ବିଜେପିରେ ଯୋଗଦେଲେ ପାରା ଆଥଲେଟ୍‌ ଦୀପା ମଲ୍ଲିକ

ନୂଆଦିଲ୍ଲୀ: ଖ୍ୟାତନାମା ପାରା ଆଥଲେଟ୍‌ ଦୀପା ମଲ୍ଲିକ ଆଜି ବିଜେପିରେ ଯୋଗଦେଇଛନ୍ତି। ପାରା ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ ରୌପ୍ୟ  ଜିତିଥିବା ଦୀପା ଆଜି ହରିଆଣା ବିଜେପି ମୁଖ୍ୟ ସୁବାସ ବରାଲା ଓ ସାଧାରଣ ସମ୍ପାଦକ ଅନୀଲ ଜୈନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ଶ୍ରୀ ଜୈନ କହିଛନ୍ତି, “ଦୀପାଙ୍କ ଭଳି ଜଣେ ଖ୍ୟାତାନାମା କ୍ରୀଡ଼ାବିତ୍‌ ବିଜେପିରେ ଯୋଗ ଦେଇଥିବାରୁ ଏହା ଦଳକୁ ଆହୁରି ସଶକ୍ତ କରିବ। ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ସେ ଦେଶକୁ […]

d

d

Hemant Lenka
  • Published: Monday, 25 March 2019
  • Updated: 25 March 2019, 08:16 PM IST

Sports

Latest News

ନୂଆଦିଲ୍ଲୀ: ଖ୍ୟାତନାମା ପାରା ଆଥଲେଟ୍‌ ଦୀପା ମଲ୍ଲିକ ଆଜି ବିଜେପିରେ ଯୋଗଦେଇଛନ୍ତି। ପାରା ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ମହିଳା ଭାବେ ରୌପ୍ୟ  ଜିତିଥିବା ଦୀପା ଆଜି ହରିଆଣା ବିଜେପି ମୁଖ୍ୟ ସୁବାସ ବରାଲା ଓ ସାଧାରଣ ସମ୍ପାଦକ ଅନୀଲ ଜୈନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି। ଶ୍ରୀ ଜୈନ କହିଛନ୍ତି, “ଦୀପାଙ୍କ ଭଳି ଜଣେ ଖ୍ୟାତାନାମା କ୍ରୀଡ଼ାବିତ୍‌ ବିଜେପିରେ ଯୋଗ ଦେଇଥିବାରୁ ଏହା ଦଳକୁ ଆହୁରି ସଶକ୍ତ କରିବ। ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ସେ ଦେଶକୁ ଗୌରବାନ୍ୱିତ କରିଛନ୍ତି।”

ବିଜେପି ବିଭିନ୍ନ ସ୍ଥାନରେ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ହରିଆଣା ପାଇଁ ଆଜି ଯାଏ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନାହିଁ। ସମ୍ଭବତଃ ଦୀପାଙ୍କୁ ଦଳ ହରିଆଣାରୁ ପ୍ରାର୍ଥୀ କରିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story