ଗାୟିକାଙ୍କୁ ଗୁଳିକରି ହତ୍ୟା : ସୋ’ ସାରି ଫେରୁଥିବା ବେଳେ ଆକ୍ରମଣ

ନୂଆଦିଲ୍ଲୀ:ହରିୟାଣାର ଗାୟିକା ହର୍ଷିତା ଦାହିଆଙ୍କୁ ହତ୍ୟା। ହରିୟାଣା  ପାନିପଥରେ ଏକ ସୋ’ ସାରି କାରରେ ଘରକୁ ଫେରୁଥିବା ବେଳେ ହର୍ଷିତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ। ହର୍ଷିତାଙ୍କ କାରକୁ ଅଟକାଇ ଆଖିବୁଜା ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ। ତାଙ୍କର କପାଳ ଏବଂ ବେକରେ ୭ରୁ ୮ ରାଉଣ୍ଡ ଗୁଳି ବାଜିଥିଲା। ଘଟଣାସ୍ଥଳରେ ହିଁ ହର୍ଷିତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ କିଛି ଦିନ ତଳେ ହତ୍ୟା ଧମକ ଦିଆଯାଉଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ହର୍ଷିତା। […]

Rakesh Mallick
  • Published: Wednesday, 18 October 2017
  • Updated: 18 October 2017, 07:22 PM IST

Sports

Latest News

ନୂଆଦିଲ୍ଲୀ:ହରିୟାଣାର ଗାୟିକା ହର୍ଷିତା ଦାହିଆଙ୍କୁ ହତ୍ୟା। ହରିୟାଣା  ପାନିପଥରେ ଏକ ସୋ’ ସାରି କାରରେ ଘରକୁ ଫେରୁଥିବା ବେଳେ ହର୍ଷିତାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ। ହର୍ଷିତାଙ୍କ କାରକୁ ଅଟକାଇ ଆଖିବୁଜା ଗୁଳି ଚାଳନା କରିଥିଲେ ଦୁର୍ବୃତ୍ତ। ତାଙ୍କର କପାଳ ଏବଂ ବେକରେ ୭ରୁ ୮ ରାଉଣ୍ଡ ଗୁଳି ବାଜିଥିଲା। ଘଟଣାସ୍ଥଳରେ ହିଁ ହର୍ଷିତାଙ୍କ ମୃତ୍ୟୁ ଘଟିଥିଲା। ତାଙ୍କୁ କିଛି ଦିନ ତଳେ ହତ୍ୟା ଧମକ ଦିଆଯାଉଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ହର୍ଷିତା।

ସେପଟେ ହତ୍ୟା ପଛରେ ତାଙ୍କ ମା’ଙ୍କ ହତ୍ୟାକାରୀର ହାତ ଥିବା ଅଭିଯୋଗ କରିଛନ୍ତି ହର୍ଷିତାଙ୍କ ଭଉଣୀ।  ମା’ଙ୍କୁ ହତ୍ୟା ମାମଲାର ଏକମାତ୍ର ସାକ୍ଷୀ ଥିଲେ ହର୍ଷିତା।  ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ହର୍ଷିତାଙ୍କ ଭଉଣୀ ଲତା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story