାଡ଼ ଗସ୍ତରେ ଅଛନ୍ତି। ତେଣୁ ରାହୁଲଙ୍କ ବଦଳରେ ପ୍ରିୟଙ୍କା ଗାନ୍ଧି ଭାଡ୍ରା ଓ ଅହମଦ ପଟେଲଙ୍କୁ ସିଦ୍ଧୁ ଭେଟିବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story