ଶୀନା ବୋରା ହତ୍ୟାକାଣ୍ଡ ମାମଲା: ବଦଳିଲେ ମୁମ୍ବାଇ କମିଶନର ରାକେଶ ମାରିଆ

ମୁମ୍ବାଇ: ମୁମ୍ୱାଇ କମିଶନର ପଦବୀରୁ ରାକେଶ ମାରିଆଙ୍କୁ ବଦଳି କରାଯାଇଛି। ତାଙ୍କ ସହ ବହୁଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ତଦନ୍ତ କରୁଥିବା ଟିମର ସମସ୍ତ ସଦସ୍ୟଙ୍କୁ ମଧ୍ୟ ବଦଳି କରାଯାଇଛି। ରାକେଶ ମାରିଆଙ୍କୁ ମୁମ୍ୱାଇ ପୋଲିସ କମିଶନରରୁ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ଅହମ୍ମଦ ଜାବେଦଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ରାକେଶ ମାରିଆଙ୍କୁ ଡିଜିପି ରାଙ୍କକୁ ବଦଳି ପାଇଁ ମହାରାଷ୍ଟ୍ର ସରକାର ପୂର୍ବରୁ ନିଷ୍ପତି ନେଇଥିଲେ। ବହୁ ଚର୍ଚ୍ଚିତ […]

Rakesh-Maria

Rakesh-Maria

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 10:06 AM IST

Sports

Latest News

ମୁମ୍ବାଇ: ମୁମ୍ୱାଇ କମିଶନର ପଦବୀରୁ ରାକେଶ ମାରିଆଙ୍କୁ ବଦଳି କରାଯାଇଛି। ତାଙ୍କ ସହ ବହୁଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ତଦନ୍ତ କରୁଥିବା ଟିମର ସମସ୍ତ ସଦସ୍ୟଙ୍କୁ ମଧ୍ୟ ବଦଳି କରାଯାଇଛି। ରାକେଶ ମାରିଆଙ୍କୁ ମୁମ୍ୱାଇ ପୋଲିସ କମିଶନରରୁ ହୋମଗାର୍ଡ ଡିଜି ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ଅହମ୍ମଦ ଜାବେଦଙ୍କୁ ନିଯୁକ୍ତ କରାଯାଇଛି। ଚଳିତ ମାସ ଶେଷ ସୁଦ୍ଧା ରାକେଶ ମାରିଆଙ୍କୁ ଡିଜିପି ରାଙ୍କକୁ ବଦଳି ପାଇଁ ମହାରାଷ୍ଟ୍ର ସରକାର ପୂର୍ବରୁ ନିଷ୍ପତି ନେଇଥିଲେ। ବହୁ ଚର୍ଚ୍ଚିତ ଶିନା ବୋରା ହତ୍ୟାକାଣ୍ଡର ତଦନ୍ତ ଚାଲୁଥିଲା ବେଳେ ହଠାତ୍ ଏତେବଡ଼ ଧରଣର ପରିବର୍ତ୍ତନକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story