ସିଲିକନ୍ ଭ୍ୟାଲିରେ ଡିଜିଟାଲ୍ ଇଣ୍ଡିଆ ଓ ଭାରତର ଜ୍ଞାନକୌଶଳ ବିକାଶ ନେଇ ମୋଦିଙ୍କ ଆଲୋଚନା

ନ୍ୟୁୟର୍କ: ଆମେରିକର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲିକନ୍ ଭ୍ୟାଲିରେ ପହଞ୍ଚିଛନ୍ତି । ସିଲିକନ ଭ୍ୟାଲିରେ ମାଇକ୍ରୋସଫ୍ଟ, ଗୁଗୁଲ୍ ଓ ଆପଲର ସିଇଓଙ୍କୁ ଭେଟି ମୋଦି ଆଲୋଚନା କରିଛନ୍ତି । ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା, ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଓ ଆପଲ୍ ସିଇଓ ଟିମ୍ କୁକଙ୍କୁ ଭେଟି ମୋଦି ଡିଜିଟାଲ୍ ଇଣ୍ଡିଆ ଓ ଭାରତରେ ଜ୍ଞାନକୌଳର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଗସ୍ତରେ ମୋଦି ଟେସଲା ସିଇଓ ଇଲୋନ୍ ମସକୋଙ୍କୁ ମଧ୍ୟ […]

modi

modi

Rakesh Mallick
  • Published: Sunday, 27 September 2015
  • Updated: 04 May 2017, 03:44 PM IST

Sports

Latest News

modiନ୍ୟୁୟର୍କ: ଆମେରିକର ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସିଲିକନ୍ ଭ୍ୟାଲିରେ ପହଞ୍ଚିଛନ୍ତି । ସିଲିକନ ଭ୍ୟାଲିରେ ମାଇକ୍ରୋସଫ୍ଟ, ଗୁଗୁଲ୍ ଓ ଆପଲର ସିଇଓଙ୍କୁ ଭେଟି ମୋଦି ଆଲୋଚନା କରିଛନ୍ତି । ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା, ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ ଓ ଆପଲ୍ ସିଇଓ ଟିମ୍ କୁକଙ୍କୁ ଭେଟି ମୋଦି ଡିଜିଟାଲ୍ ଇଣ୍ଡିଆ ଓ ଭାରତରେ ଜ୍ଞାନକୌଳର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଗସ୍ତରେ ମୋଦି ଟେସଲା ସିଇଓ ଇଲୋନ୍ ମସକୋଙ୍କୁ ମଧ୍ୟ ଭେଟିଥିଲେ।

ମୋଦି ସାନ ଜୋସରେ ଡିଜିଟାଲ ଇଣ୍ଡିଆ ଇଭେଣ୍ଟରେ ଯୋଗଦେଇ ଅଭିଭାଷଣ ରଖିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଶ୍ୱର ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନୀର ସିଇଓମାନଙ୍କୁ ସମ୍ୱୋଧିତ କରିଛନ୍ତି ମୋଦି। ସେପଟେ ନ୍ୟୁୟର୍କରେ ଅନୁଷ୍ଠିତ ଗ୍ରୁପ୍-ଫେ।ର ସମ୍ମିଳନୀରେ ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ସଦସ୍ୟତା ନେଇ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି ମୋଦି। ଜାପାନ, ଜର୍ମାନୀ, ବ୍ରାଜିଲ ଓ ଭାରତକୁ ନେଇ ଅନୁଷ୍ଠିତ ଏହି ସମ୍ମିଳନୀରେ ମୋଦି ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର କଥା ଉଠାଇଥିଲେ। ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସୁରକ୍ଷା ପରିଷଦର ସଂସ୍କାର କରାଯାଇ ଏଥିରେ ଭାରତକୁ ସାମିଲ କରାଯିବା ଅତ୍ୟନ୍ତ ଜରୁରୀ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story