ସଂଥାରା ପ୍ରଥା ଉପରୁ ରୋକ ହଟାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜୈନ ଧର୍ମାମ୍ୱଲମ୍ୱୀଙ୍କ ପାଇଁ ଖୁସି ଖବର। ଏହି ଧର୍ମର ସଂଥାରା ପ୍ରଥା ଉପରେ ଯେଉଁ ରୋକ ଲଗାଯାଇଥିଲା ତାହାକୁ ଉଠାଇ ଦେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ସଂଥାରା ପ୍ରଥା ଉପରେ ରୋକ ଲଗାଇଥିଲେ। ତେବେ ଆଜି ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟଙ୍କ ଏହି ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ କେନ୍ଦ୍ର ଓ ରାଜସ୍ଥାନ ସରକାରଙ୍କ ସହିତ ରାଜସ୍ଥାନ ହାଇକୋର୍ଟଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜବାବ ଦାଖଲ […]

santhare

santhare

Rakesh Mallick
  • Published: Monday, 31 August 2015
  • Updated: 31 August 2015, 11:53 AM IST

Sports

Latest News

ନୂଆଦିଲ୍ଲୀ: ଜୈନ ଧର୍ମାମ୍ୱଲମ୍ୱୀଙ୍କ ପାଇଁ ଖୁସି ଖବର। ଏହି ଧର୍ମର ସଂଥାରା ପ୍ରଥା ଉପରେ ଯେଉଁ ରୋକ ଲଗାଯାଇଥିଲା ତାହାକୁ ଉଠାଇ ଦେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ରାଜସ୍ଥାନ ହାଇକୋର୍ଟ ସଂଥାରା ପ୍ରଥା ଉପରେ ରୋକ ଲଗାଇଥିଲେ। ତେବେ ଆଜି ସୁପ୍ରିମକୋର୍ଟ ରାଜସ୍ଥାନ ହାଇକୋର୍ଟଙ୍କ ଏହି ରାୟ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।

ସୁପ୍ରିମକୋର୍ଟ ଏହି ମାମଲାରେ କେନ୍ଦ୍ର ଓ ରାଜସ୍ଥାନ ସରକାରଙ୍କ ସହିତ ରାଜସ୍ଥାନ ହାଇକୋର୍ଟଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜବାବ ଦାଖଲ ପାଇଁ କୋର୍ଟ ୪ ସପ୍ତାହ ସମୟ ଦେଇଛନ୍ତି।

 ସଂଥାରା ପ୍ରଥା ଆତ୍ମହତ୍ୟା କରିବା ସଦୃଶ ଦର୍ଶାଇ ରାଜସ୍ଥାନ ହାଇକୋର୍ଟ ଏହା ଉପରେ ରୋକ ଲଗାଇଥିଲେ। ଭାରତୀୟ ପିଙ୍ଗଳ କୋର୍ଟ (ଆଇପିସି)ଧାରା ୩୦୬ ତଥା ୩୦୯ ଅନୁଯାୟୀ କୋର୍ଟ ସଂଥାରା  ପ୍ରଥା ଉପରେ ରୋକ ଲଗାଇଥିଲେ ବା ବ୍ୟାନ ଜାରି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story